Browsing Category

ରାଜ୍ୟ

ଅବକାରୀ କନଷ୍ଟେବଳ ନିଯୁକ୍ତି ଚୟନ ପ୍ରକ୍ରିୟା

ପୁରୀ : ପୁରୀ ଅବକାରୀ ବିଭାଗରେ ଖାଲି ଥିବା ୯ଟି ଅବକାରୀ କନଷ୍ଟେବଳ ପଦବୀ ପୂରଣ ପାଇଁ ଚୟନ ପ୍ରକ୍ରିୟା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ପଦବୀ ପାଇଁ ଜିଲ୍ଲାରୁ ୨୩୨ ଜଣ ପ୍ରାର୍ଥୀ ଆବେଦନ କରିଥିଲେ । ଇଣ୍ଡୋର୍‌ ଷ୍ଟାଡିୟମରେ ପ୍ରାର୍ଥୀ ମାନଙ୍କର ଶାରୀରିକ ଦକ୍ଷତା ପରୀକ୍ଷା କରାଯାଇଥିଲା
Read More...

ଦାରିଙ୍ଗବାଡିରେ ଭୀମଭୋଇ ସାମର୍ଥ୍ୟ ଶିବିର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଶିବିରରେ ମୋଟ ବିଭିନ୍ନ ୮୬୪ ଜଣ ଶାରୀରିକ ଭିନ୍ନକ୍ଷମ ସାମିଲ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୪୪୦ ଜଣ ଚଳଣ ଶକ୍ତି ବାଧିତ ,
Read More...

ମାଦାଗୁଡାରେ ଲାଗିଲା ୨ଟି ମାଓ ବ୍ୟାନର

ଫୁଲବାଣୀ/ବାଲିଗୁଡା:- କୋଟଗଡ ଅଂଚଳରେ ବାରମ୍ବାର ଲାଗୁଚି ମାଓବାଦୀଙ୍କ ହାତଲେଖା ବ୍ୟାନର । ବ୍ୟାନର ପୋଷ୍ଟର ଜରିଆରେ କେତବେଳେ ଦୁର୍ନୀତି ବିରୁଦ୍ଧରେ ଚେତାବନୀ ତ ଆଉ କେତେବେଳେ ଆହ୍ୱାନ ଦିଆଯାଉଥିବା ଦେଖିବାକୁ ମିଳୁଛି । ହେଲେ ଗତକାଲି ବିଳମ୍ବିତ ରାତିରେ କୋଟଗଡ ବ୍ଲକ ଅନ୍ତର୍ଗତ ମାଦାଗୁଡା
Read More...

ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ସବିତା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କଚ୍ଚବାଡ଼ି ଗ୍ରାମ ପଞ୍ଚାୟତର ରଙ୍ଗାଗୁଡା ଗ୍ରାମର ସବିତା ମଲ୍ଲିକ ।ତାଙ୍କ ବାପା ଗୁରୁବାରିଆ ମଲ୍ଲିକ କିଛି ବର୍ଷ ପୂର୍ବେ ତାଙ୍କୁ ଛାଡି ଆରପାରିକୁ ଚାଲିଯିବା ପରେ ମାଆ ପୈଙ୍ଗାଲୁ ମଧ୍ୟ କିଛି ବର୍ଷ ହେବ ପକ୍ଷାଘାତ ରୋଗରେ ପଡି
Read More...

୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ

ଜହ୍ନାପଙ୍କ: ଓଡ଼ିଶା ସରକାରଙ୍କ ପାତରଅନ୍ତର ନୀତି ବିରୋଧରେ ରାଜ୍ୟ ସଂଘ ଡାକରାରେ ସେପ୍ଟେମ୍ବର ୧୮ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଏକ ବିରାଟ ସମାବେଶରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛି । ଏହି ସମାବେଶ ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ବୌଦ୍ଧ ବ୍ଳକ
Read More...

କଳିଙ୍ଗ ମହାବିଦ୍ୟାଳୟରେ “୨୦୪୭ ପାଇଁ ମୋ ସ୍ୱପ୍ନର ଭାରତ’ ବିତର୍କ ପ୍ରତିଯୋଗିତା

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ବ୍ଲକ ସ୍ଥିତ କଳିଙ୍ଗ ମହାବିଦ୍ୟାଳୟରେ ଆଜି ନେହେରୁ ଯୁବ କେନ୍ଦ୍ର, ଫୁଲବାଣୀ ତରଫରୁ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଯୋଗଦେଇଥିବା ବେଳେ
Read More...

ଭୁବନେଶ୍ୱରରେ ପହଞ୍ଚିଲା ଏୟାରଫୋର୍ସର ଏଏନ୍‌୩୨ ବିମାନ

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛି ଏୟାରଫୋର୍ସର ଏଏନ୍‌୩୨ ବିମାନ। ଏଥିରେ ଆସିଛନ୍ତି ଇଣ୍ଡକ୍ସନ ଟିମ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ। ସୋ’ରେ ୯ଟି ହକ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ
Read More...

ମହିଳା ଓ କିଶୋରୀ ବାଳିକାଙ୍କ ଆଦର୍ଶ ପଞ୍ଚାୟତ ସମାବେଶ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ସଦଭାବନା ଗୃହଠାରେ ପ୍ରେମ ଓ ୟୁଏନ୍‌ଏଫପିଏ ର ମିଳିତ ଉଦ୍ୟମରେ ମହିଳା ଓ କିଶୋରୀ ବାଳିକା ଅନୁକୁଳ ଆଦର୍ଶ ପଞ୍ଚାୟତ ଗଠନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ନିହିମିୟ ମାଝୀ ମୁଖ୍ୟଅତିଥି
Read More...

ଟଭାଘାଟି ଆଡିବନ୍ଧ ସମସ୍ୟା : ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ କନ୍ଧନୂଆସାହି ଆଡିବନ୍ଧ ସମସ୍ୟା ନେଇ ଆଜି ଗ୍ରାମର ବହୁ ପୁରୁଷ ଓ ମହିଳା ଦଶପଲ୍ଲା ବ୍ଳକ ଅଫିସକୁ ଯାଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେପି ନେତା ରାଘବ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମିତ ଆଡିବନ୍ଧକୁ
Read More...

ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନୀତ

ଫୁଲବାଣୀ: କନ୍ଧମାଳର ଜନପ୍ରିୟ ତଥା ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମୟୁରଭଞ୍ଜର ବଡସାହିସ୍ଥ ବାଣୀପୀଠ ସାହିତ୍ୟ ଅନୁଷ୍ଠାନ ତରଫରୁ ବାଣୀପୀଠ ମହୋତ୍ସବ ୨୦୨୨ ଅବସରରେ ବାଣୀପ୍ରଜ୍ଞା ସମ୍ମାନରେ ସମ୍ମାନୀତ କରାଯାଇଛି । ଡ଼ଃ ମହାପାତ୍ରଙ୍କ ସାମଗ୍ରୀକ ସାହିତ୍ୟ
Read More...