ବାବା ରାମଦେବଙ୍କୁ ଧନ୍ୟବାଦ

0 603

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ ବାବା ରାମଦେବଙ୍କ ଯୋଗଦାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଯେତେବେଳେ ଦେଶ ସେବା କଥା ସାମନାକୁ ଆସେ ସେତେବେଳେ ବାବା ରାମଦେବ ସବୁଠାରୁ ଆଗରେ ରହିଥାନ୍ତି । କରୋନା ବିରୁଦ୍ଧରେ ଲଢେଇରେ ତାଙ୍କର ଯୋଗଦାନ ପାଇଁ ଅନେକ କୃତଜ୍ଞତା ।
ଉଲ୍ଲେଖନୀୟ ଯେ କରୋନା ବିରୋଧୀ ଲଢେଇ ପାଇଁ ପତଂଜଳି ଦ୍ୱାରା ୨୫ କୋଟି ଟଙ୍କାର ଧନ ପିଏମ କେୟାର୍ସ ଫଣ୍ଡକୁ ଦେଇଛନ୍ତି ବାବା ରାମଦେବ ।

hiranchal ad1
Leave A Reply

Your email address will not be published.

fifteen − eleven =