ଲକଡାଉନ : ୨୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍ ମୋଦି

0 121

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସର ପ୍ରକୋପ ଓ ଲକଡାଉନ ସ୍ଥିତି ସଂପର୍କରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ପ୍ରଧାନମନ୍ତ୍ରୀ ଆସନ୍ତା ୨୭ ତାରିଖ ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ । ଏହି ଅବସରରେ କରୋନା ସଂପର୍କରେ ରାଜ୍ୟମାନଙ୍କଠାରୁ ତଥ୍ୟ ନେବେ । ସେହିପରି ରାଜ୍ୟ ଓ ଦେଶର ତଥ୍ୟ ଆଧାରକୁ ନେଇ ଆଗାମୀ ରଣନୀତି ସଂପର୍କରେ ଆଲୋଚନା କରିବେ ।

hiranchal ad1
Leave A Reply

Your email address will not be published.

seventeen + 17 =