Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡକାୟତି ଉଦ୍ୟମ ପଣ୍ଡ, ୬ ଗିରଫ
ପୁରୀ : ଦାମୋଦର ରୋଡ଼ ଅଞ୍ଚଳରେ ମାଲବାହି ଗାଡିରୁ ଡକାୟତି ଉଦ୍ୟମ ପଣ୍ଡ । ଡକାୟତି ଉଦ୍ୟମରେ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ମାନେ ଚକ୍ରକୋଟ ଲେନଠାରେ ଥିବା କାଜୁ ଜଙ୍ଗଲରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ଟାଉନ ଥାନା ପୋଲିସ ଟିମ ପହଞ୍ଚି ଅଭିଯୁକ୍ତ!-->…
Read More...
Read More...
ଇଣ୍ଟରକଣ୍ଟିନେଣ୍ଟାଲ କପ୍-୨୦୨୩ର ପ୍ରଥମ ଟିକେଟ କିିଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦/୫ : ଆସନ୍ତା ଜୁନ ୯ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଅନର୍ମହାଦେଶୀୟ କପ୍-୨୦୨୩(ଇଣ୍ଟରକଣ୍ଟିନେଣ୍ଟାଲ କପ୍-୨୦୨୩)ର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭାରତୀୟ ଫୁଟବଲ ଟିମ୍ର କ୍ୟାପଟେନ ସୁନିଲ ଛେତ୍ରୀଙ୍କ ହାତରୁ ସେ ଗ୍ରହଣ!-->…
Read More...
Read More...
ବୌଦ୍ଧର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ପାଣିଗ୍ରାହୀଙ୍କ ପରଲୋକ
ବୌଦ୍ଧ,୩୦/୫:- ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ପାଣିଗ୍ରାହୀଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହେଉଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ବଗିଚାସାହି ସ୍ଥିତ ନିଜ ବାସଭବନ ଠାରେ ଆଜି ଅପରାହ୍ନ ସମୟରେ ସେ ଇହଧାମ ତ୍ୟାଗ!-->…
Read More...
Read More...
ଜଳୁଛି ପଶ୍ଚିମ ଓଡ଼ିଶା,ଉପକୂଳରେ ଅସହ୍ୟ ଗୁଳୁଗୁଳି
ଭୁବନେଶ୍ୱର:ରାଜ୍ୟରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଜାରି ରହିଛି । ବିଶେଷକରି,ପଶ୍ଚିମ ଓଡ଼ିଶା ଅବସ୍ଥା ସାଂଘାତିକ । ସାରା ପ.ଓଡ଼ିଶା ଜଳୁଥିବା ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି । ଆଜି ସମ୍ବଲପୁର ଓ ଝାରସୁଗୁଡ଼ାରେ ସର୍ବାଧିକ ତାତି ରେକଡର଼୍ ହୋଇଛି । ସମ୍ବଲପୁରରେ ଆଜି ସର୍ବାଧିକ ୪୩ ଡିଗ୍ରି!-->…
Read More...
Read More...
ସାଇପ୍ରସାଦ ସାହୁଙ୍କୁ “ପ୍ରକୃତି ବନ୍ଧୁ’ ପୁରସ୍କାର
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସିନ୍ଧେକେଲା ଗ୍ରାମର ମୂଳବାସିନ୍ଦା ତଥା ପରିବେଶପ୍ରେମୀ ସାଇପ୍ରସାଦ ସାହୁଙ୍କୁ ମିଳିବ ସମ୍ମାନଜନକ ପ୍ରକୃତି ବନ୍ଧୁ ପୁରସ୍କାର । ସେ ଅନେକ ଥର ସ୍ୱଚ୍ଛ ଭାରତ , ସାଂପ୍ରଦାୟିକ ସଦଭାବ , ଆବର୍ଜନା ପରିଚାଳନା , ପ୍ଲାଷ୍ଟିକ!-->…
Read More...
Read More...
ୱାଟର ପାର୍କରେ ଦାଦାବଟୀ ଆଦାୟ ଓ ବୋମା ମାଡ ଘଟଣାରେ ୭ ଗିରଫ
ପୁରୀ : ପୁରୀ ସଦର ଥାନ ଅନ୍ତର୍ଗତ ମାଳତୀ ପାଟପୁର ୱାଟର ପାର୍କରେ ଦାଦାବଟୀ ଆଦାୟ ଓ ବୋମା ମାଡ ଘଟଣାରେ ୭ଜଣଙ୍କୁ ଗିରଫ କରିଛି ଚନ୍ଦନ ପୁର ଥାନା ପୋଲିସ । ଅଭିଯୁକ୍ତଙ୍କ ଠାରୁ ୩ଟି ଦେଶୀ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଏବଂ ଦୁଇଟି ମୋବାଇଲ ଜବତ କରିଛି ଚନ୍ଦନପୁର ଥାନା ପୋଲିସ । ଗତ!-->…
Read More...
Read More...
ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଫଳ ଘୋଷଣା କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଚଳିତ ବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ ଲକ୍ଷ!-->…
Read More...
Read More...
ସ୍ତ୍ରୀକୁ ହାତ୍ୟା ଘଟଣାର ପର୍ଦ୍ଦାଫାସ, ସ୍ୱାମୀ କୋର୍ଟଚାଲଣ
କୋମନା: ନୂଆପଡା ଜିଲ୍ଲା କୋମନା ଥାନା ଦେଓଧରା ଘୋଡାଘାଟ ନଦୀ ପାଖରେ ଗତକାଲି ପଡ଼ି ରହିଥିଲା ଜଣେ ମହିଳାଙ୍କ ମୃତଦେହ । ଏହାକୁ ନେଇ ପୋଲିସ ଅଧିକ ତଦନ୍ତ କରିବାରୁ ମୃତ ମହିଳାଙ୍କ ପରିଚୟ ମିଳିଛି । ମୃତକ ମହିଳା କୋମନା ଥାନା ଛତା ଗାଁର ସୁନେ ତାଣ୍ଡି ବୋଲି ଜଣାପଡିଥିଲା । ତାଙ୍କ ସ୍ୱାମୀ!-->…
Read More...
Read More...
ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧା ନିଖୋଜ
ଦଶପଲ୍ଲା : ନଦୀକୁ ଗାଧୋଇବାକୁ ଯାଇଥିବା ବୃଦ୍ଧାଙ୍କ ମିଳୁନି ପତ୍ତା । ଦୁଇ ଦିନ ଧରି ଖୋଜାଖୋଜି ଚାଲିଥିଲେ ମଧ୍ୟ ବୃଦ୍ଧାଙ୍କର କୌଣସି ସନ୍ଧାନ ମିଳିପାରିନି । ନୟାଗଡ଼ ସଦରଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମରେ ଜଣେ ବୃଦ୍ଧା ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଗତ ସୋମବାର!-->…
Read More...
Read More...
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରଭିଷେକ ନୀତି
ପୁରୀ : ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯାଇଥାଏ । ଆଜି ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀ ମଦନମୋହନ ଆଜ୍ଞା ମାଳ ପାଇ ଭୋଗ ବାଟ ଗଣେଶଙ୍କ ଠାରେ ପଡିଥିବା ଖଟ ଉପରେ ବିଜେ ହେବେ । ଏହାପରେ ଭିତର ଶୋଧ ଜୟ ବିଜୟ ଦ୍ୱାର ବାନ୍ଦ ହୋଇ ଜଗମୋହନକୁ ସମ୍ପୂର୍ଣ୍ଣ!-->…
Read More...
Read More...