Browsing Category

ରାଜ୍ୟ

ପ୍ରେସକ୍ଳବକୁ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ପ୍ରଦାନ

ଫୁଲବାଣୀ,୧୧/୬:- ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବର ବିଭିନ୍ନ ଅଭାବ ଅସୁବିଧାକୁ ହୃଦୟଙ୍ଗମ କରି କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏନେଇ ସାଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ ସୂଚନା ଦେଇଛନ୍ତି । ଫଳରେ ପ୍ରେସକ୍ଲବ ସଭାପତି ସୁନୀଲ
Read More...

ନକଲି ଚେକ୍‌ରେ ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଠକେଇ

ସୁବର୍ଣ୍ଣପୁର,୧୧/୬- ନକଲି ଚେକ୍‌ ଜରିଆରେ ସୋନପୁର କଲେଜର ଏକ ଆକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହଡପ ହୋଇଛି । ଏହି ଘଟଣା ନେଇ ସଂପୂର୍ଣ୍ଣ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । କଲେଜର ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ଶୁକ୍ରବାର ସୋନପୁର ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ
Read More...

ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କଲେ ମା’ ତାରାତାରିଣୀଙ୍କ ଦର୍ଶନ

ଗଞ୍ଜାମ,୧୧/୬: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ପୀଠକୁ ଆଜି ଦିନ ୧୨ ଟା ସମୟରେ ଓଡିଶା ସରକାରଙ୍କର ନବନିର୍ବାଚିତ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ତାରାତାରିଣୀ ମା’ଙ୍କ ଦର୍ଶନ ନିମନ୍ତେ ଆସିଥିବାରୁ ଖଲ୍ଲିକୋଟ ବିଧାୟିକା
Read More...

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଆଦିବାସୀ କଲ୍ୟାଣ ସଂଘ ସହ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ ଓ…

ପାଟଣାଗଡ଼,୧୧/୬- ପାଟଣାଗଡ଼ରେ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ହେତୁ ଆଜି ପାଟଣାଗଡ଼ ଆଦିବାସୀ ସଂଘ ସହ ବିଭିନ୍ନ ସଂଘ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ପାଟଣାଗଡ଼ ରାମପୁର ଠାରୁ ବ୍ରହ୍ମପୁରା ସୁଭଦ୍ରା ଭବନ ପର୍ଯ୍ୟନ୍ତ ଆଦିବାସୀ ମାନଙ୍କ ଏକ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ

ସୁବର୍ଣ୍ଣପୁର: ଆଜି ପୂର୍ବାହ୍ନରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ବିଳନୀ କକ୍ଷରେ ବିଭିନ୍ନ ଷ୍ଟେକ ହୋଲଡରଙ୍କୁ ନେଇ ଏକ ସଚେତନତା ସଭା ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି
Read More...

ମାଁ ଭଣ୍ଡାରଘରଣୀ ଏଚପି ଗ୍ୟାସ ଏଜେନସିର ଏ ଆର ବି ସପ୍‌ ଉଦଘାଟିତ

ନବରଙ୍ଗପୁର,୧୦/୬- ମାଁ ଭଣ୍ଡାରଘରଣୀ ଏଚ଼ପି ଗ୍ୟାସ୍‌ ଏଜେନ୍ସିର ଏଆରବି ସପ ସ୍ଥାନକ୍ସୟ ଶାସ୍ତ୍ରୀଭବନ କଂପ୍ଲେକ୍ସର ସାରଳା ଲାଖ ହସ୍ତଶିଳ୍ପ ବିକ୍ରୟ କେନ୍ଦ୍ର ଠାରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବକୁ ମୁଖ୍ୟଅତିଥି ଏଚପି ଗ୍ୟାସର ବିକ୍ରୟ ପରିଚ଼ାଳକ ଶ୍ରୀ ଅନୁରାଗ ଠାକୁର ଉଦଘାଟନ
Read More...

ବିବାଦୀୟ ମନ୍ତବ୍ୟ ଦେଇଥିବା ନୁପୁର ଶର୍ମାଙ୍କୁ ଗିରଫ ଦାବୀ କଲା ବୌଦ୍ଧ ଜାମିୟା ମସଜିଦ କମିଟି

ବୌଦ୍ଧ,୧୦/୬- ବିଜେପିରୁ ନିଲମ୍ବିତ ହୋଇଥିବା ନୁପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେବା ପରେ ତାଙ୍କ ପାଇଁ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଲାଣି । ସେପଟେ ନୁପୁର ଶର୍ମାଙ୍କ ବିରୋଧରେ ସମସ୍ତ ମୁସଲିମ ଦେଶ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ବହୁ ସ୍ଥାନରେ ତାଙ୍କୁ
Read More...

ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ରାଜୁ ଭାଇଙ୍କୁ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି,୧୦/୬ - ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ମନ୍ତ୍ରୀ ପଦ ପାଇଥିବା ଖରିଆର ରୋଡ଼ ବିଧାୟକ ରାଜୁ ଭାଇ ଢୋଲକିଆଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନୂଆପଡା ଜିଲ୍ଲା ଖରିଆର ରୋଡ଼ ବିଧାୟକ ରାଜୁ ଭାଇ
Read More...

ସାମୁହିକ ଅଭ୍ୟାସ ମାଧ୍ୟମରେ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ସମନ୍ୱୟ ବୈଠକ

ସୁବର୍ଣ୍ଣପୁର,୧୦/୬- ବିଗତବର୍ଷ ମାନଙ୍କ ପରି ଏବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ସାମୁହିକ ଅଭ୍ୟାସ ବା ମକଡ୍ରିଲ ଚଳିତ ମାସ ୧୯ ତାରିଖରେ ଅନୁଷ୍ଠିତ ହେବ । ସାମୁହିକ ଅଭ୍ୟାସ ଦ୍ୱାରା କମ୍ୟୁନିଟିକୁ ବିପର୍ଯ୍ୟୟରୁ ରକ୍ଷାକରିବା ଏହାର ଲକ୍ଷ୍ୟ ଅଟେ ।
Read More...

ହଳଦିଆ ପାହାଡରେ କ୍ରସର ବସାଇବାକୁ ବିରୋଧ କଲେ ଆଦିବାସୀ

ଦଶପଲ୍ଲା : ଖୋର୍ଦ୍ଧା–ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ରେଳ ପଥ ନିର୍ମାଣ ନିମନ୍ତେ ବହୁତ ପଥର ମେଣ୍ଟାଲର ଆବଶ୍ୟକ ପଡ଼ିଥାଏ ଏଣୁ ରେଳ ପଥ ନିର୍ମାଣ ପାଇଁ ନିଯୁକ୍ତି ପାଇଥିବା କନଷ୍ଟ୍ରକ୍‌ନ କମ୍ପାନୀ ବିଭିନ୍ନ ଜାଗାରେ କ୍ରସର ବସାଇଛି । ସେହିଭଳି ଦଶପଲା ବ୍ଳକ
Read More...