ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ତ୍ରିରଙ୍ଗା ଧରିବେ ସିନ୍ଧୁ
ନୂଆଦିଲ୍ଲୀ: ଅଲିମ୍ପିକ୍ ଚାମ୍ପିଅନ୍ ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ର ଉଦଘାଟନୀ ସମାରୋହରେ ଭାରତୀୟ ଦଳର ଧ୍ୱଜାବାହକ(ତ୍ରିରଙ୍ଗା ଧାରକ)ଭାବରେ ନିଯୁକ୍ତ ହୋଇଛନ୍ତି । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ!-->…
Read More...
Read More...