ସୁବର୍ଣ୍ଣପୁର ଜିଲ୍ଲା ଗ୍ରନ୍ଥାଗାରରେ ଯୁବାବର୍ଗଙ୍କ ପାଇଁ କ୍ୟାରିଅର କାଉନସେଲିଂର ଦ୍ୱିତୀୟ ବୈଠକ
ସୁବର୍ଣ୍ଣପୁର: ଜିଲ୍ଲାର ଯୁବାବର୍ଗଙ୍କ ଉନ୍ନତ ଭବିଷ୍ୟତ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଜିଲ୍ଲାର ସଂସ୍କୃତି ଭବନରେ ସ୍ଥାପିତ ନୂତନ ଜିଲ୍ଲା ଗ୍ରନ୍ଥାଗାରରେ କ୍ୟାରିଅର କାଉନସେଲିଂର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ!-->…
Read More...
Read More...