Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ୍କୁ ପିଟିଲା ଟ୍ରକ୍, ବାଇକ୍ ଆରୋହୀଙ୍କ ମୃତ୍ୟୁ
ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ଘୋଟସର ସ୍ଥିତ ୩୫୩ ଜାତୀୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ବାଇକକୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ବାଇକ୍ ଆରୋହୀ ବୋଡେନ ଥାନା କର୍ଲାକୋଟ!-->…
Read More...
Read More...
ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର
ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିନସ୍ଥ ସିନାପାଲି ବନାଞ୍ଚଳ ତରଫରୁ ସିନାପାଲି ଠାରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନାପାଲି ବିଡିଓ ସର୍ବେଶ୍ୱର ଜାଲ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ!-->…
Read More...
Read More...
ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢ଼ାଉ
ସମ୍ବଲପୁର: ସ୍ଥାନୀୟ କ୍ଷେତରାଜପୁର ପୁଲିସ ଥାନା ଅନ୍ତର୍ଗତ ଫାର୍ମରୋଡ ଠାରେ ସକ୍ରିୟ ଏକ ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢ଼ାଉ ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ କାଠ ଜବତ ସହିତ କରତକଳ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ!-->…
Read More...
Read More...
ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ଆଜି ସହରର ହୋଟେଲ ଗ୍ରୀନପାର୍କରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କ୍ଷେତ୍ରିୟ କାର୍ଯ୍ୟକର୍ତ୍ତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ବିପିନ ଦାସ, ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମିହିର ପାଣି, ରାଜ୍ୟ ସଂଯୋଜକ ବଳଦେବ ବେଦବାକ, ରାଜ୍ୟ ଉପସଭାପତି ଗୋପାଳଜୀ!-->…
Read More...
Read More...
ଗରିବ କଲ୍ୟାଣ ଅନ୍ନ ଯୋଜନା ଘଟଣାକୁ ନେଇ ବିଜେଡି କର୍ମୀଙ୍କ ଗଣଧାରଣା
ହରଭଙ୍ଗା : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାର ନିଷ୍ପତି ବିରୁଦ୍ଧରେ ଆଜି ସାରା ରାଜ୍ୟରେ ବିଜେଡି କର୍ମୀ ମାନେ ପ୍ରତି ପଂଚାୟତ ଅଫିସ ସାମ୍ନାରେ ଗଣଧାରଣା ଦେଇଥିବା ଦେଖିବାକୁ!-->…
Read More...
Read More...
ନୀଳକଣ୍ଠେଶ୍ୱର ନକ୍ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ସାନଟେମରୀ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ମିନିଷ୍ଟାଡିଅମଠାରେ ନୀଳକଣ୍ଠେଶ୍ୱର କ୍ରିକେଟ କ୍ଳବ, ଆନୁକୂଲ୍ୟରେ ଚାଲିଥିବା ନୀଳକଣ୍ଠେଶ୍ୱର ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମହିଚଲା ଓ ଟେମରୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...
ଭୀମା ବିବାହ ଓ ବିହନ ଯାତ୍ରା ସହ ସମାପନ ହେଲା ବାଲିଯାତ୍ରା
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଦୀର୍ଘ ଏକ ମାସ ଧରି ଚାଲିଥିବା ବାଳିଯାତ୍ରା ବୁଧବାର ପଣ୍ଡରା ଭୀମା ଦେବଙ୍କ ବିବାହ ଓ ବିହନ ଛିନା କାର୍ଯ୍ୟ ସହ ଉଦଯାପିତ ହୋଇଛି । ଗତକାଲି ଭିମା ଖୁଣ୍ଟ ସ୍ଥାପନ ଓ ବଳୀ ପ୍ରଦାନ କରାଯାଇଥିବା ବେଳେ ବୁଧବାର ସକାଳୁ!-->…
Read More...
Read More...
ଚାଉଳ ପାଇଁ ବିଜେଡିର ପ୍ରତି ପଞ୍ଚାୟତରେ ଧାରଣା
ପାଟଣାଗଡ : ଆଜି ପାଟଣାଗଡ ବିଜେଡି ପକ୍ଷରୁ ଉଷୁନା ଚାଉଳ ଉଠାଣ ପରିମାଣ ହ୍ରାସ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ଯୋଗୁଁ ୫ କିଲୋ ଚାଉଳ କଟା ପ୍ରସଙ୍ଗକୁ ନେଇ ବ୍ଲକରେ ଥିବା ୩୦ ଗୋଟି ପଞ୍ଚାୟତରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଏହି ବିଧାୟକ ସରୋଜ କୁମାର ମେହେରଙ୍କ ସମେତ!-->…
Read More...
Read More...
ଶିକ୍ଷା ନିକେତନର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଅଗ୍ରଣୀ ଶିକ୍ଷାନୁଷ୍ଠାନ "ଶିକ୍ଷା ନିକେତନ'ର ଊନବିଂଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭ ପୂର୍ବରୁ ଫୁଲ୍ୱାମା ଶହୀଦଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ!-->…
Read More...
Read More...
ଭିନ୍ନକ୍ଷମଙ୍କୁ ମାଗଣା ଚାଉଳ ମିଳିବ ବୋଲି ପ୍ରତିଶ୍ରୁତି ଦେଲେ ଭିଡିଓ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଓ ଇଲାକା ତଥା ଦୁର୍ଗମ ପାଙ୍ଗା ଉପରସାହି ପଂଚାୟତର ଗଣ୍ଡାପଡା ଗ୍ରାମର ବସୁମତୀ ମଲ୍ଲିକ । ଜଣେ ଭିନ୍ନକ୍ଷମ ଆଦିବାସୀ ମହିଳା । ତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଛି । କିନ୍ତୁ ଚାଉଳ ମିଳୁନି । ଭିନ୍ନକ୍ଷମ ଯୋଗୁଁ କୌଣସି କାମଧନ୍ଦା!-->…
Read More...
Read More...