ହୃଦଘାତରେ ଆଇନଜୀବୀଙ୍କ ପରଲୋକ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମର ଆଇନଜୀବୀ ସୁଶାନ୍ତ ମାଝୀ(୫୨)ଙ୍କ ହୃଦଘାତରେ ଗୁରୁବାର ମୃତ୍ୟୁ ହୋଇଥିବା ଜଣାପଡିଛି ।ସଂର୍ପକିୟଙ୍କ କହିବାନୁଯାଇ ଗୁରୁବାର ସକାଳେ କୁସଙ୍ଗ ଛକରୁ ସୁଶାନ୍ତ ଚା’ ପିଇବା ପରେ ସ୍ଥାନିୟ ଲୋକମାନଙ୍କ ସହ ଥଟାମଜା ହୋଇଥିଲେ ।!-->…
Read More...
Read More...