ଲକଡାଉନରେ ଗଙ୍ଗାର ପାଣି ଏତେ ସଫା ହେଲା ଯେ ଦେଖାଯାଉଛି ତଳର ମାଟି, ଦେଖନ୍ତୁ ଭିଡିଓ

0 182

କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭାରତରେ ୩ମଇ ଯାଏ ଲକଡାଉନ ଘୋଷଣା କରାଯାଇଛି । ପିଏମ୍ ମୋଦି ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି । ଯେଉଁଥି ପାଇଁ ଗଙ୍ଗାର ପାଣିରେ ମଧ୍ୟ ସୁଧାର ଆସିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପର୍ଯ୍ୟବରଣ ବୋର୍ଡରୁ କହିବା ଅନୁଯାୟୀ ପୂର୍ବ ଅପେକ୍ଷା ଗଙ୍ଗା ଏବେ ଆବର୍ଜନାମୁକ୍ତ ହୋଇଛି ।

hiring

ଯେଉଁଥି ପାଇଁ ଗଙ୍ଗାର ପାଣି ଅଧିକ ସ୍ୱଚ୍ଛ ଓ ନୀଳ ରଙ୍ଗର ଦେଖାଯାଉଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପବିତ୍ର ଗଙ୍ଗୀ ନଦୀ ଏତେ ସଫା ହୋଇଛି ଯେ, ପାଣି ତଳର ମାଟି ଦେଖାଯାଉଛି ।

hiranchal ad1
Leave A Reply

Your email address will not be published.

15 + 1 =