Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରା.ଉଦୟଗିରି ବ୍ଳକରେ ମିଶନ ଶକ୍ତିର ମହିଳାମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରା. ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ମହିଳା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଟାଇକୋଣ୍ଡୁ ଏକାଡେମୀ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ପରିଚାଳନାରେ ମହିଳାଙ୍କୁ ମାଗଣାରେ ଏହି ତାଲିମ ପ୍ରଦାନ!-->…
Read More...
Read More...
ପାମ୍ପଡ, ଆଚାର ଓ ମସଲା ପ୍ରସ୍ତୁତି ତାଲିମ ଶିବିର
କଣ୍ଟାମାଳ : ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ମାଧ୍ୟମରେ ସମାକୁପା ବନ ସୁରକ୍ଷା ସମିତି ଠାରେ ଆର.ଏସ୍ .ଇ.ଟି.ଆର ବୌଦ୍ଧ ସହାୟତାରେ ଦଶଦିନିଆ ପାମ୍ପଡ, ଆଚାର ଓ ମସଲା ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷକ ଭାବରେ ଅମର ମହାପାତ୍ର, ବିଚିତ୍ରା ମହାପାତ୍ର, ସୁଷମା!-->…
Read More...
Read More...
ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ୱର: ଜୁଲାଇରେ ୨ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରହିଛି ୨୪ଟି କାର୍ଯ୍ୟ ଦିବସ ।ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ୨ ତାରିଖରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ!-->…
Read More...
Read More...
ପୂର୍ବତନ ଜିିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ନବରଙ୍ଗପୁର:ନବରଙ୍ଗପୁରର ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭୂଜଙ୍ଗ ଭୂଷଣ ରାଓଙ୍କ ବିୟୋଗରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେ ୨୦୦୮ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରହିବା ସହ ଜିଲ୍ଲା!-->…
Read More...
Read More...
ଚୁଆରେ ପଡ଼ିଲା ହାତୀ ଛୁଆ, ୨ଘଣ୍ଟା ପରେ ଉଦ୍ଧର ହେଲା
ଫୁଲବାଣୀ : ପୁଣି ବିପଦରେ ଗଜ । ଛୁଆ ହାତୀ ପୁଣି ଗଳି ପଡ଼ିଲା ଏକ ପରିତକ୍ତ ଚୁଆରେ । କନ୍ଧମାଳ ଜିଲ୍ଲା ଗୋଛାପଡା ରେଞ୍ଜର ପକାରୀ ପଞ୍ଚାୟତ ଜିରୀଙ୍ଗପଡ଼ା ଗ୍ରାମ ନିକଟ ବିଲମାଳରେ ଥିବା ଚୁଆରେ ଏକ ହାତୀ ଛୁଆ ପଡିଥିବା ଦେଖିଥିଲେ ଗ୍ରାମବାସୀ । ସୁଚନା ଅନୁସାରେ ବିଲମ୍ବିତ ରାତିରେ ୧୦ ଟିକିଆ!-->…
Read More...
Read More...
ଗୋଟିଏ ଦିନରେ ତିନୋଟି ଅଗ୍ନିକାଣ୍ଡ, ଲୋକେ ଛାନିଆ
ସମ୍ବଲପୁର: ବର୍ତ୍ତମାନ ଘରୁ ବାହାରିବା କ୍ଷଣି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଆକାଶରୁ ଅଗ୍ନିବର୍ଷା ହେଲା ପରି ଲାଗୁଛି । ସବୁଆଡେ ଏଭଳି ପରିସ୍ଥିତିରେ ଏଠି ଗୋଟିଏ ଦିନରେ ତିନୋଟି ଅଗ୍ନିକାଣ୍ଡ ଫଳରେ ଜନସାଧାରଣଙ୍କ ମନରେ ଛନକା ପଶିଯାଇଛି । ଏ ବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସ୍ଥାନୀୟ!-->…
Read More...
Read More...
ଆକ୍ସନ ମୋଡ୍ରେ ନୟାଗଡ଼ ଡିଏଫ୍ଓ କ୍ଷମା ଷଡ଼ଙ୍ଗୀ, କାଠ ମାଫିଆଙ୍କୁ ଦିଆଯିବନି କ୍ଷମା
ନୟାଗଡ଼: ଆକ୍ସନ ମୋଡ୍ରେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ । କାଠ ମାଫିଆଙ୍କ ନିଦ ହଜାଇସାରିଲେଣି । ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର କାଠ ଜବତ କରାଯାଇଛି । ପଞ୍ଚିରିଡା ରେଞ୍ଜ ଓ ମହିପୁର ରେଞ୍ଜ ପକ୍ଷରୁ ଚଢାଉ କରାଯାଇ କାଠ ଓ ପଟ୍ଟା ଜବତ!-->…
Read More...
Read More...
ବେଳପଡା ପାଣି ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ସହରବାସୀ
ପାଟଣାଗଡ଼ : ବଲାଙ୍ଗିରଜିଲା ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ବେଲପଡ଼ାଗାଁ ରେ ପାଣି ସମସ୍ୟା ଦେଖାଦେଇଛି । ସହରରେ ପାଣି ପାଇଁ ଲୋକେ ହାହାକାର ହେଉଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହାକୁ ନେଇ ସହରବାସୀଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାର ପାଉଛି!-->…
Read More...
Read More...
ଆସନ୍ତା ୧୬ରୁ ଅକ୍ଟୋବର ୩୧ଯାଏଁ ଶିମିଳିପାଳ ବନ୍ଦ
ବାରିପଦା : ଆସନ୍ତା ୧୬ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳକୁ ପ୍ରବେଶ କରାଯାଉଥିବା ଶ୍ୟାମାଖୁଣ୍ଟା ବ୍ଲକ ପୀଠାବଟା ଫାଟକ ସମେତ ଯଶୀପୁର ବ୍ଲକ କାଳିଆଣି ଫାଟକରେ ପର୍ଯ୍ୟଟକମାନଙ୍କ ପାଇଁ ସାଢେ ଚାରି!-->…
Read More...
Read More...
ଶପଥ ନେଲେ ହାଇକୋର୍ଟର ଦୁଇ ବିଚାରପତି
କଟକ: ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଥିବା ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି । । ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ!-->…
Read More...
Read More...