Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରାକିପାଙ୍ଗା ଅଭୟାରଣ୍ୟ ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲାରେ ବାରମ୍ବାର ସଚେତନ କରିବା ସତ୍ୱେ ଅବୁଝା ଲୋକେ ସୁଧୁରିବାର ନାଁ ନେଉନାହାନ୍ତି । ବନ ବିଭାଗ ଅଧିକାରୀ କର୍ମଚାରୀ ମାନେ ଗ୍ରୀଷ୍ମ ଋତୁର ଆରମ୍ଭରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପ୍ରତି ଗାଁ ଗାଁ ରେ ବିଭିନ୍ନ ମାଧ୍ୟମରେ ସଚେତନ କରୁଥିବା ବେଳେ!-->…
Read More...
Read More...
ନିଆରା ବିବାହ:ସାନ ଭାଇର ଇଚ୍ଛାକୁ ପୂରଣ କଲେ ବଡ଼ ଭାଇ
ହରଭଙ୍ଗା : ନିଆରା ବିବାହ । ବିବାହ ପାଇଁ ବରଯାତ୍ରୀ ସହ ଜେସିପିରେ ବସି କନ୍ୟା ଘରକୁ ଗଲେ ବର । ସାନ ଭାଇର ଇଚ୍ଛା ପୂରଣ ପାଇଁ ଜେସିବିରେ ବସି ବିବାହ କରିବା ପାଇଁ ଗଲେ ବର । ବୌଦ୍ଧ ଜିଲ୍ଲା ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରା ନୟାଗଡ଼ ଜିଲ୍ଲାର କିଆଝର ଗ୍ରାମକୁ ବିବାହ ପାଇଁ ଗତ ୩୦ତାରିଖରେ!-->…
Read More...
Read More...
ଟେଷ୍ଟ ର୍ୟାଙ୍କିଙ୍ଗ୍: ପୁଣି ଶୀର୍ଷରେ ଭାରତ
ନୂଆଦିଲ୍ଲୀ : ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର । ଆଇସିସିର ବାର୍ଷିକ ର୍ୟାଙ୍କିଙ୍ଗ୍ ଅପଡେଟ ହୋଇଛି । ଫଳରେ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍ରେ ଟିମ୍ ଇଣ୍ଡିଆ ନମ୍ବର ୱାନ ସ୍ଥାନରେ ପହଞ୍ଚିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ଜୁନ୍ ୭ରୁ ୧୧ ତାରିଖ!-->…
Read More...
Read More...
ଏନସିପି ସୁପ୍ରିମୋ ପଦରୁ ଇସ୍ତଫା ଦେଲେ ଶରଦ ପାଓ୍ବାର
ମୁମ୍ବାଇ: ଏନସିପି ସୁପ୍ରିମୋ ପଦରୁ ଇସ୍ତଫା ଦେଲେ ଶରଦ ପାଓ୍ବାର । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଶରଦ ପାଓ୍ୱାର । ପଦ ଛାଡ଼ିବା ଘୋଷଣା ପରେ ପାଓ୍ବାରଙ୍କ ସମର୍ଥନରେ ନାରାବାଜି । ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି ପାଓ୍ୱାର ।!-->…
Read More...
Read More...
ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟ ହେଲା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ପୋଲିସ ଷ୍ଟେସନ
ଭୁବନେଶ୍ବର : ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି ଏବଂ ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସଂପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।!-->…
Read More...
Read More...
ଜୋରସରରେ ଚାଲିଛି ମହାବାହୁଙ୍କ ରଥ ନିର୍ମାଣ କାର୍ଯ୍ୟ
ପୁରୀ : ବିଶ୍ୱକର୍ମାଙ୍କ ହାତର ସ୍ପର୍ଶରେ ଜାରି ରହିଛି ଦିବ୍ୟ ରଥନିର୍ମାଣ କାର୍ଯ୍ୟ । ସରିଛି ସୁତାବାଡ଼ିଆ,ଜାରି ରହିଛି ବିନ୍ଧ କାର୍ଯ୍ୟ । ତୁମ୍ବରେ ଅରସଂଯୋଗ ପାଇଁ ପ୍ରତ୍ୟେକ ତୁମ୍ବରେ କରାଯିବ ୧୬ଯୋଡ଼ା ବିନ୍ଧ । ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ୍ୱ ଜୋରସୋରରେ ଜାରି ରହିଛି ରଥନିର୍ମାଣ!-->…
Read More...
Read More...
ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ
ପୁରୀ : ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ରଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ମୟଙ୍କ ମହାପାତ୍ର ତାଙ୍କୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗଦ୍ୱାରରେ ବାସୁଦେବ ମହାପାତ୍ରଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବନ୍ଧୁ, ପ୍ରଶଂସକ ଓ ସାମ୍ବାଦିକଙ୍କ ଭିଡ଼ ଜମିଥିଲା!-->…
Read More...
Read More...
ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ଓ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ଓ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟ ସରମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ!-->…
Read More...
Read More...
କୂଅରୁ ହାତୀ ଶାବକ ଉଦ୍ଧାର
ସମ୍ବଲପୁର: ବାଟବଣା ହୋଇ ଗୋଟିଏ ମାଈ ହାତୀ ତାର ଶାବକ ସହିତ ଗାଁ ପାଖକୁ ଚାଲି ଆସିଥିଲା ଓ ଗାଁ ମୁଣ୍ଡ ଏକ କଚ୍ଚା କୂଅରେ ଶାବକଟି ଖସି ପଡିଥିଲା । ସେଥିରୁ ନିଜ ଶାବକକୁ ଉଦ୍ଧାର ପାଇଁ ମା ହାତୀର ବିକଳ ପ୍ରଚେଷ୍ଟା ଗାଁ ବାସୀଙ୍କୁ ଭୟଭୀତ କରି ଦେଇଥିଲା ଓ ପରିଶେଷରେ ତାକୁ ଘଉଡ଼ାଇ ଶାବକକୁ!-->…
Read More...
Read More...
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ , ପୁରୀ ରେ ନୂତନ ଶିକ୍ଷାନୀତି ଓ ନାକ୍ ଉପରେ ଆଲୋଚନା
ପୁରୀ: ସ୍ଥାନୀୟ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ଦୁଇ ଦିନ ବ୍ୟାପୀ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି l ତl ୨୮.୪.୨୦୨୩ ରିଖରେ ନୂତନ ଶିକ୍ଷାନୀତି ୨୦୨୦ ରେ ସଂସ୍କୃତ ଭାଷା ଓ ସାହିତ୍ୟର ସ୍ଥାନ ଶୀର୍ଷକ ଆଲୋଚନା ହୋଇଥିବା ବେଳେ ଏହାର ଆଧାରରେ ପାଠ୍ୟକ୍ରମର ନିର୍ମାଣ କୌଶଳ!-->…
Read More...
Read More...