Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଟାସ୍କ ଫୋର୍ସ ଏଫ୍ ଉଦଘାଟନୀ ସମାରୋହ
ପାରଳାଖେମୁଣ୍ଡି: ଓଡ଼ିଶା ସରକାରଙ୍କ ପିଲାଙ୍କ ପାଇଁ ଦକ୍ଷତା ( ଶିକ୍ଷା) ଭିତ୍ତିକ ନୂତନ ଟାସକ୍ ଫୋର୍ସ ଏଫ୍ ଯୋଜନାର ଉଦଘାଟନୀ ମହୋତ୍ସବ ଆଜି ଅପରାହ୍ନରେ ପାରଳା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଏବଂ ଯୁବୁଲି ଚରଣ ବେହେରା (ସ୍ୱତନ୍ତ୍ର ଅତିଥି)ଙ୍କ ଦ୍ୱାରା!-->…
Read More...
Read More...
ଭବାନୀପାଟଣାରେ ଖରିଫ ଋତୁ ପାଇଁ ଜିଲ୍ଲାସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ
ଭବାନୀପାଟଣା: ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେ୍ୱଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ୍ ଋତୁ-୨୦୨୨ ପାଇଁ ଏକ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଧର୍ମଗଡ ଉପ!-->…
Read More...
Read More...
ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ଏଜେଓ ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼!-->…
Read More...
Read More...
ସରକାରୀ ପଲିଟେକ୍ନିକ୍ ବୌଦ୍ଧରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ
ବୌଦ୍ଧ : ନୂଆପଲ୍ଲୀ ସ୍ଥିତ ସରକାରୀ ପଲିଟେକ୍ନିକ୍ ବୌଦ୍ଧରେ ବିଶ୍ୱ ଯୁବ ଦକ୍ଷତା ଦିବସ-୨୦୨୨ ଏବଂ ବନ ମହୋତ୍ସବ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝି ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଦକ୍ଷତା ବିକାଶ ଦିଗରେ ଆଗେଇବାକୁ ପରାମର୍ଶ!-->…
Read More...
Read More...
କାଶିପୁରରେ ଝାଡାବାନ୍ତି ନେଲାଣି ୫ ଜୀବନ,ସ୍ଥିତି ଉପରେ ନଜର ରଖିଛି ଜିଲ୍ଳା ପ୍ରଶାସନ
ରାୟଗଡା: ରାୟଗଡା ଜିଲ୍ଳା କାଶିପୁର ବ୍ଳକରେ ଦେଖାଦେଇଛି ଝାଡାବାନ୍ତି । ଯାହାକି ବ୍ଳକର ଅନେକ ଗାଁଗୁଡିକରେ ଏବେ ବ୍ୟାପିବାରେ ଲାଗିଛି । ତେବେ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ ପାଇଁ ଡାଇରିଆ ରୋଗର ନିରାକରଣ ପାଇଁ ବ୍ୟବସ୍ଥା କରାଯାଉଛି!-->…
Read More...
Read More...
ଟାକରାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଟାକରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ମର୍ଡ଼ନ୍ ଆଇ କେୟାର ଆନୁକୁଲ୍ୟରେ ଓ ଯୁବ ସରପଞ୍ଚ ମଦନ କୁମାର ଜାନୀଙ୍କ ଉଦ୍ୟମରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଚକ୍ଷୁ ଚିକିତ୍ସା!-->…
Read More...
Read More...
ବରିଷ୍ଠ ଓକିଲ ତଥା ସମାଜସେବୀ ବୁଲିୟନଙ୍କ ହୃଦଘାତରେ ପରଲୋକ
ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଜଣା ଶୁଣା ବରିଷ୍ଠ ଓକିଲ ସମାଜସେବୀ, ବିଜେଡି ନେତା ତଥା କାଉନସିଲର ବୁଲିୟାନ ନାୟକଙ୍କ ଅକାଳ ବିୟୋଗ ଘଟିଛି । ବୁଲିଆନଙ୍କ ଜି. ଉଦୟଗିରି ସ୍ଥିତ ବାସଭବନରେ ଶୁକ୍ରବାର ଭୋର ୩ଟା ବେଳେ ହୃଦଘାତରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା ।!-->…
Read More...
Read More...
ସ୍କୁଲ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ଏନଏସି ଅଧ୍ୟକ୍ଷା
ଘୁ.ଉଦୟଗିରି:ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ୧୦ ମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନ ବା ସ୍କୁଲ ଟପ୍ପର ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପରିଷଦ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି । ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ସମସ୍ତ ଉପସ୍ଥିତ!-->…
Read More...
Read More...
୧୮-୫୯ ବର୍ଷ ବୟସ ବର୍ଗଙ୍କୁ ପ୍ରିକସନାରୀ ଡୋଜ ଟିକାକରଣ ଆରମ୍ଭ
ପୁରୀ : ପୁରୀ ସହର ସ୍ଥିତ କମଳା ଦେବୀ ମାତୃମଙ୍ଗଳ କେନ୍ଦ୍ର ଠାରେ ଆଜିଠାରୁ ୧୮-୫୯ ବୟସର ବ୍ୟକ୍ତି ମାନଙ୍କୁ କୋଭିଡର ପ୍ରିକସନାରୀ ଡୋଜ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଶୁଭାରମ୍ଭ କରିବା ସହ ଏହି ବର୍ଗର ପ୍ରତ୍ୟେକ ବ୍ୟକ୍ତି!-->…
Read More...
Read More...
ବିଶ୍ୱ ଦକ୍ଷତା ଦିବସ ପାଳିତ
ସୁବର୍ଣ୍ଣପୁର : ଭାରତକୁ ସର୍ବାଗ୍ରେ ସ୍ୱାବଲମ୍ବୀ କରିବାରେ ଜନସାଧାରଣ ବିଶେଷ କରି ଯୁବ ସମାଜର ବିଶେଷ ଭୂମିକା ରହିଛି । ପ୍ରତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ହିଁ ଭାରତକୁ ଏକ ସ୍ୱାବଲମ୍ବନଶୀଳ ଭାବରେ ଗଢ଼ି ତୋଳିବ ବୋଲି ଆଜି ସହରର ପଦ୍ମିନୀ ଦେବୀ କଲେଜରେ ଅନୁଷ୍ଠିତ "ସ୍ୱାବଲମ୍ବୀ ଭାରତ!-->…
Read More...
Read More...