Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାଓବାଦୀ କ୍ୟାମ୍ପ ଉପରେ ଚଢ଼ାଉ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ଫୁଲବାଣୀ : କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କ ମିଳିତ ସହଯୋଗରେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରୱାଲା!-->…
Read More...
Read More...
କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଗାଏବ ଘଟଣା: ସନ୍ଦେହ ଘେରରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୂମିକା
ସୁବର୍ଣ୍ଣପୁର,୧୨/୬- ସୋନପୁର କଲେଜ ଆକାଉଣ୍ଟରୁ ଜାଲି ଚେକ ମାଧ୍ୟମରେ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ଗାଏବ ଘଟଣାରେ ଖୋଳତାଡ ଜାରିରଖିଛି ସୋନପୁର ପୁଲିସ୍ । ସୋନପୁର ଥାନାରେ ଏସ୍ପି ଅମରେଶ ପଣ୍ଡା ଉପସ୍ଥିତ ରହି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛନ୍ତି । ଘଟଣାର ମାଷ୍ଟର ମାଇଣ୍ଡକୁ!-->…
Read More...
Read More...
କାଳବୈଶାଖୀ; ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର:ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ଭିତରେ ମୌସୁମୀ ଛୁଇଁବ । ଏନେଇ ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ସେହିପରି ରାଜ୍ୟରେ ଏବେ ପ୍ରାକ ମୌସୁମୀର ପ୍ରଭାବ ଦେକଇବାକୁ ମିଳୁଛି । ଆସନ୍ତା ୪ରୁ ୫ ଦିନ ଯାଏଁ ତାପମାତ୍ରା ହ୍ରାସ ହେବ ।
ସେହିପରି ଆସନ୍ତା ୨୪!-->!-->!-->…
Read More...
Read More...
ଭୁବନେଶ୍ୱର କେଶରୀ ମଲରେ ନିଆଁ
ଭୁବନେଶ୍ୱର : ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ୱର କେଶରୀ ମଲରେ ଗତ କିଛି ଦିନ ତଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଆଜି ପୁଣି କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । ମଲର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ!-->…
Read More...
Read More...
ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ରାଜ୍ୟ ପରିଷଦ ବୈଠକ, ଦୁଇ ବର୍ଷ ପାଇଁ ପଦାଧିକାରୀ ନିର୍ବାଚିତ
ସମ୍ବଲପୁର: ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ରାଜ୍ୟ ପରିଷଦ ବୈଠକ ଆଜି ସ୍ଥାନୀୟ ହୋଟେଲ ରୋୟଲ ରିଟ୍ରୀଟ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମ୍ପୂର୍ଣ୍ଣ ରାଜ୍ୟରୁ ସମସ୍ତ ୬୦ ଟି ଯାକ ଶାଖାରୁ ପ୍ରାୟ ୩୦୦ ପ୍ରତିନିଧି ସାମିଲ ରହିଥିଲେ । ମାରୱାଡି ସମ୍ମେଳନର ରାଷ୍ଟ୍ରୀୟ ସମ୍ପାଦକ ସଞ୍ଜୟ!-->…
Read More...
Read More...
ଦିନ ଦ୍ୱିପହର ଡକାୟତିକାଣ୍ଡର ପର୍ଦ୍ଦାଫାଶ,୭ ଗିରଫ
ସମ୍ବଲପୁର: ଗତ ୪ତାରିଖ ଦିନ ଦ୍ୱିପହରରେ ସ୍ଥାନୀୟ ଧନକଉଡ଼ାରେ ଏକ ଡକାୟତି କାଣ୍ଡ ଏଠାରେ ଚହଳ ସୃଷ୍ଟି କରିଥିଲା । ଏହି ଡକାୟତି କାଣ୍ଡର ପର୍ଦ୍ଦାଫାଶ କରିବା ସହିତ ପୁଲିସ ଏଥିରେ ସାମିଲ ୧୦ ଜଣଙ୍କ ମଧ୍ୟରୁ ୭ଜଣଙ୍କୁ ଗିରଫ କରିଛି ଓ ଫେରାର ଅନ୍ୟ ୩ ଜଣଙ୍କୁ ଖୋଜୁଛି । ସମ୍ବଲପୁର ଜିଲ୍ଲା!-->…
Read More...
Read More...
ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ
ପୁରୀ : ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ । ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ସତ୍ୟବାଦୀ ଅଂଚଳରୁ ବଉଳ ଗଛ ଚିହ୍ନଟ କରାଯାଇ କାଠ ଅଣାଯାଏ । ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ ଯାଇ ଗଛ ଚିହ୍ନଟ କରିବା ପରେ ପୂଜା କରିବା ପରେ ଗଛକୁ କଟାଯାଇଥିଲା । ଆଜି!-->…
Read More...
Read More...
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସବ
ପୁରୀ : ଶନିବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଓ ରୁକ୍ମଣୀ ହରଣ ଏକାଦଶୀ । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ପାଳିତ ହୋଇଛି । ସକାଳ ଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ଅନୁଷ୍ଠିତ ହୋଇଥିଲା । ପରେ ମଦନମୋହନ ରତ୍ନ!-->…
Read More...
Read More...
ଶିକାର କରିବା ପଡିଲା ମହଙ୍ଗା, ତିନି ଶିକାରୀ ଗିରଫ୍
ଦଶପଲ୍ଲା : ନୟାଗଡ ଜିଲ୍ଲା ମହିପୁର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଆଜି ଭୋର୍ ସମୟରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଚଢ଼ାଉ କରି ୩ ଜଣ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତ୍ରରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ଶିକାରୀମାନେ!-->…
Read More...
Read More...
ଜଣଙ୍କ ପଟ୍ଟାଜମି ଅନ୍ୟ ଜଣଙ୍କ କବ୍ଜାରେ; ଅଭିଯୋଗ କଲେ ବି ମିଳୁନି ସୁଫଳ, ଅନଶନ ଧମକ
ଫୁଲବାଣୀ: ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ । ପ୍ରଶାସନର ନିର୍ଦ୍ଦେଶ ସତ୍ତେ୍ୱ ଜାଗା ଖାଲି କରୁନି ଜବରଦଖଲକାରୀ ଜଣଙ୍କ । ଖାଲିକରିବାକୁ କହିଲେ ଓଲଟା ଧମକ ଦେଉଛି କୁଆଡେ ଜବରଦଖଲକାରୀ ଜଣଙ୍କ । ଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ । ଅଭିଯୋଗ ପ୍ରକାରେ!-->…
Read More...
Read More...