ଡକାୟତି ଉଦ୍ୟମ ପଣ୍ଡ, ୬ ଗିରଫ

0 203

ପୁରୀ : ଦାମୋଦର ରୋଡ଼ ଅଞ୍ଚଳରେ ମାଲବାହି ଗାଡିରୁ ଡକାୟତି ଉଦ୍ୟମ ପଣ୍ଡ । ଡକାୟତି ଉଦ୍ୟମରେ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ମାନେ ଚକ୍ରକୋଟ ଲେନଠାରେ ଥିବା କାଜୁ ଜଙ୍ଗଲରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ଟାଉନ ଥାନା ପୋଲିସ ଟିମ ପହଞ୍ଚି ଅଭିଯୁକ୍ତ ୬ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ଅଭ୍ୟାସ ଗତ ଅପରାଧୀ ହୋଇଥିବା ବେଳେ ତାଙ୍କ ନିକଟରୁ ୨ଟି ଖଣ୍ଡା, ଗୋଟିଏ ଲୁହା ରଡ଼ ଓ କିଛି ବିଅର ବୋତଲ ଜବତ କରାଯାଇଛି ।

hiranchal ad1
Leave A Reply

Your email address will not be published.

seventeen − one =