Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହିନ୍ଦୀ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ଦଶପଲ୍ଲା,୧୩/୯:- ପୁଣି ଚର୍ଚ୍ଚାରେ ହିନ୍ଦୀ ଶିକ୍ଷକ । ବଦଳି ପ୍ରତିଶ୍ରୁତି ପାଇ ଆନ୍ଦୋଳନରୁ ଓହରିଲେ ପିଲା । ହିନ୍ଦୀ ଶିକ୍ଷକଙ୍କ ଛାତ୍ରୀଛାତ୍ରଙ୍କୁ ଅଶାଳୀନ ବ୍ୟବହାର ପ୍ରତିବାଦରେ ନୂଆଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ, ଗୁମୀ ପଞ୍ଚାୟତ ଡିମିରିପଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୦ରୁ!-->…
Read More...
Read More...
ଦଶପଲ୍ଲା ଥାନା ନିକଟରୁ ଚୋରି ଅଭିଯୋଗ
ଦଶପଲ୍ଲା: ଦଶପଲ୍ଲା ଥାନାକୁ ଲାଗି ରହିଥିବା ୨ଟି କ୍ୟାବିନ୍ ତାଡି ଦୁର୍ବୃତ୍ତମାନେ ଚୋରି କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଚୋର ସନ୍ତୋଷ ମହାନ୍ତିଙ୍କ କ୍ୟାବିନର ପଛପାଖ ତାଡି ଭିତରେ ପଶି କ୍ୟାବିନ ମଧ୍ୟରେ ଥିବା ସାମଗ୍ରୀ ଓ ଟଙ୍କା ନେଇ ପଳାଇଛନ୍ତି । ସେହିଭଳି!-->…
Read More...
Read More...
ଲାୟନ୍ସ କ୍ଲବ ତରଫରୁ ସଂସ୍ଥାପନା ଓ ଶପଥ ଗ୍ରହଣ ଉତ୍ସବ, ଜଗନ୍ନାଥ ମହାପାତ୍ର ଚତୁର୍ଥଥର ପାଇଁ ସଭାପତି ମନୋନୀତ
ନବରଙ୍ଗପୁର: ହୋଟେଲ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ନବରଙ୍ଗପୁର ଲାୟନ୍ସ କ୍ଳବ, ନନ୍ଦାହାଣ୍ଡି ଲାୟନ୍ସ କ୍ଳବ ଓ ନବରଙ୍ଗପୁର କ୍ଲାସିକ୍ କ୍ଳବର ମିଳିତ ଆନୁକୁଲ୍ୟରେ ଏକ ସଂସ୍ଥାପନା ଓ ଶପଥଗ୍ରହଣ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭିଡିଜି ୧ ଲାୟନ୍ ଆଇ. ଭି. କୋଟେଶ୍ୱର୍ ରାଓ!-->…
Read More...
Read More...
ଓଡିଶା ଜୀବିକା ମିଶନ ତରଫରୁ ଉଦ୍ୟୋଗୀ ଋଣ ଚୟନ ବୈଠକ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡା ଗ୍ରାମ ପଞ୍ଚାୟତରେ ଥିବା ଏକକ ସାଧନ କେନ୍ଦ୍ରଠାରେ ସୋମବାର ଦିନ ଓଡିଶା ଜୀବିକା ମିଶନ ତରଫରୁ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ ନିମନ୍ତେ ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଜୀବିକା!-->…
Read More...
Read More...
ଓଡିଶା ହକି ଚାମ୍ପିୟାନସିପ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲା କନ୍ଧମାଳ ଜ଼ିଲ୍ଲାର ପୁରୁଷ ଟିମ
ଫୁଲବାଣୀ: କନ୍ଧମାଳ ଜ଼ିଲ୍ଲାର ପୁରୁଷ ହକି ଟିମ ଓଡିଶା ହକି ଚାମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ନକୁଳ ପ୍ରଧାନଙ୍କ ନେତୃତ୍ୱରେ ୧୬ ଜଣ ସଦସ୍ୟ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । କୋଚ ଭାବରେ ସାମନ୍ତ ବିଶୋଇ ଓ ମ୍ୟାନେଜେର ଭାବରେ ସିଦ୍ଧାନ୍ତ କୁମାର ପ୍ରଧାନ ଦଳ ସହ!-->…
Read More...
Read More...
କଣ୍ଟାମାଳ: ଆବାସ ଯୋଜନାର ବ୍ଲକ କୋର୍ଡିନେଟରଙ୍କ ଆତ୍ମହତ୍ୟା
କଣ୍ଟାମାଳ,୧୩/୯- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକରେ କାର୍ଯ୍ୟରତ ଆବାସ ଯୋଜନାର ବ୍ଲକ କୋର୍ଡିନେଟର ଠାକୁର ବେହେରା ନିଜ ସରକାରୀ କ୍ୱାଟରରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନାପ୍ରକାରେ ଗତକାଲି ରାତିରେ ନିଜ କ୍ୱାଟରରେ ଏକୁଟିଆ ଶୋଇଥିବାବେଳେ ଆଜି ଦିନ ୧୧ଟା ପର୍ଯନ୍ତ ଅଫିସ!-->…
Read More...
Read More...
ଜାକଲିନଙ୍କୁ ପୁଣି ସମନ ଜାରି କଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ୍ଙ୍କୁ ଦିଲ୍ଲୀ ପୁଲିସ ପୁନର୍ବାର ସମନ ଜାରି କରିଛି । ସମନରେ ଜାକଲିନଙ୍କୁ ସେପ୍ଟେମ୍ବର ୧୪ ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଏହା ଜାକଲିନଙ୍କୁ ତୃତୀୟ ସମନ । ଏହା ପୂର୍ବରୁ ପୁଲିସ ଜାରି!-->…
Read More...
Read More...
ପୁଲିସ୍ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୩୩ ଜାଗରେ ସିବିଆଇର ଚଢାଉ
ଶ୍ରୀନଗର : ଜମ୍ମୁ କଶ୍ମୀରରେ ପୁଲିସ୍ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଛାନଭିନ କରୁଥିବା ସିବିଆଇ ଆଜି ସକାଳୁ ଦେଶର ୩୩ଟି ସ୍ଥାନରେ ଚଢ଼ାଉ କରିଛି।
ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରର ଅଧିକାଂଶ ପିଲା ଲିଖିତ ପରୀକ୍ଷାରେ ପାସ୍!-->!-->!-->…
Read More...
Read More...
୧୮ରେ ଘୂର୍ଣ୍ଣିବଳୟ ଆଶଙ୍କା, ହେବ ପ୍ରବଳ ବର୍ଷା
ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ହେବ । ଏହାର ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଦକ୍ଷିଣ ଛତିଶଗଡ ଉପରେ କେନ୍ଦ୍ରୀଭୂତ ଅବପାତ ପଶ୍ଚିମ ଉତ୍ତର ମୁହାଁ ହୋଇ ଗତି!-->…
Read More...
Read More...
ନୀଳାଚଳ ଅର୍ବାନ ହାଟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ
ପୁରୀ : ପୁରୀ ଅର୍ବାନ ହାଟ ପରିସରରେ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ହସ୍ତତନ୍ତ ମେଳା । ଏହା ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ପାରମ୍ପରିକ ଶିଳ୍ପୀ ମାନଙ୍କ ହାତ ତିଆରି ହସ୍ତତନ୍ତ ବସ୍ତ୍ରର ସମ୍ଭାର ପ୍ରଦର୍ଶିତ!-->…
Read More...
Read More...