Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଂକାପୋଡି ଯାତ୍ରାର ଦିତୀୟ ଦିବସ: ଯାଗରକ୍ଷା ଓ ଶିବ ଧନୁଭଗ୍ନ
ଦଶପଲ୍ଲା : ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଂକାପୋଡି ଯାତ୍ରାର ଦିତୀୟ ଦିବସରେ ପରଂପରା ଅନୁସାରେ ଆଜି ମଧ୍ୟାହ୍ନରେ ପ୍ରଭୂ ରଘୁନାଥଙ୍କ ମନ୍ଦିରରେ ଜାଗରକ୍ଷା ଓ ଶିବ ଧନୁଭଗ୍ନ କାର୍ଯ୍ୟକ୍ରମ ନୀତି ଅନୁଷ୍ଠିତ ହୋଇଯାଇଛି । ଏହିକ୍ରମରେ ଶୋତ୍ରୀୟ ବ୍ରାହ୍ମଣ, ପୂଜକ, ସେବାୟତମାନେ ବିଧିମତେ ପ୍ରଭୂ!-->…
Read More...
Read More...
ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଗଡ଼ିଲା ହରିଶଙ୍କର ଦର୍ଶନ ବସ
ପାଟଣାଗଡ/ଖୋପ୍ରାଖୋଲ଼ : ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର କମିଟି ପାଟଣାଗଡ଼ ତରଫରୁ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ହରିଶଙ୍କର ଦର୍ଶନ ନାମକ ଏକ ଟୁରିଷ୍ଟ ବସ୍ ବଲାଙ୍ଗୀରରୁ ହରିଶଙ୍କର ଚଳାଚଳ ପାଇଁ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ଏହି ଟୁରିଷ୍ଟ ବସ୍ ସପ୍ତାହର ପ୍ରତ୍ୟେକ ଶୁକ୍ରବାର!-->…
Read More...
Read More...
ବିପୁଳ ପରିମାଣର କଫ୍ ସିରପ ସହ ଦୁଇ ଗାଡି ଜବତ ; ୫ ଅଭିଯୁକ୍ତ ଗିରଫ
ସୁବର୍ଣ୍ଣପୁର: ସୋନପୁର - ବଲାଙ୍ଗୀର ରାସ୍ତାରେ ଆସୁଥିବା ଏକ ପିକଅପ ବୋଲେରୋ କାରରୁ ଖାରୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରୁ ବିପୁଳ ପରିମାଣର କଫ୍ ସିରଫ ତରଭା ପୋଲିସ ଜବତ କରିଥିବା ଜଣାପଡିଛି । ପେଟି ଭିତରେ ଥିବା୧୯୨୦ ବୋତଲ କଫ୍ ସିରଫ,୫ଟି ମୋବାଇଲ ସେଟ, ଏକ ପିକ ଅପ!-->…
Read More...
Read More...
ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ସନ୍ତରଣ ପ୍ରତିଯୋଗିତା-୨୦୨୩ ଉଦ୍ଯାପିତ
ସମ୍ବଲପୁର: ଆଜି ସ୍ଥାନୀୟ ଡା:ଝସକେତନ ସାହୁ ସନ୍ତରଣାଗାର ଠାରେ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କ ଦୁଇଦିନିଆ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ,!-->…
Read More...
Read More...
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ
ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୩ ପାଇଁ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ଦଶପଲ୍ଲା ବନଖଣ୍ଡରୁ ଏକ ଟ୍ରକ ଯୋଗେ ୨୪ ଖଣ୍ଡ ରଥକାଠ ଆଜି ଆସି ପୁରୀରେ ପହଞ୍ଚିଛି । ଉଭୟ ଅସନ ଓ ଧଉରା କାଠ ଆସିଥିବା ବେଳେ ଏଥିରେ ୨୦ ଫୁଟିଆ ୧୮ଟି ଏବଂ ୧୨ ଫୁଟିଆ ୬ଟି ରଥକାଠ ରହିଛି । ତେବେ ରଥ!-->…
Read More...
Read More...
୪୭୬ ବୋତଲ କଫ ସିରପ ଜବତ, ୩ ଗିରଫ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ ସିରପ କାରବାର ହେଉଥିବା ବେଳେ ଜଣେ ପରେ ଜଣେ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟିଚାଳନା ସ୍ଥାନୀୟ ଅଞ୍ଚଳର କଫ ସିରପ ମାଫିଆମାନଙ୍କୁ ପୁଲିସ ଧରିବାରେ!-->…
Read More...
Read More...
ମହାଦେବୀ ମାଁ ସମଲେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଓ ଦେବୀଯଜ୍ଞ ମହୋତ୍ସବ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତର ବୈଜଳପୁର୍ଠାରେ ମାଁ ସମଲେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଦେବିଯଜ୍ଞ ମହୋତ୍ସବ ଅନୁଷ୍ଠିତ । ଏହି ମାଁଙ୍କ ମନ୍ଦିର ପାଇଁ ବିଧାୟକ ପାଣ୍ଠିରୁ ୧୭ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବାବେଳେ ଆଜି!-->…
Read More...
Read More...
ପ୍ରବିତ୍ର ରାମ ନବମୀରେ ହିନ୍ଦୁ ସମାଜର ବିଶାଳ ଶୋଭାଯାତ୍ରା
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ବର୍ଷ ଶ୍ରୀରାମ ନବମୀ ଶୁଭ ଅବସରରେ ହିନ୍ଦୁ ସମାଜ ପକ୍ଷରୁ ବିଶାଳ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଏହି ଶୋଭାଯାତ୍ରରେ ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଜାତି ଧର୍ମର ଭକ୍ତ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ବଜାର!-->…
Read More...
Read More...
ପୁଣି ପୁରୀ ବଡ଼ଦାଣ୍ଡରେ ଅଗ୍ନିକାଣ୍ଡ
ପୁରୀ:ପୁଣି ପୁରୀ ବଡ଼ଦାଣ୍ଡରେ ଅଗ୍ନିକାଣ୍ଡ । ମେଡିକାଲ ଛକ ଟ୍ରାଫିକ ପୋଷ୍ଟ ନିକଟରେ ଘଟିଛି ଅଗ୍ନିକାଣ୍ଡ । ଏକ ବ୍ୟାଟେରୀ ଅଟୋରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଟୋ ଡ୍ରାଇଭରଙ୍କ ସହ ସ୍ଥାନୀୟ ଲୋକେ ଓ ଟ୍ରାଫିକ ପୋଲିସ ଉଦ୍ୟମ କରିଥିବା ବେଳେ!-->…
Read More...
Read More...
କେନାଲକୁ ଖସିଲା ବରଯାତ୍ରୀ ଗାଡି : ୭ଜଣ ମୃତ, ୪ ଗୁରୁତର
ସମ୍ବଲପୁର: ଆଜି ଭୋରରେ ସ୍ଥାନୀୟ ପରମାନପୁରରୁ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ନିଜ ଗାଁ ଲଧରାକୁ ଫେରୁଥିବା ଏକ ବରଯାତ୍ରୀ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ କେନାଲରେ ପଡ଼ିଯିବା ଫଳରେ ସେଥିରେ ବସିଥିବା ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏବିଷୟରେ!-->…
Read More...
Read More...