କଟକରେ ଦିନ ୨ଟା ପରେ ଦୋକାନ ବନ୍ଦ
କଟକ : କରୋନା ସଂକ୍ରମଣ ରାଜ୍ୟ ତଥା ଦେଶରେ ହୁହୁ ହୋଇ ବଢୁଥିବା ବେଳେ ଏହାର ପ୍ରଭାବ କଟକ ସହରରେ ମଧ୍ୟ ପଡିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଠାରୁ କଟକ ସହରରେ ଦିନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ନିଷ୍ପତ୍ତି କଟକ ବଣିକ ସଂଘ ନେଇଥିବା ଜଣାପଡିଛି । ନିଷ୍ପତ୍ତି!-->…
Read More...
Read More...