Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରାଥମିକ ଶିକ୍ଷକ ଓ ଗଣ ଶିକ୍ଷକଙ୍କ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି : ସ୍ଥାନୀୟ ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ବ୍ଳକ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ବେହେରାଙ୍କ ତତ୍ୱାବଧାନରେ ଏକ ବିରାଟ ଶୋଭାଯାତ୍ରାରେ ସରକାରୀ ହାଇସ୍କୁଲ ପଡ଼ିଆରୁ ବାହାରିଥିଲେ । ଶିକ୍ଷକମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜି କରି ମୋହନା ମୁଖ୍ୟ ସଡ଼କର ପ୍ରତ୍ୟେକ ଛକରେ!-->…
Read More...
Read More...
ପଦ୍ମପୁର ବିଜୟ ଉତ୍ସବ ପାଳିଲା ଜିଲ୍ଲା ବିଜେଡି
ସମ୍ବଲପୁର : ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳର ଐତିହାସିକ ବିଜୟ ଅବସରରେ ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀ ଓ ନେତୃବୃନ୍ଦଙ୍କ ଉପସ୍ଥିତିରେ ହର୍ଷ ଉଦ୍ଦୀପନା ମଧ୍ୟରେ ଆତିସବାଜି ଓ ମିଷ୍ଠାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରାଯାଇଥିଲା । ବିଜୁ ଜନତା!-->…
Read More...
Read More...
ଶ୍ରମ ଆଇନ୍ ସଚେତନତା ସମ୍ପର୍କିତ ଶ୍ରମିକ ସମ୍ମିଳନୀ
ଦଶପଲ୍ଲା : କଳିଙ୍ଗ ଲୋଡିଂ ଆଣ୍ଡ ଅନ୍ ଲୋଡିଂ ୱାର୍କର୍ସ ୟୁନିୟନ ଓ ନୟାଗଡ଼ ଜିଲ୍ଲା ଶ୍ରମିକ ମହାସଂଘ ସହଯୋଗରେ ଆଜି ଦଶପଲ୍ଲା ଆର୍ସିଏମ୍ଏସ୍ ପରିସରରେ ଏକ ଶ୍ରମ ଓ ଶ୍ରମିକ ଆଇନ୍ ସଚେତନତା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ!-->…
Read More...
Read More...
ରୋହିତଙ୍କ ସ୍ଥାନରେ ଈଶ୍ୱରନ୍ !
ନୂଆଦିଲ୍ଳୀ: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେବେ ଅଭିମନ୍ୟୁ ଈଶ୍ୱରନ୍। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ହାତରେ ଆଘାତ ଲାଗିଥିବା ବେଳେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଦଳରୁ ସେ ବାଦ୍ ପଡିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଘାତ!-->…
Read More...
Read More...
ମାନବିକତା ଦେଖାଇଲେ ପୁରୀ ଆରଟିଓ
ପୁରୀ: ଗତକାଲି ବିଳମ୍ବିତ ରାତିରେ ପୁରୀ ରୋଡ଼ ମଙ୍ଗଳାହାଟ କ୍ରସିଂ ଦେଇ ଦ୍ରୁତ ଗତିରେ ଆସୁଥିବା ଗୋଟାଏ ପାସେଞ୍ଜର ଅଟୋ ରିକ୍ସା ଭାରସାମ୍ୟ ହରାଇ ଓଲଟି ପଡି ଥିବାରୁ ଗାଡିର ଡ୍ରାଇଭରଙ୍କ ସମେତ ଆଉ ଜଣେ ପାସେଞ୍ଜରଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଘଟଣା ସ୍ଥଳରେ ପୋଲିସ ଏନ୍ଫୋର୍ସମେଣ୍ଟ!-->…
Read More...
Read More...
୮୨ ଗ୍ରାମ ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ
ପୁରୀ: ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ଥାନା ଅଧୀନ ରେଞ୍ଚ ଶାସନଛକ ଠାରେ ଚଢ଼ାଉକରି ସୂର୍ଯ୍ୟ ନାରାୟଣ କାଣ୍ଡି (୪୦)ଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ!-->…
Read More...
Read More...
ଖପ୍ରାଖୋଲ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କଳା ବ୍ୟାଜ୍ ପିନ୍ଧି ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତିବାଦ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀମାନେ କଳା ବ୍ୟାଜ୍ ପିନ୍ଧି ଗୁରୁବାର ପ୍ରତିବାଦ କରିଥିବା ଦେଖାଦେଇଛି । ୫ ଦଫା ଦାବିରେ ସ୍ୱାସ୍ଥ୍ୟ କର୍ମୀମାନେ ପୂର୍ବରୁ ଦାବୀପତ୍ର ଦେଇଥିଲେ ମଧ୍ୟ ସରକାର ଦାବୀ ପୂରଣ କରିନଥିବାରୁ ତାର ପ୍ରତିବାଦରେ କଳା!-->…
Read More...
Read More...
ଗୁରୁବାର ମାଣବସା ଲଷ୍ମୀପୂଜା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ
ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ବାଲିଦୋହଲି ଗ୍ରାମରେ ମାଣବସା ଶେଷ ଗୁରୁବାର ଲଷ୍ମୀପୂଜା ଅବସରରେ ଲଷ୍ମୀ ନାରାୟଣ କ୍ଳବ ଆନୁକୂଲ୍ୟରେ ଆଜି ରାମାୟଣ ପରାୟଣର ସୁନ୍ଦରାକାଣ୍ଡ ଅନୁଷ୍ଠିତ ହୋଇଥିଲା । ଏଥିରେ ବନ୍ଦିତା ନାଏକ ବ୍ୟାସ ଭାବେ ରାମାୟଣ ଗାନ କରିଥିଲେ ।ଶେଷରେ!-->…
Read More...
Read More...
ଗଜପତି ଜିଲ୍ଲା ଅଟୋ ରିକ୍ସା ଡ୍ରାଇଭର ଓ ମାଲିକ ସଙ୍ଘ ତରଫରୁ ୭ ଦଫା ଦାବି ନେଇ ସ୍ମାରକପତ୍ର ପ୍ରଦାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଅଟୋ ରିକ୍ସା ଚାଳକ ଓ ମାଲିକ ସଙ୍ଘ ତରଫରୁ ହାଇସ୍କୁଲ ଛକଠାରୁ ଶତାଧିକ ଅଟୋ ରିକ୍ସା ଡ୍ରାଇଭର ନିଜର ଅଟୋ ଗୁଡ଼ିକ ଧରି ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ!-->…
Read More...
Read More...
ବୃଦ୍ଧ ଦମ୍ପତିଙ୍କୁ ହାଣି ଦେଲେ ଦୁର୍ବୃତ୍ତ
ସାଲେପୁର: କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନ ପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ମାରଣାସ୍ତ୍ର ଧରି ୪ ଦୁର୍ବୃତ୍ତ ଘରେ ପଶି ଲୁଟପାଟ କରିବା ସହ ବୃଦ୍ଧ ଦମ୍ପତିଙ୍କୁ ହାଣି ଦେଲେ। ଦୁର୍ବୃତ୍ତଙ୍କ ମାରଣାସ୍ତ୍ର ଚୋଟରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା!-->…
Read More...
Read More...