Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶ୍ୱ ତମାଖୁ ବର୍ଜନ ଦିବସ,
ବାଲୁକାକଳାରେ ସଚେତନତାର ବାର୍ତ୍ତା
ପୁରୀ:ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ଏକ ସୁନ୍ଦର ବାଲୁକାକୃତି କରି ସଚେତନତାର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ବାଲୁକାକଳାରେ ତମାଖୁ ସେବନ ଦ୍ୱାରା ମଣିଷ ଶରୀର ଉପରେ!-->…
Read More...
Read More...
ବୋଲେରୋ ଗାଡି ଧକ୍କାରେ ଶିଶୁ ମୃତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍କ ଅନ୍ତର୍ଗତ ଶଙ୍କରାଖୋଲ ନିକଟସ୍ଥ ଶ୍ରମୁଡ଼ି ଜାତୀୟ ରାଜପଥରେ ଜଣେ ଶିଶୁ ଉପରେ ଏକ ଦ୍ରୁତଗାମୀ ବଲେରୋ ଗାଡି ମାଡି ଯିବା ଫଳରେ ଶିଶୁଟିର ମୃତ୍ୟୁ ଘଟିଛି । ମୃତକ ହେଲେ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ମୁଣିଙ୍ଗିଆ ଗ୍ରାମର ବିରାଟ!-->…
Read More...
Read More...
ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର
ଫୁଲବାଣୀ: ସୋମବାର ଅପରାହ୍ନ ୨ ଟାରୁ ନିଖୋଜ ୯ ବର୍ଷର ନାବଳିକାର ମୃତଦେହ ଉଦ୍ଧାର ହୋଇଛି ।ସୂଚନା ପ୍ରକାରେ ଫୁଲବାଣୀ ସହର ରୁଗୁଡିସାହି ମୁଣ୍ଡିଆ ସାହିର ରାଘବ ବେହେରାଙ୍କ ୯ ବର୍ଷର ଝିଅ ସୋମବାର ଅପରାହ୍ନ ୨ ଟାରୁ ନିଖୋଜ ଥିଲେ । ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ!-->…
Read More...
Read More...
ନୂଆଗାଁରୁ ଦଶପଲ୍ଲା ଅଭିମୁଖେ ଗଡିଲା ଟ୍ରାଏଲ୍ ଟ୍ରେନ୍
ଦଶପଲ୍ଲା : ଗତକାଲି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂପ୍ରସାରଣ ଆଉପାଦେ ଆଗେଇଛି । ଆଜି ନୂଆଗାଁ ଠାରୁ ଦଶପଲ୍ଲା ନିକଟସ୍ଥ କୁଆଁରିଆ ୨୦୯ ନଂ ବ୍ରିଜ୍ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବରେ ୬୦ ଟିରୁ ଉର୍ଦ୍ଧ୍ୱ କୋଚ୍ ସଂପର୍ଣ୍ଣ ଏକ ଡିଜେଲ୍ ଚାଳିତ ରେଳଗାଡ଼ି କେତେକ ରେଳବାଇ ସାଜ ସରଂଜାମ ସହିତ!-->…
Read More...
Read More...
ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ!-->…
Read More...
Read More...
ଦେବସ୍ନାନ ପୂର୍ଣ୍ଣିମା ପାଇଁ ବୈଠକ
ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ । ସ୍ନାନଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ପୂର୍ବରୁ ଏକାଧିକ ବୈଠକ ମାଧ୍ୟମରେ ଚଳିତ!-->…
Read More...
Read More...
ବାଲିଗୁଡ଼ାରେ ବାଘ ଆତଙ୍କ ଘଟଣା,କ୍ୟାମେରାରେ କଏଦ ହେଲା ପ୍ରକୃତ ଜନ୍ତୁର ଫଟୋ
ବାଲିଗୁଡ଼ା: ଗତ ତିନିଦିନ ଧରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ କନ୍ୟାଶ୍ରମ ପଛପଟ ଖଡ୍ଗ ନଦୀ କୂଳରେ ବାଘ ବୁଲୁଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଖପାଖ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ । ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ!-->…
Read More...
Read More...
ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ବୁଧବାରରେ ଶ୍ରୀମନ୍ଦିରରେ ୠକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ ।ତେଣୁ ଆପାତତଃ ଅପରାହ୍ନ ୧ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଆଜି ରୁକ୍ମିଣୀ ହରଣ!-->…
Read More...
Read More...
ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ମିଶ୍ରଣ ପର୍ବ ,ଶଙ୍ଖ ଧରିଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ
ବାଲିଗୁଡ଼ା: ନିର୍ବାଚନ ପୂର୍ବରୁ ବିରୋଧି ଦଳକୁ ବଡ଼ ଝଟକା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗାଡ଼ା ପଞ୍ଚାୟତର ରାବତବାଡିରେ ବିଜେଡିରେ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ!-->…
Read More...
Read More...
ନରସିଂହଗୁଡାରେ ଗ୍ରାମ ଦେବୀ ମା’ ତେଲେଙ୍ଗାଣୀଙ୍କ ବାର୍ଷିକ ଯାତ୍ରା
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଧଣ୍ଡରା ପଞ୍ଚାୟତ ଅନ୍ତର୍ଗତ ନରସିଂହଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗ୍ରାମଦେବୀ ମା ତେଲେଙ୍ଗାଣୀଙ୍କ ବାର୍ଷିକ ଯାତ୍ରା । ପ୍ରତ୍ୟେକ ବର୍ଷ ବୈଶାଖ ମାସରେ ଏହି ଯାତ୍ରା ପାଳନ କରାଯାଇଥାଏ । ପାରମ୍ପରିକ ରୀତିନୀତି ଅନୁସାରେ!-->…
Read More...
Read More...