Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରଜରେ ଓଡିଶା ଛୁଇଁବ ମୌସୁମୀ !
ଭୁବନେଶ୍ୱର : ଆସନ୍ତା ୧୫ କିମ୍ବା ୧୬ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁପାରେ । ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି । ଆଜି ମହାରାଷ୍ଟ୍ର, ଗୁଜୁରାଟ, ବିହାରର କିଛି ଅଂଚଳ ମୌସୁମୀ ଛୁଇଁଛି । ତେଣୁ ପାଣିପାଗ ବିଭାଗର!-->…
Read More...
Read More...
ପାଚିକା ସହାୟିକା ସଙ୍ଘ ପକ୍ଷରୁ ରାଲି ଓ ବିକ୍ଷୋଭ
ଫୁଲବାଣୀ : ବିଭିନ୍ନ ଦାବୀ ପୂରଣ ନେଇ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ ପକ୍ଷରୁ ସୋମବାର ଏକ ରାଲି ମାଦୀକୁନ୍ଦା ଛକରୁ ବାହାରି ବିଜୁ ପଟ୍ଟନାୟକ ଛକ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ପରେ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର!-->…
Read More...
Read More...
ବାଲାଜୀ ଗଣପତି ସୂତାକଳରେ ଶ୍ରମିକ ଅଶାନ୍ତି : ସର୍ବନିମ୍ନ ମଜୁରୀ ଦାବିକରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଏକ ମାତ୍ର ଶିଳ୍ପାନୁଷ୍ଠାନ ଭାବେ ସୋନପୁର ସୂତାକଳ ଦୀର୍ଘଦିନ ହେଲା ଘରୋଇକରଣ ହୋଇ ହସ୍ତାନ୍ତର ହୋଇଥିଲା ବାଲାଜୀ ଗଣପତି ସୂତାକଳକୁ ହେଲେ ସେ ସମୟରେ ଥିବା ସମସ୍ତ ସର୍ତ୍ତକୁ ଜଳାଞ୍ଜଳି ଦେଇ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ଦୀର୍ଘ ଦିନପରେ ମଧ୍ୟ ସମାନ!-->…
Read More...
Read More...
କବି ସୁଷମା ନାୟକଙ୍କର ପୁସ୍ତିକା ସୋରିଷ ଫୁଲ ଲୋକାର୍ପିତ
ଭୁବନେଶ୍ୱର,୧୨/୦୬: କବି ସୁଷମା ନାୟକଙ୍କର କବିତା ପୁସ୍ତକ ‘ସୋରିଷ ଫୁଲ’ ଆଜି ଭୁବନେଶ୍ୱର ଠାରେ ଉନ୍ମୋଚିତ ହୋଇଛି । ଏହି ପୁସ୍ତିକ ଉନ୍ମୋଚନ କରି ଅବସରପ୍ରାପ୍ତ ପ୍ରଧାନ ଆୟୁକ୍ତ ବିଜୟ ମଲ୍ଲିକ ଆମ ଜନ-ଜୀବନ ସହ ଜଡିତ ଅନେକ ପର୍ବ, ପ୍ରକୃତି, ପ୍ରେମ ଆଉ ସମର୍ପଣ ସମ୍ପର୍କରେ ଅତି ଚମତ୍କାର!-->…
Read More...
Read More...
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ୱାରା ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ୱାରା ଆୟୋଜିତ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଫୁଲବାଣୀ ନଗରସ୍ଥ ଗୁଦାରି ନିକଟ ସାଧନ ଅନୁଷ୍ଠାନଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବର ସ୍ୱାଗତ ଭାଷଣରେ ସମାଜସେବୀ ତଥା ପି.ଏଲ.ଭି ମେମ୍ବର ନିରଞ୍ଜନ ପାଣ୍ଡେ ବିଶ୍ୱ ଶିଶୁ!-->…
Read More...
Read More...
ଘୁ ଉଦୟଗିରି ଷ୍ଟାଡିୟମଠାରେ ଏନ୍ଏ ସି ଅଧ୍ୟକ୍ଷାଙ୍କ ଦ୍ୱାରା ପାନୀୟ ଜଳର ବ୍ୟବସ୍ଥା
ଘୁ ଉଦୟଗିରି:୧୯ ବର୍ଷରୁ କମ ବୟସର ବାଳକମାନଙ୍କର ଡବଲ ୱିକେଟ କ୍ରିକେଟ୍ ଜିଲ୍ଲାସ୍ତରୀୟ ଦଳ ପାଇଁ ଖେଳାଳି ଚୟନ ଶିବିରକୁ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରାମତୀ ଭାନୁପ୍ରଭା ମିଶ୍ର ଉଦଘାଟନ କରିଥିଲେ । ଉକ୍ତ ଶିବିରରେ ଜିଲ୍ଲାର ବାଲିଗୁଡା, ରାଇକିଆ, ତୁମୁଡ଼ିବନ୍ଧ,!-->…
Read More...
Read More...
ମଞ୍ଚେଶ୍ୱରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର
ଭୁବନେଶ୍ୱର : ଓଡିଶା ମୋ ପରିବାର ଓ ଅଲ୍ ଓଡିଶା ମିନି ଟ୍ରକ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର କ୍ରୀଡା ଓ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ନୂତନ ଭାବେ ଗଠିତ ଅଲ୍ ଓଡିଶା ମିନି ଟ୍ରକ!-->…
Read More...
Read More...
ବୁଲୁଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଦଶପଲ୍ଲା,୧୨/୬ : - ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ, ଭୋଗବାଡି ଗ୍ରାମପଂଚାୟତର ଆଦିବାସୀ ଅଧ୍ୟୁଷିତ ବୁଲୁଣ୍ଡା ଗ୍ରାମରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଦଶପଲ୍ଲା ଅଂଚଳର ବିଶିଷ୍ଟ ସମାଜସେବୀ ଶ୍ରୀହରି ନାୟକ,!-->…
Read More...
Read More...
ଆସନ୍ତା ୧୪ରେ ପାତାଳି ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନବେଶ
ସୁବର୍ଣ୍ଣପୁର,୧୨/୬- ଆସନ୍ତା ୧୪ତାରିଖ ମଙ୍ଗଳବାର ଦିନ ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା କରାଯିବା ସହ ଗଜାନନ ବେଶ ଅନୁଷ୍ଠିତ କରାଯିବାପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏଥିପାଇଁ ଭୋରସକାଳ ୫ଟାରେ ମଙ୍ଗଳ ଆଳତି,୯ଘଣ୍ଟା ରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ!-->…
Read More...
Read More...
ପଲସର ବାଇକ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର
ଘୁ ଉଦୟଗିରି,୧୨/୬: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ରାଇପଦା ନିକଟ ବୁଲାଣିରେ ଏକ ପଲସର୍ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ବାଇକ ଚାଳକ ଜଣକ ହେଲେ ଅଜୟ ମହାରଣା ବ୍ରହ୍ମପୁର ଲୋଚାପଡାରେ ତାଙ୍କ ଘର । ସେ କଲେକସନ୍ କାମରେ ଘୁ.ଉଦୟଗିରି ଆସି!-->…
Read More...
Read More...