Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫-ଟି ସଚିବଙ୍କୁ ସାକ୍ଷାତ କଲେ ବ୍ଳକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଭେଟି ବ୍ଳକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ସଚିବ ବ୍ଳକର ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ନିର୍ମାଣଧୀନ!-->…
Read More...
Read More...
ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବା ସହ ବିଲ୍ ହେରଫେର କରିଥିବା ଅଭିଯୋଗ ଆଣିଲେ ସ୍କୁଲ!-->…
Read More...
Read More...
ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଭା
ଗଜପତି,୧୧/୬- “ଶିଶୁଶ୍ରମ ମୁକ୍ତ ଓଡିଶା ଆମର ସଙ୍କଳ୍ପ” ଏହି ଉଦ୍ଦେଶ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଜିଲ୍ଲାରେ ସଭା, ଶୋଭାଯାତ୍ରା, ସଚେତନା ସନ୍ଦେଶ ପ୍ରଦାନ କରାଯାଉଛି । ଆଜି ଗଜପତି ଜିଲ୍ଲାରେ ଶ୍ରମ କାର୍ଯ୍ୟାଳୟ ତରଫରୁ ସଚେତନା ସଭା!-->…
Read More...
Read More...
କୋଶଳ ଆବାସିକ ବିଦ୍ୟାଳୟରେ ତିନିଦିନିଆ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ
ସୁବର୍ଣ୍ଣପୁର,୧୧/୬- ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁରସ୍ଥିତ କୋଶଳ ଆବାସିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସୋନପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତାପ!-->…
Read More...
Read More...
ରାଜ୍ୟସରକାରଙ୍କ ନୂତନ ଶିକ୍ଷାନୀତି ଅନୁଯାୟୀ ସରକାରୀ ବିଦ୍ୟାଳୟର ନବୀକରଣ
ଗଜପତି,୧୧/୬- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିରେ ୫ଟି ଅନ୍ତର୍ଭୁକ୍ତ ହାଇସ୍କୁଲ ରୁପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ଗଜପତିର ୩୧ଟି ରୁପାନ୍ତରିତ ହାଇସ୍କୁଲ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ!-->…
Read More...
Read More...
ପାଣ-ଗଣ୍ଡା ବିକାଶ ପରିଷଦ ତରଫରୁ ସାତ ଦଫା ଦାବିପତ୍ର
ବୌଦ୍ଧ,୧୧/୬:- ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ସଭାପତି ବଟକୃଷ୍ଣ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୃଥକ୍ ପୃଥକ୍ ଭାବେ ହରଭଂଗା ବ୍ଲକ୍ ଏବଂ ତହସିଲ୍ କାର୍ଯ୍ୟାଳୟ ଘେରାଉ!-->…
Read More...
Read More...
ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ, ୨୪ ତାରିଖରେ ସଭାପତି ଆସନ ପାଇଁ ଭୋଟ୍
ଘୁ. ଉଦୟଗିରି,୧୧/୬:- ସାରା ରାଜ୍ୟରେ ଥିବା ସମସ୍ତ ସମବାୟ ସମିତି ଗୁଡିକରେ ନିର୍ବାଚନ ନିମନ୍ତେ ଦିନ ଧାର୍ଯ୍ୟ ହେବା ପରେ ନିର୍ବାଚନ ନିମନ୍ତେ ସମସ୍ତ ପ୍ରକ୍ରିୟା କାର୍ଯ୍ୟକାରୀ ହେବାର ଦେଖିବାକୁ ମିଳିଛି । ଘୁ. ଉଦୟଗିରି ଠାରେ ଥିବା ବୃହଦାକାର ବହୁମୂଖୀ ସମବାୟ ସମିତିର ବିଭିନ୍ନ ପଦ ପଦବୀ!-->…
Read More...
Read More...
ବୌଦ୍ଧ ମୁଖ୍ୟ ଚିିକିତ୍ସାଳୟରେ ଏଣିକି ମିଳିବ ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା
ବୌଦ୍ଧ,୧୧/୬: ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ସରକାର ସମସ୍ତ ପ୍ରକାର ଚିକିତ୍ସା ସେବା ସାଧାରଣଲୋକଙ୍କୁ ଯୋଗାଇଦେବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିବାବେଳେ ବୌଦ୍ଧବାସୀଙ୍କ ପାଇଁ ଜିଲାପ୍ରଶାସନ ପକ୍ଷରୁ ଏଣିକି ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା ସଂପୂର୍ଣ୍ଣ ମାଗଣାରେ ଯୋଗାଇଦେବାର!-->…
Read More...
Read More...
୨୫ ଦିନ ପରେ ଘରକୁ ଫେରିଲେ ଦାଦନ ଶ୍ରମିକ
ଦଶପଲ୍ଲା,୧୧/୬: - ଗତ ମାସ ୧୫ ତାରିଖ ଦିନ ପରିବାର ଲୋକଙ୍କ ଅଜ୍ଞାତରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ପୁଅକୁ ଆଜି ଫେରି ପାଇଛନ୍ତି ପରିବାର ଲୋକ ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ପୁଅ ଫେରି ଆସିଥିବା ନେଇ ଥାନାରେ ହାଜର ହୋଇ ପରିବାର ଲୋକ ଜଣାଇଛନ୍ତି!-->…
Read More...
Read More...
ଅଟୋ ଦୁର୍ଘଟଣା ଗ୍ରସ୍ତ, ୨ ଗୁରୁତର
ଫୁଲବାଣୀ,୧୧/୬ - କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ରୁଜାଙ୍ଗୀଠାରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇପଡିବା ଫଳରେ ଡ୍ରାଇଭର ସମେତ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତ ୨ ଜଣଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।!-->…
Read More...
Read More...