Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁର୍ବତନ ଏସଡିପିଓ ଓ ନୂତନ ଏସଡିପିଓଙ୍କୁ ସମ୍ବର୍ଦ୍ଧିତ
ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ସଦର ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ବୁଧବାର ସନ୍ଧ୍ୟାରେ ପ୍ରେସ କ୍ଲବରେ ମିଳିତ ନାଗରିକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସେହିପରି ତାଙ୍କ ସ୍ଥାନରେ ନୂତନ ଏସ୍ଡ଼ିପିଓ ଭାବେ ଦାଇତ୍ୱ ଗ୍ରହଣ କରିଥିବା!-->…
Read More...
Read More...
ଦାରିଙ୍ଗବାଡ଼ି ବ୍ଲକର ୪ର୍ଥ ସମିତି ବୈଠକ
ବାଲିଗୁଡ଼ା:ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ୪ର୍ଥ ସମିତି ବୈଠକ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ ।!-->…
Read More...
Read More...
କୃଷକ ସେନା ପକ୍ଷରୁ ସାଂସଦ ଓ ବିଧାୟକଙ୍କ ବାସଭବନ ଘେରାଉ
ପାଟଣାଗଡ:୨୦୨୧ ମସିହା ଫସଲ ବୀମା ରାଶିରୁ ବଞ୍ଚିତ ହେଉଥିବା ପ୍ରତିବାଦରେ ପାଟଣାଗଡ କୃଷକ ସେନା ପକ୍ଷରୁ ଆଜି ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ବାସଭବନ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୃଷକ ସେନା ସଭାପତି ସୌରୀ ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ପଞ୍ଚମୁଖୀ ହନୁମାନ ମନ୍ଦିରରେ!-->…
Read More...
Read More...
ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ
ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଧାନଶିକ୍ଷକ ଭାବେ ପ୍ରମୋଦ କୁମାର ଖମାରୀ ଯୋଗ ଦେଇଛନ୍ତି । ଏଠାରେ ଥିବା ପ୍ରଧାନଶିକ୍ଷକ ତ୍ରିଲୋଚନ ସାହୁଙ୍କ ବଦଳି ହୋଇଥିବାରୁ କଣ୍ଟାମାଳ ବ୍ଳକ ବରଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ!-->…
Read More...
Read More...
ମହୁରୁଣ୍ଡି ସ୍କୁଲକୁ ଅଚାନକ ପରିଦର୍ଶନ କଲେ ଜିଲ୍ଲାପରିଷଦ ସଭ୍ୟା
ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଗାଁର ସ୍କୁଲକୁ ଖପ୍ରାଖୋଲ ୪ନଂ ଜୋନ ଜିଲ୍ଲାପରିଷଦ ପ୍ରମିଳା ପାଥର ପରିଦର୍ଶନ କରି ବିଭିନ୍ନ ଆନୁସଙ୍ଗିକ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ବୁଧବାର ଦିନ ମହୁରୁଣ୍ଡି ସ୍କୁଲ ପରିଦର୍ଶନ କରି ସ୍କୁଲର!-->…
Read More...
Read More...
ମାଇଗ୍ରାଣ୍ଟ ଆୱାରନେସ ଆଣ୍ଡ ଇନଫରମେସନ ନେଟୱାର୍କ କର୍ମଶାଳା
ଫୁଲବାଣୀ:-ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଲୋକେ ଗାଁ ଛାଡିକାମ ଧନ୍ଦା ଅନ୍ୱେଷଣରେ ରାଜ୍ୟବାହାରକୁ ଚାଲିଯାଉଛନ୍ତି । ତେବେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ତଥ୍ୟ ସଂଗ୍ରହ ପାଇଁ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ!-->…
Read More...
Read More...
୧୮ରେ ପୁରୀ ବେଳାଭୂମିରେ ବାୟୁ ସେନା ପକ୍ଷରୁ ହେବ ଏୟାର ସୋ
ପୁରୀ : ପୁରୀ ରାଜଭବନ ପଛପାର୍ଶ୍ୱ ବେଳାଭୂମିରେ ଆସନ୍ତା ୧୮ ତାରିଖରେ ବାୟୁ ସେନା ପକ୍ଷରୁ ହେବ ଏୟାର ସୋ । ଆଜି ବାୟୁ ସେନାର ପାଇଲଟ ମାନେ ମ୍ୟାପିଂ,ଏରିଏଲ୍ ରେକିଂ କରିଛନ୍ତି ।ଏହା ସଫଳତାର ସହ ଶେଷ ହୋଇଛି । ବାୟୁସେନାର ୩ଟି ବିମାନ ଆଜି ୧୫ ମିନିଟ ଧରି ସମୁଦ୍ର ପତ୍ତନ ଠାରୁ ୫୦୦ ଫୁଟ!-->…
Read More...
Read More...
କୁସଙ୍ଗରେ ପ୍ରାଣୀପାଳନର ଆତ୍ମ ନିଯୁକ୍ତି ତାଲିମ ଶିବିର
ହରଭଙ୍ଗା : ହରଭଙ୍ଗା ବ୍ଲକ କୁସଙ୍ଗ ଠାରେ ଗ୍ରାମୀଣ ସ୍ୱରୋଜଗାର ତାଲିମ ସଂସ୍ଥା ବୌଦ୍ଧ ପକ୍ଷରୁ କୃଷି ଉଦ୍ୟମ କାର୍ଯ୍ୟକ୍ରମଟି ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଂଚାୟତର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ତାଲିମ!-->…
Read More...
Read More...
କାର୍ତ୍ତିକ ହବିଷ୍ୟାଳୀ ବ୍ରତ ପାଇଁ ୨୯ ଯାଏଁ ଫର୍ମ ଦାଖଲ
ସମ୍ବଳପୁର : ପବିତ୍ର କାର୍ତ୍ତିକ ମାସରେ ଶ୍ରୀ କ୍ଷେତ୍ର ପୁରୀରେ ରାଈଦାମୋଦର ବ୍ରତ ପାଳନ କରାଯାଏ । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ହବିଷ୍ୟାଳୀ ମାନଙ୍କର ରହଣୀ, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ପୁରୀ!-->…
Read More...
Read More...
ସୁବର୍ଣ୍ଣପୁରରେ ଥିବା ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ସୁବର୍ଣ୍ଣପୁର : ସଦର ମହକୁମାରେ ରହିଥିବା ରାଜବାଟୀ, ଶଶିସେଣା ସ୍ମୃତିପୀଠ,(ନିମୁହିଁ ମନ୍ଦିର),ଦିଲବାହାଲପୁର ଜଙ୍ଗଲଠାରେ ରହିଥିବା ବୁଢାରାଜା କୋଠି, ଅର୍ଜୁନପୁର ଜଙ୍ଗଲ ମଧ୍ୟରେ ରହିଥିବା ରାଜାକୋଠି ଏବଂ ଛୀନଛାନ୍ ଡୁଙ୍ଗୁରି ଇତ୍ୟାଦି ଐତିହାସିକସ୍ଥଳୀ ସବୁକୁ ଐତିହ୍ୟ ସ୍ଥଳୀର ମାନ୍ୟତା ସହ!-->…
Read More...
Read More...