Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋହଲିଙ୍କ ଆଉ ଏକ ବଡ ରେକର୍ଡ ଭାଙ୍ଗିଲେ ବାବର
ନୂଆଦିଲ୍ଲୀ : ପାକିସ୍ତାନ ଅଧିନାୟକ ବାବର ଆଜମ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦,୦୦୦ ରନ୍ ପୂରଣ କରିଛନ୍ତି । ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ସେ ଦ୍ରୁତତମ ଏସୀୟ ଖେଳାଳି ହୋଇପାରିଛନ୍ତି । ସେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ!-->…
Read More...
Read More...
ଫୁଲବାଣୀ ପିଲାସାଲୁଙ୍କି ନଦୀରେ ବନ୍ୟା,୩ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
ଫୁଲବାଣୀ: ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲାରେ ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ଆସିବା ଫଳରେ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଖବର ମିଳିଛି । ଫୁଲବାଣୀ ପିଲା ସାଲୁଙ୍କି ନଦୀରେ ଆଜି ସକାଳୁ ପ୍ରବଳ!-->…
Read More...
Read More...
ଆସନ୍ତାକାଲି ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ହେବ ନିଷ୍କାସନ
ସମ୍ବଲପୁର: ମାସାଧିକ କାଳ ଜଳ ସଂକଟ ସ୍ଥିତିର ସାମ୍ନା କଲା ପରେ ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରକୁ ଉପରମୁଣ୍ଡରୁ ଯଥେଷ୍ଟ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଛି ଓ ଜଳସ୍ତରରେ ନିରନ୍ତର ବୃଦ୍ଧି ପରିଲକ୍ଷିତ ହେଉଛି । ଏହି ସଙ୍କ୍ରାନ୍ତରେ ପ୍ରାପ୍ତ ଏକ ପ୍ରଶାସନିକ ସୂଚନା ଅନୁସାରେ ଆଗାମୀ!-->…
Read More...
Read More...
କୃଷକ ସାଥିଙ୍କ ଖପ୍ରାଖୋଲ ବ୍ଲକ କୃଷି ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଖପ୍ରାଖୋଲ : ସ୍ଥାନୀୟ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସାଥି ସଂଘ ତରଫରୁ ସର୍ବନିମ୍ନ ମଜୁରୀ ସହ ସାମାଜିକ ସୁରକ୍ଷା ପ୍ରଦାନ ଦାବିରେ ଶୁକ୍ରବାର ଧାରଣା ଦେଇଥିଲେ । ଓଡିଶା କୃଷକ ସାଥି ସଂଘର ଡ଼ାକରାରେ ୧୪ ଦଫା ଦାବି ନେଇ କୃଷକ ସାଥିମାନେ ଧାରଣା ଦେବା ସହ!-->…
Read More...
Read More...
ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର, ବିଦ୍ୟାଳୟ ଘେରିଲେ ଅଭିଭାବକ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ନୋଡାଲ ପ୍ରକଳ୍ପ ବିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ହେବା ଘଟଣାକୁ ନେଇ ଶୁକ୍ରବାର ଦିନ ଅଭିଭାବକମାନେ ବିଦ୍ୟାଳୟକୁ ଘେରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ସପ୍ତମ ଶ୍ରେଣୀର ଚାରି ଜଣ!-->…
Read More...
Read More...
ଓଡିଶା ଜୀବିକା ମିଶନ ପକ୍ଷରୁ ଉଦ୍ୟମିତା ବିକାଶ ପକ୍ଷ ପ୍ରଶିକ୍ଷଣ ଶିବିର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ଗ୍ରାମ ପଞ୍ଚାୟତରେ ଅବସ୍ଥିତ ଏକକ ସାଧନ କେନ୍ଦ୍ରଠାରେ ଓଡିଶା ଜୀବିକା ମିଶନ ପକ୍ଷରୁ ଉଦ୍ୟମିତା ବିକାଶ ପକ୍ଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନର ବ୍ଲକ ବୈଷୟିକ ସଂଚାଳକ ଚନ୍ଦନ ସାହୁ!-->…
Read More...
Read More...
ବିଜେପି ଯୁବମୋର୍ଚ୍ଚା କନ୍ଧମାଳ ଜିଲ୍ଲାର ସାଙ୍ଗଠନିକ ବୈଠକ ଓ କଂଗ୍ରେସ ନେତାଙ୍କ କୁଶ ପୁତ୍ତଳିକା ଦାହ
ଫୁଲବାଣୀ/ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କଅଁର ଅଧ୍ୟକ୍ଷତା କରି ଆଗାମୀ ଦିନରେ!-->…
Read More...
Read More...
ଚେସ ଅଲମ୍ପିଆଡ ଟର୍ଚ୍ଚ ରିଲେର ପୁରୀ ଓ କୋଣାର୍କ ପରିଭ୍ରମଣ
ପୁରୀ : ଚେନ୍ନାଇ ଠାରେ ଚଳିତ ମାସ ୨୮ ତାରିଖ ଠାରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ୪୪ତମ ଚେସ ଅଲମ୍ପିଆଡ ଅନୁଷ୍ଠିତ ହେବ ।ଏହି ଉପଲକ୍ଷେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ଟର୍ଚ୍ଚ ରିଲେ ବା ମଶାଲ ଶୋଭାଯାତ୍ରା ଆଜି ଭୁବନେଶ୍ୱର ଠାରୁ ବାହାରି ପୁରୀ ଓ କୋଣାର୍କ ପରିଭ୍ରମଣ କରିଥିଲା । ଅପରାହ୍ନ ୩!-->…
Read More...
Read More...
ଜଳ ବିଶୋଧନ ପ୍ଲାଣ୍ଟରେ ଚୋରି ମାମଲାରେ ୯ ଗିରଫ
ସମ୍ବଲପୁର: ସ୍ଥାନୀୟ ବୁର୍ଲା ଥାନା ଅନ୍ତର୍ଗତ ସିକିର୍ଡିଠାରେ ସ୍ଥାପିତ ଜଳ ବିଶୋଧନ ପ୍ଲାଣ୍ଟରେ ଚାରି ଦିନ ପୂର୍ବେ ଘଟିଥିବା ଏକ ଚୋରି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ମୂଲ୍ୟର ଚୋରି ସାମଗ୍ରୀ ଜବତ କରିଛି । ଏ ବିଷୟରେ ପୁଲିସ ମୁଖ୍ୟାଳୟ!-->…
Read More...
Read More...
ଜିିଲ୍ଲା ଆଇନଜୀବୀ ସଂଘ ତରଫରୁ ଦୁଇ ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା
ନବରଙ୍ଗପୁର : ନବରଙ୍ଗପୁର ଅଦାଲତର ରେଜିଷ୍ଟ୍ରାର ତଥା ସହକାରୀ ଦୌରାଜଜ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର ଓ ଏସ୍.ଡି.ଜେ.ଏମ୍. ପ୍ରିୟରଞ୍ଜନ ଓଝାଙ୍କ ବଦଳି ଅବସରରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ ଅଧ୍ୟକ୍ଷତା!-->…
Read More...
Read More...