Browsing Category

ରାଜ୍ୟ

ବିଭାଗୀୟ ପ୍ରକଳ୍ପଗୁଡିକର ସମୀକ୍ଷା କଲେ ଜିଲ୍ଲାପାଳ

ବୌଦ୍ଧ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକ ସଂପର୍କରେ ସମୀକ୍ଷା ବୈଠକ କରାଯାଇଥିଲା । ତନ ମଧ୍ୟରୁ ଏନଏସିର ବିଭିନ୍ନ ସ୍କିମ ଓ ପ୍ରକଳ୍ପ ,ଯଥା: ମୁକ୍ତା ସ୍କିମ,ବର୍ଷାଜଳ ସଂରକ୍ଷଣ
Read More...

ଭୋଟର କାର୍ଡରେ ଆଧାର ନମ୍ବର ସଂଯୋଗୀକରଣ ନିମନ୍ତେ ବୁଲିଲା ସଚେତନତା ରଥ

ବୌଦ୍ଧ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ସହରାଞ୍ଚଳର ମତଦାତାଙ୍କର ଆଧାର ନମ୍ବରକୁ ଭୋଟର ପରିଚୟପତ୍ର ସହିତ ସଂଯୋଗ ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ସନତ
Read More...

ପ୍ରଗତି ମହିଳା ସଂଗଠନ ଓ ୟୁଟେକ କମ୍ପ୍ୟୁଟର ଏଜୁକେସନର ମିଳିତ ଆନୁକୂଲ୍ୟରେ ଗୁରୁ ପୂଜନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୟୁଟେକ କମ୍ପ୍ୟୁଟର ଏଜୁକେସନ ସେଣ୍ଟରରେ ଗୁରୁ ପୂଜନ ତଥା ଗୁରୁ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ
Read More...

ମଣ୍ଡଳ ସ୍ତରୀୟ ସମର୍ଦ୍ଧନା ଉତ୍ସବ ପାଳିତ

ନବରଙ୍ଗପୁର: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ କଳାହାଣ୍ଡି ମଣ୍ଡଳାଧିଶ କମଳା କାନ୍ତ ପ୍ରହରାଜଙ୍କ ସଭାପତିତ୍ୱରେ ପବିତ୍ର ଗୁରୁଦିବାସ ଅବସରରେ ଓଡ଼ିଶାରେ ପ୍ରଥମ ଥର ପାଇଁ ମଣ୍ଡଳ ସ୍ତରୀୟ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାପାଳ ଡଃ କାମଳ କାନ୍ତ ମିଶ୍ର
Read More...

ଗ୍ରାମ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପାଳଙ୍କ କନଫରେନ୍ସ ହଲ ଠାରେ ଗ୍ରାମ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଗ୍ରାମ୍ୟ
Read More...

ନିଆଁରେ ପୋଡି ଦୁଇ ବଖରା ଭସ୍ମୀଭୂତ : କାରଣ ଅସ୍ପଷ୍ଟ

ଗୋଳାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଗଣ୍ଡାମେର ଗ୍ରାମରେ ବିଳମ୍ବିତ ରାତ୍ରିରେ ରଜନୀ ମସରାଙ୍କ ଘରେ ନିଆଁ ଲାଗିବାରୁ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏତେ ବଡ଼ ଘଟଣା ଘଟିଲା ହେଲେ ପରିବାର ଲୋକେ ଜାଣି ପାରିଲେ ନାହିଁ । ଯେତେବେଳେ ମଟର ସାଇକେଲ ଗାଡିର
Read More...

ଶ୍ରାନିକେତା ଅଞ୍ଚଳରେ ଜଳ କଷ୍ଟ : ନଳକୂପ ଅଚଳ, ଚୁଆ ପାଣି ଭରସାରେ ଗ୍ରାମବାସୀ

ବାଲିଗୁଡ଼ା : ରାଜ୍ୟ ସରକାର ଗାଁ ଗାଁରେ ବସୁଧା ଯୋଜନାରେ ଘରକୁ ଘର ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇବା ବ୍ୟବସ୍ଥା କରିଛନ୍ତି, ହେଲେ ଆଜିବି ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠି ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ଗାଁ ଗହଳିରେ ପାନୀୟଜଳ ସମସ୍ୟା ଦେଖାଯାଉଥିବା ବେଳେ
Read More...

ଟାଉନ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବୌଦ୍ଧ,୬/୯: ବୌଦ୍ଧସହରର ଗାନ୍ଧୀଛକରେ ଟାଉନ ଦୁର୍ଗାପୂଜା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଟାଉନ ଦୁର୍ଗା ପୂଜା କମିଟିର ସଭାପତି ପ୍ରେମାନନ୍ଦ ମିଶ୍ର, ପୂର୍ବତନ ସଭାପତି ନିବାସ ଚନ୍ଦ୍ର ଦାନୀ, ସଂପାଦକ ନଟବରଲାଲ ଅଗ୍ରୱାଲ, କୋଷାଧ୍ୟକ୍ଷ ମହମ୍ମଦ ସବିର, କମିଟି ସଦସ୍ୟ ଶ୍ରୀଧର
Read More...

ବ୍ଲକସ୍ତରୀୟ ଖାଉଟି ସଚେତନତା କର୍ମଶାଳା

ଜଗତସିଂହପୁର : ତିର୍ତ୍ତୋଲ ଠାରେ ସ୍ଥାନୀୟ ତ୍ରିଶକ୍ତି ମହାସଙ୍ଘ ସଭାଗୃହରେ ଏନ୍‌.ଏସ୍‌.ଓ ଅନୁଷ୍ଠାନ ପକ୍ଷରୁ ଉପଭୋକ୍ତା ସଚେତନତା ବ୍ଲକସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ
Read More...

ଆଉ ଆଇପିଏଲରେ ଖେଳିବେନି ରାଇନା

ନୂଆଦିଲ୍ଲୀ: ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହାର କିଛି ମିନିଟ୍ ପୂର୍ବରୁ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ । ଯଦିଓ ଆଇପିଏଲ୍ ଏବଂ ଘରୋଇ କ୍ରିକେଟ୍ ପାଇଁ ଉଭୟ କିମ୍ବଦନ୍ତୀ ଉପଲବ୍ଧ ଥିଲେ
Read More...