Browsing Category

ରାଜ୍ୟ

ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲାରେ ମହାବନ୍ଦକୁ ସମର୍ଥନ

ସୁବର୍ଣ୍ଣପୁର : ଆଜି ସାରା ପଶ୍ଚିମ ଓଡିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି । କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆହୁତ ଏହି ମହାବନ୍ଦ ସକାଳ ୬ ଟାରୁ ସଂନ୍ଧ୍ୟା
Read More...

କୋଶଲ ମହାବନ୍ଦ ଡାକରାକୁ ଖପ୍ରାଖୋଲ ଅଞ୍ଚଳବାସୀଙ୍କ ସମର୍ଥନ

ଖପ୍ରାଖୋଲ : ସହରାଞ୍ଚଳରୁ ଗ୍ରାମାଞ୍ଚଳ ଯାଏଁ ଦେଖିବାକୁ ମିଳୁଛି କୋଶଲ ମହାବନ୍ଦର ପ୍ରଭାବ । ଆଜି ସକାଳ ୬ ଘଣ୍ଟାରୁ ଆରମ୍ଭ କରି ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୋଶଲସେନା ପକ୍ଷରୁ ଡ଼ାକରା ଦିଆଯାଇଥିବା ପଶ୍ଚିମାଞ୍ଚଳର ସମସ୍ତ ଜିଲ୍ଲାରେ ତାର ପ୍ରଭାବ ପଡିଛି । ଆମେ ଚାହୁଁ କୋଶଲ ରାଜ୍ୟ , କୋଶଲ
Read More...

ଯୁବ ଶିକ୍ଷକ ବିପିନ ସାହୁଙ୍କୁ “ଗୁରୁବ୍ରହ୍ମା’ ସମ୍ମାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଅଧ୍ୟୁଷିତ କୋଟଗଡ ବ୍ଲକରେ ଶିକ୍ଷକତା କରୁଥିବା ଜଣେ ଯୁବ ଶିକ୍ଷକଙ୍କୁ ମିଳିଛି ସମ୍ମାନ । ପକାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିପିନ ବିହାରୀ ସାହୁଙ୍କୁ ସୋମବାର ଭୁବନେଶ୍ୱରରେ ନନ୍ଦିଘୋଷ ଟିଭି ଓ ସକାଳ ତରଫରୁ ଆୟୋଜିତ ଗୁରୁଦିବସ ପାଳନ
Read More...

ନିଲମ୍ବନ ହେଲେ ଶ୍ରମ ଅଧିକାରୀ

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ଃ. ଏନ୍‌ ତିରୁମାଲା ନାୟକ । ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ର କାର୍ଯ୍ୟରେ ଅବହେଳା କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଅଧିକାରିଣୀ ନିଜ କାର୍ଯ୍ୟ ଶୈଳୀରେ
Read More...

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି

ପୁରୀ : ଆଜି ଭାଦ୍ର-ଶୁକ୍ଳ ଦ୍ୱାଦଶୀ ତିଥି । ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଣୁ ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ଉଠିବା ପରେ ପରେ ବାମନ ଜନ୍ମ ନୀତି ସମ୍ପାଦନ ହେବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ.୫.୦୦ ଟାରୁ ରାତ୍ର ଘ.୯.୦୦ ଟା ପର୍ଯ୍ୟନ୍ତ
Read More...

ବ୍ରାହ୍ମଣସାହୀରେ କମିଛି ପିମ୍ପୁଡି ଆତଙ୍କ, ତଥାପି ଚିନ୍ତାରେ ଲୋକେ

ପୁରୀ : ପୁରୀ ଜିଲ୍ଲା ପିପିଲିର ଚନ୍ଦ୍ରାଦେଇପୁର ବ୍ରାହ୍ମଣ ସାହୀରେ ପିମ୍ପୁଡ଼ି ଆତଙ୍କ କିଛି ମାତ୍ରାରେ କମିଥିବା ଜଣାପଡିଛି । ପିପିଲି ବିଡିଓଙ୍କ ନିର୍ଦ୍ଦେଶ କ୍ରମରେ ପ୍ରଶାସନ ପକ୍ଷରୁ ଦମନ କରିବାକୁ ରାସାୟନିକ ତରଳ ପଦାର୍ଥ ସିଞ୍ଚନ ପରେ ଅନେକ ପରିମାଣର ପିମ୍ପୁଡ଼ି କମିଯାଇଛି । ଫଳରେ
Read More...

ସ୍ୱାମୀଙ୍କ ମୃତ୍ୟୁକୁ ୩ବର୍ଷ ବିତିଲା, ସୁନନ୍ଦାଙ୍କୁ କେବେ ମିଳିବ ବିଧବା ଭତ୍ତା ?

ବାଲିଗୁଡ଼ା: ବୟସ୍କ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କରିଛନ୍ତିି ମଧୁବାବୁ ପେନସନ ଯୋଜନା । ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ା ଗ୍ରାମରେ ଜଣେ ମହିଳା ବିଧବା ହେବାର ୩ବର୍ଷ ବିତିଯାଇଥିଲେ ସୁଦ୍ଧା
Read More...

ଖପ୍ରାଖୋଲ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ଭାବେ
Read More...

ଧୂମାଭଟା ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ, ନୂତନ ପରିଚାଳନା କମିଟି ଗଠିତ

ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୂମାଭଟା ଗ୍ରାମରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜାନୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୟାସାଗର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁର୍ଗାପୂଜା ମହୋତ୍ସବ ପାଇଁ କିପରି ଶାନ୍ତିଶୃଙ୍ଖଳା ଭାବେ
Read More...

ଭାରତୀପୁର ଓ କଣ୍ଟିଠାରେ ଥିବା କାଜର ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ପୁରୀ : ତତ୍ପରତା ଦେଖାଇଲା ଜଳସେଚନ ବିଭାଗ । ପୁରୀ ଜିଲ୍ଲା ପିପିଲି ଦେଇ ଯାଇଥିବା ଦୟାନଦୀ ବନ୍ଧରେ ଭାରତୀପୁର ଓ କଣ୍ଟି ଠାରେ ଥିବା ଦୁଇଟି କାଜର ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ । ତାଙ୍କ ସହିତ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ରହି ଏହି ଦୁଇ ଗୋଟି କାଜରୁ
Read More...