Browsing Category

ରାଜ୍ୟ

ଶାସନ କେନାଲ ମରାମତି କାର୍ଯ୍ୟ ପରିଦର୍ଶନ କଲେ ରେଙ୍ଗାଲି ବିଧାୟକ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବିଭିନ୍ନ କେନାଲ ଯୋଗେ ଚାଷ ଜମିଗୁଡିକୁ ଜଳସେଚନର ବ୍ୟବସ୍ଥା ରହିଛି । ସେଥି ମଧ୍ୟରୁ ଶାସନ କେନାଲ ଅନ୍ୟତମ ଓ ଗୁରୁତ୍ୱପୂର୍ଣ୍ଣ । ଏହି କେନାଲ ତିଆରି ହେବାର ବହୁ ବର୍ଷ ପରେ ଅନେକ ସ୍ଥାନରେ ଭାଙ୍ଗି ଯାଇଥିଲା । ତେଣୁ ୨୦୦୩-୦୪ ଆର୍ଥିକ ବର୍ଷରେ ବିଶ୍ୱ
Read More...

ଶିଶୁ ଶ୍ରମିକ ବିରୁଦ୍ଧରେ ସଚେତନତା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା

ସମ୍ବଲପୁର:ସମାଜରେ ଅର୍ଥାଭାବ କିମ୍ବା ଶିକ୍ଷା ଅଭାବରୁ ଅନେକ ସମୟରେ ଶିଶୁ ଓ କୁମାରତ୍ୱ ବୟସରେ ପୁଅଝିଅଙ୍କୁ ଶ୍ରମିକ ରୂପେ ନିୟୋଜିତ କରାଯାଉଛି, ଯଦିଓ ନିୟମ ଦୃଷ୍ଟିରୁ ଏହା ଧର୍ତ୍ତବ୍ୟ ଅପରାଧ । ଏ ବିଷୟରେ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ
Read More...

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନ ବିହାରୀ ସିଂ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ସହକାରୀ
Read More...

ଜଲିଆ ଗାଁ ଗୌନ୍ତିଆଙ୍କ ପରଲୋକ

ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗ୍ରାମର ଗୌନ୍ତିଆ ଭକ୍ତ ଚରଣ ବୁଡେକଙ୍କ ଗୁରୁବାର ପରଲୋକ ଘଟିଛି ।୭୦ ବର୍ଷ ବୟସରେ ସେ ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ । ଗତକାଲି ଅପରାହ୍ନ ଗୋଟାଏ ସମୟରେ ତାଙ୍କ
Read More...

କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ଗୋଷ୍ଠୀ ବିବାଦର ଅବସାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତ ଶକ୍ତି ଭାବେ ଉଭା ହୋଇଥିବା ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟିରେ ଫାଟ ସୃଷ୍ଟି ହୋଇ ଭୁଲ ବୁଝାମଣାବଶତଃ ସଭାପତି ଅନାମ କୁମାର ନାୟକଙ୍କ ନେତୃତ୍ୱରେ ଗୋଟିଏ ଜିଲ୍ଲା କମିଟି ଓ ବ୍ରହ୍ମା ବେହେରାଙ୍କ ନେତୃତ୍ୱରେ ଆଉ ଗୋଟିଏ କମିଟି, ଏଭଳି ଦୁଇଟି
Read More...

ମୃତ ବାର୍‌ହା ସହ ବାଇକ୍‌ ଜବତ୍‌, ଶୀକାରୀ ଚମ୍ପଟ୍‌

ଦଶପଲ୍ଲା : ଓଡ଼ଗାଁ ବନାଞ୍ଚଳ ଅଧିନ ବାହାଡ଼ାଝୋଲା ବନବିଭାଗ କର୍ମଚାରୀ ମାନେ ଗତକାଲି ଅପରାହ୍ନରେ ପେଟ୍ରୋଲିଙ୍ଗ କରୁଥିଲାବେଳେ, କେତେକ ଅଭ୍ୟାସଗତ ଶୀକାରୀ ଏକ ବାରହାକୁ ଗୁଳିକରି ହତ୍ୟା କରିବାପରେ ବାଇକ୍‌ ଯୋଗେ ନେବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ବନକର୍ମଚାରୀ ସେଠାରେ
Read More...

ଯାତ୍ରୀବାହୀ ଅଟୋ ଓଲଟି ୬ ଆହତ

ଘୁ.ଉଦୟଗିରି: ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ସିର୍କି ଗ୍ରାମରୁ ୬ ଜଣ ଯାତ୍ରୀଙ୍କୁ ନେଇ ଘୁ. ଉଦୟଗିରି ଆସୁଥିବା ଏକ ଯାତ୍ରୀ ବାହି ଅଟୋ ନଂ ଓଡି ୧୨ ବି ୦୦୯୬ ସିର୍କି ଘାଇ ଠାରୁ କିଛି ଦୂରରେ ବ୍ରେକ୍‌ ଫେଲ୍‌ ହେବା ଫଳରେ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇଯାଇଥିଲା । ଫଳରେ ଅଟୋରେ ବସିଥିବା
Read More...

ଦାରିଙ୍ଗବାଡ଼ିରେ ବିଜେପିର ଓବିସି ଜାତିବର୍ଗ ସମ୍ମିଳନୀ

ବାଲିଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନର ୮ବର୍ଷ ପୂର୍ତ୍ତି ଉପଲକ୍ଷେ ଦାରିଙ୍ଗବାଡ଼ି ଶିବ ମନ୍ଦିର କମିଟି ଗୃହଠାରେ ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ଓବିସି ଜାତିବର୍ଗ ସମ୍ମିଳନୀ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...

ରେଳ ବିଭାଗ ପକ୍ଷରୁ ତିନି ରଥର ଯାଞ୍ଚ

ପୁରୀ : ଆଜି ରେଳ ବିଭାଗ ପକ୍ଷରୁ ତିନି ରଥର ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । ରେଳ ବିଭାଗର ସ୍ୱତନ୍ତ୍ର ଇଞ୍ଜିନିୟର ରଥ ଗୁଡିକର ଚକର ଉଚ୍ଚ଼ତା, ଚକରୁ ଚକର ବ୍ୟବଧାନ ଓ ଦଣ୍ଡା ନିର୍ମାଣର ମାପ କରିଥିବା ଦେଖିବାକୁ ମିଳିଛି । ସାଧାରଣତଃ ରଥଯାତ୍ରାରେ ରେଳ ବିଭାଗ ପକ୍ଷରୁ ଜଗ ଯୋଗାଇ
Read More...

ସୁବର୍ଣ୍ଣପୁର ଦିଶା କମିଟିର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁପାର
Read More...