ଅଭିନେତ୍ରୀ ଶ୍ୱେତା ତିୱାରୀ ଭର୍ତ୍ତି ହେଲେ ମେଡିକାଲରେ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କୁ ଦୁର୍ବଳତା ଓ ଲୋ ବ୍ଲଡ ପ୍ରେସର କାରଣରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ୱେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଅଭିନେତ୍ରୀ ଲଗାତାର ନିଜର ବ୍ୟସ୍ତବହୁଳ କାମରେ ବ୍ୟସ୍ତ ହେବା କାରଣରୁ ଶରୀରକୁ ଯଥେଷ୍ଟ ଆରାମ ଦେଇନଥିଲେ । ଏହି!-->…
Read More...
Read More...