Browsing Category

ରାଜ୍ୟ

କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଦସ୍ତଖତ ଅଭିଯାନ ଆରମ୍ଭ

ସୁବର୍ଣ୍ଣପୁର: ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ବ୍ଲକ ଛକଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କେଦାର ଦାଶ ଓ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରଦ୍ଧାଞ୍ଜଳି ମିଶ୍ର, ଫାଉଣ୍ଡେସନର ଆଇନ ପରାମର୍ଶଦାତା
Read More...

୨୩ ଯାଏଁ କୋର୍ଟ ପରିସରରେ ବଳବତ୍ତର ରହିବ ୧୪୪ ଧାରା

ସମ୍ବଲପୁର : ନିଳମ୍ବିତ ଓକିଲଙ୍କ ମଧ୍ୟରୁ ଅଧିକାଂଶଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ସୁଦ୍ଧା ସମ୍ବଲପୁର ଜିଲ୍ଲା ଅଦାଲତରେ ଏପର୍ଯ୍ୟନ୍ତ ଅଚଳାବସ୍ଥା ଜାରି ରହିଛି । ସେପଟେ ଜିଲ୍ଲା ଅଦାଲତ ପରିସରର ଚାରିଆଡେ ୨୦୦ ମିଟର ପର୍ଯ୍ୟନ୍ତ ଜାରି ରହିଥିବା ଧାରା ୧୪୪ ଇତିମଧ୍ୟରେ ଆଗାମୀ ୨୩
Read More...

ବସ୍‌ ଚକା ତଳେ ଚାପି ହୋଇ ବୃଦ୍ଧଙ୍କ ମୃତ୍ୟୁ

ପୁରୀ : ଭୁବନେଶ୍ୱର ଜାତୀୟ ରାଜପଥର ମାଳତୀପାଟପୁର ନିକଟ ଅଗ୍ନି ଢ଼ାବା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ ଚକା ତଳେ ବୃଦ୍ଧଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି ପୁରୀ ସର୍ବୋଦୟ ନଗରର ପ୍ରଭାକର ମିଶ୍ର । ଜାତୀୟ ରାଜପଥ ବିଭାଗ ମରାମତି ପାଇଁ ରାସ୍ତା
Read More...

ପୁଣି ନଷ୍ଟ ହେଲା ୧୪କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ

ବାଲିଗୁଡ଼ା : ଜାରି ରହିଛି ମିଳିତ ଅପରେସନ । ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ପୁଣି ନଷ୍ଟ ହେଲା ୧୪କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ଗ୍ରମପଞ୍ଚାୟତର ପୁଷାଙ୍ଗିଆ,ପାଲୁଙ୍କିଆ ଓ ଜକିକିଆ ଅଞ୍ଚଳର ୧୪୦ ଏକର ଜଙ୍ଗଲ ଜମିରେ
Read More...

ମାଟି ଅତଡା ଖସି ଜଣେ ମୃତ,ଜଣେ ଆହତ

ଗଞ୍ଜାମ/ବ୍ରହ୍ମପୁର:ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ ଏକ କୂଅ ଖୋଳାଯାଉଥିବା ସମୟରେ ମାଟି ଅତଡା ଖସି ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ଜଗଦଳପୁର ଗ୍ରାମର ସନ୍ତୋଷ ସେଠି । ତେବେ ସୂଚନା ପ୍ରକାରେ
Read More...

ଡିମିରିଝରୀ ହାଇସ୍କୁଲଠାରେ ଓଷ୍ଟାର ଜିଲ୍ଲାସ୍ତରୀୟ ଶିଶୁମେଳା ଉଦଘାଟିତ

ଦଶପଲ୍ଲା : ଆଜି ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ନୂଆଗାଁ ବ୍ଳକ ଅନ୍ତର୍ଗତ ଡିମିରିଝରୀ ହାଇସ୍କୁଲଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ନୟାଗଡ ଜିଲ୍ଲା ସ୍ତରୀୟ ଶିଶୁମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲା ସଭାପତି ଅଯୋଧ୍ୟାନାଥ ନାୟକ ସଂଘର ପତାକା ଉତ୍ତୋଳନ କରିଥିଲେ । ସରପଞ୍ଚ
Read More...

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ : ତାଲିକାରେ ନାମ ଥିଲେ ବି ମିଳିନି ଘର

ଖପ୍ରାଖୋଲ,୨୧/୧୨: ଗ୍ରାମାଞ୍ଚଳରେ ବାସକରୁଥିବା ଗରିବ ଗୃହହୀନଙ୍କ ପାଇଁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା କାର୍ଯ୍ୟକାରୀ ହେଉଛି ହେଲେ ଅନେକ ସମୟରେ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରିକି ହିତାଧିକାରୀ ତାଲିକାରେ ନାମଥାଇ
Read More...

କେଗାଁ ରେଞ୍ଜର କେଶବ ମାଝୀଙ୍କ ଘରେ ପଶିଲା ଭିଜିଲାନ୍ସ

ଗୋଲାମୁଣ୍ଡା: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେଗାଁ ରେଞ୍ଜର କେଶବ ମାଝୀଙ୍କ ବାସ ଭବନ ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକାକାଳୀନ ୪ଟି ସ୍ଥାନରେରେ ଚାଲିଛି ଚଢାଉ । ଭିଜିଲାନ୍ସର ଏକ ୧୧ଜଣିଆ ସ୍ୱତନ୍ତ୍ର ଟିମରେ
Read More...

କାର-ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଲିଗୁଡ଼ା : କାର-ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ ଆରୋହୀ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ତୁମୁଡ଼ିବନ୍ଧ ଥାନା ମାଲିପଡ଼ା ଅଞ୍ଚଳର ଜିହୁଦା ପରାସେଠ୍‌ ହୋଇଥିବା ସୂଚନା ମିଳିଛି । ଘଟଣା ପ୍ରକାରେ ଆଜି ସକାଳେ ମାଲିପଡ଼ା ଅଞ୍ଚଳର ଦୁଇଜଣ ଯୁବକ କୌଣସି କାମରେ
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା ଓ ଅନୁଧ୍ୟାନ କଲେ ଏନଏମଏ ଟିମ୍‌

ପୁରୀ : ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା ଓ ଅନୁଧ୍ୟାନ କରିଛନ୍ତି ଏନଏମଏ ଟିମ୍‌ । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ବିବାଦୀୟ ମଙ୍ଗୁମଠ ପାର୍ଶ୍ୱ ନିର୍ମାଣ ଓ ୫୫ ମିଟରରେ ଥିବା ପ୍ରାଚୀର ନିର୍ମାଣ ସ୍ଥଳରେ ଯାଞ୍ଚ
Read More...