Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲନ୍ଦାପଡାରେ ପୋଷଣ ମାସ–୨୦୨୨ ପାଳିତ
ଫୁଲବାଣୀ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କନ୍ଧମାଳ ଓ ଆର୍ନ୍ତଜାତୀୟ ଅନୁଷ୍ଠାନ କ୍ରାଏ, କୋଲକତାଙ୍କ ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କୁହାଯାଉଥିବା ବାଲନ୍ଦାପଡା ଠାରେ ଆଞ୍ଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି । ଏହା ସହ!-->…
Read More...
Read More...
ଅକ୍ଷୟ ହେଲେ କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡି ବ୍ଲକ ପ୍ରତିନିଧି
ବାଲିଗୁଡ଼ା: କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି ଅକ୍ଷୟ କୁମାର ନାୟକଙ୍କୁ ଚୟନ କରି ବ୍ଲକର ଦାୟିତ୍ୱ ଦିଆଯାଇଛି । କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପତ୍ର ସଂଖ୍ୟା ୪୦/୨୨ ରେ ଅଗଷ୍ଟ ମାସ ୯ତାରିଖରେ ଚିଠି ପ୍ରେରଣ କରାଯାଇଥିବା ବେଳେ ବୁଧବାର ଦିନ!-->…
Read More...
Read More...
ଆଇଏଏସସ୍ତରରେ ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ ଅଫିସରସ୍ତରରେ ଏକ ଅଦଳବଦଳ କରିଛନ୍ତି । ଦୀର୍ଘଦିନ ଧରି ଅତିରିକ୍ତ ଦାୟିତ୍ୱରେ ଚାଲୁଥିବା ସ୍ୱାସ୍ଥ୍ୟ ବିଭାଗକୁ ଏବେ ଫୁଲଟାଇମ୍ ସଚିବ ମିଳିଛି । ଏନଏଚଏମ୍ ନିର୍ଦ୍ଦେଶିକା ତଥା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ!-->…
Read More...
Read More...
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୨୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ରୋହିତ କହଁରକୁ ଦୋଷୀ!-->…
Read More...
Read More...
କରଡିରୁ ୧୦୦ ବ୍ୟାଞ୍ଜନ ପ୍ରସ୍ତୁତ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଁ ଏସ୍ଆଇଏଚ୍ଏମ୍ରେ ପ୍ରଦର୍ଶନୀ
ବଲାଙ୍ଗୀର : ଗଜା ବାଉଁଶରୁ କରଡି ଓ ହେଣୁଆ ତିଆରି ହୁଏ । କରଡିରୁ ବଲାଙ୍ଗୀର ସ୍ଥିତ ଷ୍ଟେଟ୍ ହୋଟେଲ ଓ ମାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ୧୦୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଁ ମଙ୍ଗଳବାର ଦିନ ଏସ୍!-->…
Read More...
Read More...
ଟିକାବାଲି ବ୍ଲକରେ ବିଏଲବିସି ବୈଠକ
ଟିକାବାଲି : ଟିକାବାଲି ବ୍ଲକ ପରିସରରେ ଥିବା ସଭାଗୃହ ଠାରେ ବିଏଲବିସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲିଡ଼ ଡିଷ୍ଟ୍ରିଟ ମ୍ୟାନେଜର, ଏ.ଜି.ଏମ.ନାୱାର୍ଡ, ବ୍ଲକରେ ଥିବା ସମସ୍ତ ବ୍ୟାଙ୍କର ମ୍ୟାନେଞ୍ଜର, ଏଫ.ଆଇ. ସି. ଓ ଏଲ ଏମ, ମିଶନଶକ୍ତି ତଥା ସମନ୍ୱିତ ଶିଶୁ ବିକାଶ ଅଧିକାରୀ,!-->…
Read More...
Read More...
ଅକ୍ଟୋବର ୧୬ରେ ପଶ୍ଚିମାଞ୍ଚଳ ଏକତା ସମାବେଶ ପାଇଁ ପଶ୍ଚିମାଞ୍ଚଲ ଏକତା ମଞ୍ଚର ଆହ୍ୱାନ
ସମ୍ବଲପୁର:ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ପଶ୍ଚିମାଞ୍ଚଳର ସାଢେ ଦଶଟି ଜିଲ୍ଲାର ଅଧିକାର ଏବଂ ସ୍ୱତନ୍ତ୍ର ରାଜ୍ୟ ପାଇଁ ଲଢେଇ କରୁଥିବା ବିଭିନ୍ନ ସଂଗଠନ ଏବଂ ନେତୃତ୍ୱକୁ ଏକତ୍ରୀତ କରି ସମନ୍ୱୟ ଏବଂ ସହମତି ତିଆରି କରିବା ପାଇଁ ଯୋଜନା କରାଯାଉଥିବା ନେଇ ଆଜି ସାମ୍ବାଦିକ ସମ୍ମିଲନୀରେ!-->…
Read More...
Read More...
ଅବକାରୀ ଚଢାଉ, ବ୍ୟକ୍ତିଙ୍କଠାରୁ ମିଳିଲା ୩୩ ଲକ୍ଷ ୭୬ହଜାର ଟଙ୍କା
ଗଞ୍ଜାମ/ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ବ୍ରହ୍ମପୁର ଅବକାରୀ ବିଭାଗ ଗଞ୍ଜେଇ ଗାଡ଼ି ଯାଞ୍ଚ ବେଳେ ମିଳିଲା ପୁଳା ପୁଳା ଟଙ୍କା । ଉକ୍ତ ଟଙ୍କାଙ୍କୁ ଅବକାରୀ ବୈଦ୍ୟନାଥପୁର ଥାନା ପୁଲିସକୁ ହସ୍ତାନ୍ତର କରିଛି । ଆଜି ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି!-->…
Read More...
Read More...
ଆଜି ସାମ୍ନାସାମ୍ନି ହେବେ ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟି ଓ ବନ ବିଭାଗ, ଓଡ଼ଗାଁ ବନବିଭାଗ ଦୁର୍ନୀତିର ହେବ ତଦନ୍ତ
ଦଶପଲ୍ଲା : ନୟାଗଡ ଜିଲ୍ଲା ଓଡଗାଁ ବନାଞ୍ଚଳରେ ପଥରବନ୍ଧ, ଚେକଡ୍ୟାମ ଓ ଚାରା ରୋପଣ ଦୁର୍ନୀତି ପ୍ରସଙ୍ଗ ଉପରେ ସାମ୍ନା ସାମ୍ନି ହେବେ ବନ ବିଭାଗ ଓ ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି । ଆଜି ଏକ ୫ ଜଣିଆ କମିଟି ଓଡଗାଁର ବିଭିନ୍ନ ସ୍ଥାନରେ ଛାନଭିନ କରିବେ । ସୂଚନାଯୋଗ୍ୟ, ଗତ ୨୦୨୧–୨୨ ଓ!-->…
Read More...
Read More...
କୋହିନୂର୍ ହୀରାକୁ ମହାପ୍ରଭୁଙ୍କ ପାଖକୁ ଫେରାଇ ଆଣିବା ପାଇଁ ସ୍ମାରକ ପତ୍ର ପ୍ରଦାନ
ପୁରୀ : କୋହିନୂର୍ ହୀରାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଫେରାଇ ଆଣିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପୁରୀ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି ରାଷ୍ଟ୍ରପତିଙ୍କ ଅଫିସରେ । ପଞ୍ଜାବର ରାଜା ରଣଜିତ୍ ସିଂ!-->…
Read More...
Read More...