Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟ ସୁଟିଂ ଚାମ୍ପିଅନସିପ୍ରେ ରାଜ ନାରାୟଣଙ୍କୁ ସ୍ୱର୍ଣ୍ଣ
ପୁରୀ : ରାଜ ନାରାୟଣଙ୍କୁ ସ୍ୱର୍ଣ୍ଣ ସଫଳତା । ଦ୍ୱାଦଶ ରାଜ୍ୟ ସୁଟିଂ ଚାମ୍ପିଅନସିପ୍ରେ ରାଜ ନାରାୟଣ ଖୁଣ୍ଟିଆ ଏହି ସଫଳତା ହାତେଇଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଚାମ୍ପିଅନସିପର ୨୫ମିଟର, ୨୨ଷ୍ଟାଣ୍ଡାର୍ଡ ପିସ୍ତଲ ସିନିୟର୍ ପୁରୁଷ ବିଭାଗରେ ରାଜ ନାରାୟଣ ଏହି ସ୍ୱର୍ଣ୍ଣ ପଦକ!-->…
Read More...
Read More...
ଖଲିକୋଟ ରାଣୀମାଙ୍କ ଜନ୍ମଦିବସ ଉପଲକ୍ଷେ ରକ୍ତଦାନ ଶିବିର
ଗଞ୍ଜାମ:ଗଞ୍ଜାମ ଜିଲ୍ଲା କୋଦଳା ସ୍ୱର୍ଣ୍ଣମଇ ହାଇସ୍କୁଲ ଠାରେ ଆଜି କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ତଥା ଖଲିକୋଟ ରାଣୀସହେବା ଭି ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମଦିନ ଉପଲକ୍ଷେ ଆଜି କୋଦଳା ସ୍ୱର୍ଣ୍ଣମୟୀ ହାଇସ୍କୁଲ ଠାରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର!-->…
Read More...
Read More...
ମାଆ ଓ ପୁଅକୁ ହତ୍ୟା କଲା ବାପା
ଭଦ୍ରକ : ମାଆ ଓ ପୁଅକୁ ହତ୍ୟା କଲା ବାପା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆ ଗାଁରେ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, କୁଶଗଡ଼ିଆରେ ଏକ ଭଡ଼ା ଘରେ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପାରିବାରିକ କଳହରୁ ମାଆ!-->…
Read More...
Read More...
ରାଜ୍ୟରେ ୨୫ରୁ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ
ଭୁବନେଶ୍ବର : ଆଜି(ସୋମବାର) ପଶ୍ଚିମ କେନ୍ଦ୍ରୀୟ ତଥା ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଅର୍ଥାତ୍ ୨୫ ତାରିଖ ଆଡ଼କୁ ସେହି ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର!-->…
Read More...
Read More...
ଫୁଲବାଣୀ ହାଟପଦାଠାରେ ଭାରତୀୟ ମଜଦୁର ସଂଘର ୬୯ତମ ପ୍ରତିଷ୍ଠା ଦିବସ
ଫୁଲବାଣୀ :ଭାରତୀୟ ମଜଦୁର ସଂଘ (ବିଏମ ଏସ)୬୯ତମ ପ୍ରତିଷ୍ଠା ଦିବସ ହାଟପଦା ମାଆ ନାରାୟଣୀଙ୍କ ସଭଗୃହରେ ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହାରେ ଦନ୍ତପନ୍ତ ଠେଙ୍ଗଡଙ୍କ ପୌରୋହିତ୍ୟରେ ଭୋପାଳ ଠାରେ ବିଏମଏସର ପ୍ରତିଷ୍ଠା ହୋଇଥିଲା । ଲୋକମାନ୍ୟ!-->…
Read More...
Read More...
ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର
ପୁରୀ : ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ଖୋଲିଛି ପଶ୍ଚିମ ଦ୍ୱାର । ପରିଚୟ ପତ୍ର ଦେଖାଇ ପ୍ରବେଶ କରୁଛନ୍ତି ପୁରୀବାସୀ । ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ୱାରା ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ । ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ!-->…
Read More...
Read More...
ପୂର୍ବତନ ପୋଲିସ ଅଧିକାରୀ ଗୋବିନ୍ଦ ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ
ପୁରୀ : ପୂର୍ବତନ ପୋଲିସ ଅଧିକାରୀ ତଥା ଗୋ ସେବକ ଭାବରେ ସାରା ଓଡିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗୋବିନ୍ଦ ମହାନ୍ତିଙ୍କ ମୃତ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ସେ ନିଜେ ଉପବାସ ରହି ଗୋ ମାତାଙ୍କ!-->…
Read More...
Read More...
ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର
ସୋନପୁର : ସୋନପୁର ସଦର ବ୍ଲକ ଖାରୀ ଗ୍ରୀଡ୍ ଅନ୍ତର୍ଗତ ଦେଉଲି ଗ୍ରାମର ଗାଁ ମୁଣ୍ଡରେ ଏକ ବିପଦପୂର୍ଣ୍ଣ ମୁକୁଳା ଟ୍ରାନ୍ସଫର୍ମର ରହିଥିବା ଅଭିଯୋଗ ହୋଇଛି । ଏହା ରାସ୍ତା ପାର୍ଶ୍ୱରେ ଥିବାରୁ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଛୋଟ ଛୋଟ ପିଲାମାନେ ଯିବା ଆସିବା କରିବା ସହ ଖେଳକୁଦ କରିଥାନ୍ତି!-->…
Read More...
Read More...
ବିଷାକ୍ତ ଛତୁଖାଇ ଚାରିଜଣ ଅସୁସ୍ଥ
ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବଙ୍କାପୁର ଗ୍ରାମର ଗୋଟିଏ ପରିବାରର ଚାରିଜଣ ବିଷାକ୍ତ ଛତୁଖାଇ ଅସୁସ୍ଥ ହୋଇ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି । ସୂଚନା ଅନୁସାରେ ବଙ୍କାପୁର ଗ୍ରାମର ପଦ୍ମାବତୀ ବେହେରା (୪୦) ନିଜ ଜମିକୁ ଆଜି ସକାଳ!-->…
Read More...
Read More...
୪ର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା
ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଜିଲ୍ଲା କ୍ରୀଡା ଇଣ୍ଡୋର ହଲଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଓ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ଚତୁର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଦୁଇଟି ବିଭାଗରେ!-->…
Read More...
Read More...