ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ କଣ୍ଟାବାଞ୍ଜି ଏସବିଆଇ ଶାଖା ପକ୍ଷରୁ ସଚେତନ ରାଲି

କଣ୍ଟାବାଞ୍ଜି : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କା ଅମୃତ ମହୋତ୍ସବ ଅଗଷ୍ଟ ମାସ ୧୩ ରୁ ୧୫ ଚାଲିଥିବା ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ନାରାକୁ ରାଲି ମାଧ୍ୟମରେ ଜନ ସଗେତନତା କରିଛନ୍ତି କଣ୍ଟାବାଞ୍ଜି ଏସବିଆଇ ମୁଖ୍ୟ ଓ ସହାୟକ ଶାଖା ସମୂହ, ଏସବିଆଇ ଲୋଗୋ ରହିଥିବା ବ୍ୟାନର,…
Read More...

ଦେଶର ଭାଇଚାରାକୁ ସୁଦୃଢ କରେ ହର୍‌ ଘର ତ୍ରିରଙ୍ଗା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ହର୍‌ ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତମାତାର…
Read More...

ସ୍ୱର୍ଣ୍ଣିମ ଭବନଠାରେ ଆଲୌକିକ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର: ଈଶ୍ୱର ଏକ ସେ ହେଲେ ରକ୍ଷାକାରୀ । ସମସ୍ତଙ୍କୁ ସ୍ନେହର ଡୋରୀରେ ବାନ୍ଧିବା ପାଇଁ ହିଁ ଏଭଳି ପର୍ବର ଆୟୋଜନ ହୋଇଥାଏ । ଏହି ପର୍ବ କେବଳ ଭାଇ ଓ ଭଉଣୀଙ୍କ ମଧ୍ୟରେ ସୀମିତ ନରହି ସମସ୍ତ ପ୍ରକାର ସମ୍ପର୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସୁରକ୍ଷା କବଚର ଉତ୍ସବ ଭାବରେ ସବୁ ଆଡେ ପାଳିତ…
Read More...

ଜିଏମୟୁରେ ଗଙ୍ଗାଧର ମେହେର ଜୟନ୍ତୀ

ସମ୍ବଲପୁର: ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜନ୍ମ ଜୟନ୍ତୀ ଅବସରରେ ଏକ ସ୍ମାରକୀ ବକ୍ତୃତା ଆୟୋଜିତ ହୋଇଥିଲା । ଏଥିରେ ପ୍ରୋ ଚିନ୍ତାମଣି ଭାରତୀ ସ୍ୱଭାବ କବି ରଚିତ "ପ୍ରଣୟ ବଲ୍ଲରୀ" ମହାକାବ୍ୟର ବିଭିନ୍ନ ଦିଗରୁ ଆଲୋଚନା ସହିତ…
Read More...

ଗଜପତିରେ ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମା ପର୍ବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହ ଜିଲ୍ଲାର ପୁର ପଲ୍ଲୀରେ ଆନନ୍ଦ ଉଲ୍ଲାସରେ ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ପର୍ବ ଘରେ ଘରେ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପାଳିତ ହୋଇଯାଇଛି । ବଳଭଦ୍ରଙ୍କ ଜନ୍ମ ପବିତ୍ର ରକ୍ଷା…
Read More...

ବୃତ୍ତଗ ନଦୀରେ ଭାସିଯାଇ ଜଣେ ମୃତ

ଦଶପଲ୍ଲା : ଦଶପଲ୍ଲା ପଶ୍ଚିମାଞ୍ଚଳ ବାଣୀଗୋଛା ଥାନା ଅନ୍ତର୍ଗତ ଗୁଣ୍ଡୁରୀବାରୀ ଗ୍ରାମର ଉଦ୍ୟନାଥ ଜାନୀ (ପେଟୁ) ଗତକାଲି ଅପରାହ୍ନରେ ନିକଟସ୍ଥ ବୃତ୍ତଗ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ନଦୀର ପ୍ରଖର ସୁଅରେ ଭାସିଯାଇଥିଲେ । ଖବରପାଇ ଗ୍ରାମବାସୀ ଓ ଆତ୍ମୀୟସ୍ୱଜନ ଗତକାଲି ରାତିସାରା ଖୋଜାଖୋଜି…
Read More...

ବାଲିଗୁଡ଼ାରେ ଏସବିଆଇ ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍‌ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ହରିଶଙ୍କରରେ ସିଆରପିଏଫ୍‌ର ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ, ବାଣ୍ଟିଲେ ଜାତୀୟ ପତାକା

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କରଠାରୁ ହରିଶଙ୍କର ଠାରେ ଅବସ୍ଥାପିତ ସିଆରପିଏଫ ୧୮୯/ଏ ବାଟାଲିୟନ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଗୁରୁବାର ଶୁଭାରମ୍ଭ ହୋଇଯାଇଛି । କମାଣ୍ଡାଣ୍ଟ ପବନ କୁମାର…
Read More...

ପୂର୍ବତନ ଟ୍ରେଜେରୀ ଆକାଉଣ୍ଟାଣ୍ଟଙ୍କୁ ୩ ବର୍ଷ ଜେଲ ଓ ଜରିମାନା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଏକ ଲାଞ୍ଚ ମାମଲାର ବିଚାର କରି ପୂର୍ବତନ ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଆକାଉଣ୍ଟାଣ୍ଟ ଓ ବର୍ତ୍ତମାନର ସବ ଟ୍ରେଜେରୀ ଅଫିସ ବାଲିଗୁଡାରେ କାର୍ଯ୍ୟରତ ନାରାୟଣ ମଲ୍ଲିକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଠାରେ ଅନୁଷ୍ଠିତ ହେଲା ରକ୍ଷା ବନ୍ଧନ ଓ ଗୋପୂଜନ ଉତ୍ସବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଓ ଗୋପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳେ ଶିଶୁମାନଙ୍କ ଦ୍ୱାରା ରକ୍ଷାବନ୍ଧନ, ଗୋପୂଜନ, ଦୀପ ପ୍ରଜ୍ୱଳନ, ସମସ୍ତ ଗୁରୁଜୀ ଗୁରୁମା ଫୁଲବାଣୀ ସହରର ପ୍ରତ୍ୟେକ ୱାର୍ଡର ବିଭିନ୍ନ…
Read More...