ଦେବୀ ସୀତା ହେବେ କଙ୍ଗନା

0 208

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଦେବୀ ସୀତା ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡିଛି । ଏ ସଂପର୍କରେ ‘ସୀତା – ଏକ ଅବତାର’ ଶୀର୍ଷକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଥିବା ଆଲୋକିକ ଦେଶାଇ ସୋସିଆଲ ମିଡିଆ ମାଧ୍ୟମରେ ଏହା ସ୍ପଷ୍ଟ କରିଛନ୍ତି ନିଶ୍ଚିତ କରିଛନ୍ତି । ଅଲୋକିକ କଙ୍ଗନାଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରି ଏହାର ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ ଯେ, ପୂର୍ବରୁ ସୀତା ଭୂମିକାରେ କରୀନା କାପୁର ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଏହି ସହିତ ଏହି ଭୂମିକା ପାଇଁ ୧୨ କୋଟି ଟଙ୍କା ମାଗିଥିବା ମଧ୍ୟ କୁହାଯାଉଥିଲା । ଆଲୋକିକଙ୍କ ଏହି ଘୋଷଣା ସହିତ ସେହି ସମସ୍ତ ଖବର ସମାପ୍ତ ହୋଇଛି ।

hiranchal ad1
Leave A Reply

Your email address will not be published.

seventeen − two =