Browsing Category

ରାଜ୍ୟ

ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ହରଭଙ୍ଗା ବ୍ଲକର ରାମଗଡ଼ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାନେତ୍ରୀ ମୀନାରାଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏଥିରେ ରାଜ୍ୟରେ ମହିଳା ବିରୋଧୀ ହିଂସା, ମହିଳା ଅସଦାଚରଣ, ନାବାଳିକା ଯୌନ ନିର୍ଯାତନା, ସାଇବର
Read More...

ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା

ବୌଦ୍ଧ,୬ା୯ : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକ ସଂପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ଏନଏସିର ବିଭିନ୍ନ ସ୍କିମ ଓ ପ୍ରକଳ୍ପ ,ଯଥା: ମୁକ୍ତା ସ୍ମିମ,ବର୍ଷାଜଳ
Read More...

ଟ୍ରକ୍‌ ଧକ୍କା ଦେଲା ବାଇକ, ୨ ମୃତ

ପୁରୀ : ପୁରୀ ଚନ୍ଦନପୁର ଥାନା ବିରଗୋବିନ୍ଦପୁର ନିକଟ ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଏକ ବାଇକ୍‌ ଧକ୍କା ଦେବାରୁ ଘଟଣସ୍ଥଳରେ ୨ଜଣ ମୃତ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ମୃତକ ମଧ୍ୟରେ ଜଣେ ମହିଳା ଓ
Read More...

ଜିଲ୍ଳା ପାଠାଗାରର ଉନ୍ନତିକରଣ ଏବଂ ପରିଚାଳନା ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ

ବୌଦ୍ଧ,୬ା୯ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟସୂଚୀ ଅନୁଯାୟୀ ସମୀକ୍ଷା କରାଯାଇଥିଲା । ସର୍ବପ୍ରଥମେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ବୈଠକକୁ ସମସ୍ତଙ୍କୁ ସ୍ୱାଗତ କରିବା
Read More...

ଓଡ଼ିଶା ଜଗରନଟ୍ସ ଦଳର ମହାପ୍ରଭୁଙ୍କୁ ଦର୍ଶନ

ପୁରୀ : ମହାରାଷ୍ଟ୍ରର ପୁନେ ଛତ୍ରପତି ଷ୍ଟାଡିୟମରେ ଅନୁଷ୍ଠିତ ଅଲଟିମେଟ ଟାଖୋ ଖୋ କ୍ରୀଡ଼ାରେ ଚମ୍ପିୟାନ ହୋଇଥିବା ଓଡିଶା ଜଗରନଟ୍ସ ଦଳ ଆଜି ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପୂର୍ବାହ୍ନରେ ଶ୍ରୀମନ୍ଦିର ନିକଟରେ ଏହି ଚମ୍ପିୟାନ ଦଳ ପହଞ୍ଚିବା ପରେ ଓଡିଶା ଖୋ ଖୋ ସଂଘର
Read More...

ବଢୁଛି ହୃତ୍‌ ସ୍ପନ୍ଦନ, ଗୋଡ଼ିବିଡ଼ା ପଦଯାତ୍ରାରେ ଶ୍ରୀହରି

ଦଶପଲ୍ଲା : ପ୍ରତିବର୍ଷ ପରି ଦଶପଲ୍ଲା ବ୍ଲକ ସିମିଳି ସାହି ପଞ୍ଚାୟତ ଅନ୍ତର୍ଗତ ଗୋଡିବିଡ଼ା ଗ୍ରାମରେ ଏ ବର୍ଷ ମଧ୍ୟ ଗଣେଶ ପୂଜା ପାଳନ ହୋଇଥିଲା । ଏହି ଗଣେଶ ପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଶପଲ୍ଲାର ବିଶିଷ୍ଟ ସମାଜସେବୀ ଶ୍ରୀହରି ନାୟକ, ପୋଖରୀଗୋଛା ସମିତି ସଭ୍ୟ ବାପୁଜୀ ସାହୁ,
Read More...

ରକ୍ତ ଭଣ୍ଡାରରେ ରକ୍ତ ବିକ୍ରି ଅଭିଯୋଗ ; ନାହାନ୍ତି ଡ଼ାକ୍ତର, ରୋଗୀ ସେବା ବାଧାପ୍ରାପ୍ତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ରକ୍ତ ବିକ୍ରି ଅଭିଯୋଗ ହେଉଛି । ଗୋଟିଏ ପଟେ ଡାକ୍ତରଖାନାରେ ଆବଶ୍ୟକ ଅନୁଯାୟୀ ଡାକ୍ତର ନଥିବାରୁ ଚିକିତ୍ସାରେ ଅବହେଳା ହେବାସହ ଅଞ୍ଚଳବାସୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରୁନଥିବା ବେଳେ ରକ୍ତ ଭଣ୍ଡାରରେ
Read More...

ବିଜେଡିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ

ଗଞ୍ଜାମ/ପୋଲସରା : ବିଜୁ ଜନତା ଦଳର ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ ପୋଲସରା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ପୋଲସରା ବିଧାୟକ ତଥା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ
Read More...

ସବ୍‌-ରେଜିଷ୍ଟ୍ରାର ଓ ଟ୍ରେଜେରୀ ଅଫିସ୍‌ କ୍ୟାମ୍ପସରେ ଜମିଲା ମଦର ଆସର, ତଦନ୍ତ ଦାବି

ସୁବର୍ଣ୍ଣପୁର : ସବ୍‌-ରେଜିଷ୍ଟ୍ରାର ଓ ଟ୍ରଜେରୀ ଅଫିସ୍‌ କ୍ୟାମ୍ପସରେ ପଡିଛି କାଠ ଟେବୁଲ ଓ ତା’ ଉପରେ ଥୁଆ ହୋଇଛି ଦେଶୀ ଓ ବିଦେଶୀ ବ୍ରାଣ୍ଡର ବିଭିନ୍ନ ମଦ ବୋତଲ । ଆଜି ଏପରି ଚିତ୍ର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦରରୁ । ମଦ ବୋତଲ ଓ ସିଗାରେଟ୍‌ ଖୋଳକୁ ଦେଖିଲେ ଲାଗୁଛି
Read More...

ଉଦାହରଣ ସାଜିଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବଳରାମ, ଦଶମ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୪…

ଘୁ ଉଦୟଗିରି: ଶିକ୍ଷକ ହେବ ତ ବଳରାମ ସାହୁଙ୍କ ଭଳି । ଶିକ୍ଷାଦାନ ଯାହାଙ୍କ ଏକ ନିଶା । ନିଆରା ଜଣେ ଶିକ୍ଷକ । ଅବସର ପରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଜାରି ରଖିଛନ୍ତି । ବଳରାମ ସାହୁ ହେଉଛନ୍ତି ସ୍ଥାନୀୟ ସହରର ମହାଗୁଡା ସାହି ବାସିନ୍ଦା । ଉଚ୍ଚ ଶିକ୍ଷା ଗ୍ରହଣ ପରେ ଶିକ୍ଷକତା
Read More...