Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା ହାଇମ୍ୟାକ୍ସ ଲାଇଟ ଉଦ୍ଘାଟିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରେଳ ଷ୍ଟେସନ ପରିସର ଏବଂ ପୁରୁଣା କୋର୍ଟ ଛକ ଠାରେ ଦୁଇ ଗୋଟି ହାଇମ୍ୟାକ୍ସ ଲାଇଟ ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ସହରର ଏହି ଦୁଇ ସ୍ଥାନରେ ହାଇମ୍ୟାକ୍ସ ଲାଇଟ ଉଦଘାଟନ କରିଛନ୍ତି । ଏହି ଅବସରରେ!-->…
Read More...
Read More...
ମିଗୁନପଦରରେ ୯୯ ବାଟାଲିୟନ ଦ୍ୱାରା ନୂତନ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା
ଫୁଲବାଣୀ :-ମାଓ ପ୍ରବଣ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ସମରବନ୍ଧ ପଞ୍ଚାୟତ ମିଗୁନୁପଦର ଗ୍ରାମରେ ନୂତନ ଭାବେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । କ୍ୟାମ୍ପ ଉଦଘାଟନ ସମୟରେ ଶମ୍ଭୁ ବୈଦ୍ୟ(ଅତିରିକ୍ତ କମାଣ୍ଡାଣ୍ଟ), ଶୁଭେନ୍ଦୁ ପାତ୍ର ଆଇପିଏସ ଅଫିସର!-->…
Read More...
Read More...
ମୁଖ୍ୟମନ୍ତ୍ରୀ ଓ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ସୁବର୍ଣ୍ଣପୁର : ଗତକାଲି ମୁଖ୍ୟମନ୍ତ୍ରୀ ଓ ସଚିବଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଦୁଇ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।୨୦୦୪ ରୁ ୨୦୧୩ ମଧ୍ୟରେ!-->…
Read More...
Read More...
ଡେଙ୍ଗାସଖାଲ ପଞ୍ଚାୟତରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗାସଖାଲ ପଞ୍ଚାୟତ ପରିସରରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ!-->…
Read More...
Read More...
ବସ ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ
ପାଟଣାଗଡ଼ : ଗତକାଲି ରାତି ସାଢେ ନଅଟା ରେ ପାଟଣାଗଡ଼ ଥାନା ରାମପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ୍ ଆରୋହୀଦ୍ୱୟ ହେଲେ ଆସିତ ମେହେର (୨୭) ଓ ମଳୟ ମନିହୀରା (୨୪) ଉଭୟେ ତୁଷାର ଥାନା ନୂଆପଡ଼ା ଗାଁ ର ବୋଲି ଜଣାପଡିଛି । ପୁଲିସ!-->…
Read More...
Read More...
ଏମସିଏଲ ସହାୟତାରେ ନୂଆଁ ଅଢାପରା ଗାଁରେ ଚିକିତ୍ସା ଶିବିର
ସମ୍ବଲପୁର:ଗାଁ'ରେ କୃଷି ଓ କୃଷକଙ୍କ ବିକାଶ ନେଇ ଯୁଯୁମୁରା ବ୍ଲକ ଅଞ୍ଚଳରେ କୋଇଲା କମ୍ପାନୀ ମହାନଦୀ କୋଲ୍ଡ ଫିଲ୍ଡ (ଏମସିଏଲ) ସହାୟତାରେ ଏହି ଅଞ୍ଚଳରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ "ବାଏଫ' ପକ୍ଷରୁ ସ୍ଥାନୀୟ ଯୁଯୁମୁରା ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ପଞ୍ଚାୟତର ନୂଆଁ ଅଢ଼ାପରା!-->…
Read More...
Read More...
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃପିତୃ ପୂଜନ ଦିବସ ପାଳିତ
ବାଲିଗୁଡା: ଓଡିଶା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବାଲିଗୁଡା ଶାଖା ତରଫରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଭାବେ ଅବସର!-->…
Read More...
Read More...
ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟଣା,ଚିକିତ୍ସାଧିନ ଅବସ୍ଥାରେ ଜଣେ ମୃତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କୋଟଗଡ଼ ଗେଟାବାଲି ଗ୍ରାମ ନିକଟରେ ଘରୋଇ ଯାତ୍ରୀ ବାହି ବସ୍ ଦୁର୍ଘଟଣା ଘଟଣାରେ ୧୬ ବର୍ଷର ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ!-->…
Read More...
Read More...
ବିଭିନ୍ନ ଦାବୀରେ ପାଚିକା ମହାସଂଘର ଧାରଣା ଓ ବିକ୍ଷୋଭ
ବଲାଙ୍ଗୀର : ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ବଲାଙ୍ଗୀର ତରଫରୁ ୧୦ଟି ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଯାଇଥିଲା । ଶ୍ରମିକ ସଂଗଠନ ଏଆଟିୟୁସି ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ପାଚିକା ଜିଲ୍ଲାପାଳଙ୍କ!-->…
Read More...
Read More...
ଫିରିଙ୍ଗିଆ ମହା ବିଦ୍ୟାଳୟରେ ସମ୍ମାନିତ ହେଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର
ଫୁଲବାଣୀ :-ପଂଚାୟତ ମହା ବିଦ୍ୟାଳୟ, ଫିରିଙ୍ଗିଆ ଦ୍ୱାରା ଇତିହାସ କଂଗ୍ରେସ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଉଦଘାଟକ ଭାବେ ଯୋଗଦେଇଥିଲା ବେଳେ ଅଧ୍ୟାପକ ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି ଭାବେ!-->…
Read More...
Read More...