ଏଣିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଅକ୍ସିଜେନ ପ୍ଲାଣ୍ଟ

ନୂଆଦିଲ୍ଲୀ: ଏଣିକି ଦେଶର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠା ହେବ ଅକ୍ସିଜେନ ପ୍ଲାଣ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଅକ୍ସିଜେନର ଅଭାବକୁ ଦେଖି ପ୍ରଧାନମନ୍ତ୍ରୀ ଏଭଳିି ବଡ଼ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର
Read More...

ମନ୍ଦିର ବନ୍ଦ ରହିଲେ ବି ମିଳିବ ମହାପ୍ରସାଦ

ପୁରୀ : ଭକ୍ତମାନଙ୍କ ପାଇଁ ଏକ ଖୁସୀ ଖବର । କରୋନା ସଂକ୍ରମଣ ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିଲେ ବି ଭକ୍ତମାନେ ମହାପ୍ରସାଦ ପାଇପାରିବେ ।ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଆଜି ଏହା ଜଣାଇଛନ୍ତି । ସଂକ୍ରମଣ ବଢୁଥିବାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ
Read More...

ପ୍ରେରଣାର ଉତ୍ସ : ୭୭ ବର୍ଷ ବୟସରେ ବି ମାସକୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

ଅହମଦାବାଦ : ଦୃଢ ସଂକଳ୍ପ, ନିଷ୍ଠା ଓ ସକରାତ୍ମକ ବିଚାରଧାରା ଥିଲେ କୌଣସି କାର୍ଯ୍ୟ ଅସାଧ୍ୟ ହେବନି । ବୟସ ବି ତା ପାଖରେ ହାର ମାନିବ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଉର୍ମିଲା ଜମୁନାଦାସ । ପ୍ରେରଣାର ଉତ୍ସ ପାଲଟିଛନ୍ତି ଏହି ୭୭ ବର୍ଷିୟ ମହିଳା । ୭୭ ବର୍ଷ ବୟସରେ ବି ତାଙ୍କଠାରେ ଯେଉଁ
Read More...

ଧର୍ମେନ୍ଦ୍ରଙ୍କ ସଂପର୍କରେ ଏଭଳି ଖୁଲାସା କଲେ ଜୟାପ୍ରଦା, ରିଲ୍‌ ରୋମାନ୍ସ ବେଳେ ଝାଳେଇ ଯାଉଥିଲେ

ଭେଟେରାନ୍‌ ଅଭିନେତ୍ରୀ ଜୟା ପ୍ରଦା ଟିଭି ରିଅଲିଟି ଗୀତ ଶୋ 'ଇଣ୍ଡିଆନ୍‌ ଆଇଡଲ୍‌ ୧୨'ର ଶେଷ ଏପିସୋଡରେ ଏକ ବିଶେଷ ଅତିଥି ଭାବରେ ଯୋଗଦେଇଥିଲେ । ଶୋ’ର ଏହି ଏପିସୋଡରେ ସେ ବିଚାରପତି ବିଶାଲ ଦାଦଲାନି, ହିମେଶ ରେଶମିଆ, ହୋଷ୍ଟ ଜୟ ଭାନୁଶାଲି ଏବଂ ସମସ୍ତ ପ୍ରତିଯୋଗୀଙ୍କ ସହ ଥଟ୍ଟା କରିଥିଲେ ।
Read More...

ଏହି ଗୁଣଧାରୀ ପୁରୁଷମାନେ ଭଲ ପିତା ହୋଇପାରିବେ

ଯେଉଁ ପୁରୁଷମାନଙ୍କ ପାଖରେ ସାହସ,ରୋମାଞ୍ଚ ଏବଂ ଜିତିବାର ସାମର୍ଥ୍ୟ ଥାଏ,ସେମାନେ ଭଲ ପିତା ହୋଇ ପାରିଥାନ୍ତି । ଓହିଓ ଷ୍ଟେଟ ୟୁନିଭରସିଟି ଦ୍ୱାରା ହୋଇଥିବା ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି । ଗବେଷକମାନେ ଦାବି କରିଛନ୍ତି ଯେ ଏହି ଗୁଣଗୁଡ଼ିକ ପିତାମାତାଙ୍କ ଆଚରଣକୁ ସକରାତ୍ମକ କରିବାରେ
Read More...

ଟସ୍‌ ଜିତିଲା ଟେନ୍ନାଇ, ବୋଲିଂ କରିବ ଆର୍‌ସିବି

ମୁମ୍ବାଇ : ଆଜି ଅନୁଷ୍ଠିତ ହେବାକୁ ଥିବା ଆଇପିଏଲର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଦଳର ଅଧିନାୟକ ମହେନ୍ଦ୍ର ସିଂ ଟସ୍‌ ଜିତିବା କ୍ଷଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ ଏକାଦଶରେ ମୋଇନ ଅଲ୍ଲୀଙ୍କ
Read More...

ବିଶ୍ୱର ୫୩ % ଟିକା ଧନୀ ଦେଶଙ୍କ ହାତରେ

ନୂଆଦିଲ୍ଲୀ : କରୋନା ମହାମାରୀ ହେତୁ ବିଶ୍ୱକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗ ହେଉଛି ସେହି ଦେଶଗୁଡିକର, ଯେଉଁମାନଙ୍କର ଜନସଂଖ୍ୟା ତୁଳନାରେ ଅନେକ ଗୁଣ ଅଧିକ ଡୋଜ ଅଛି । କାରଣ ସେହି ଦେଶଗୁଡିକ ବହୁତ ଧନୀ । ଦ୍ୱିତୀୟ ଭାଗ ହେଉଛି ଏହିପରି ଦେଶଗୁଡିକର, ଯେଉଁମାନେ
Read More...

ଠୁମ୍‌କା ଲଗାଇଲେ ନାୟିକା, ରୁଜୁହେଲା ୨୦୦ ମାମଲା

ପାଟନା : କରୋନାର ମୁକାବିଲା ପାଇଁ ନାଇଟ କର୍ଫ୍ୟୁ,ଲକଡାଉନ ଓ ସଟ ଡାଉନ ଲାଗୁ ହୋଇଛି । କିନ୍ତୁ ଏହାକୁ କେହି ମାନୁ ନାହାନ୍ତି । ଏପରିକି,ନେତା ଓ ସରକାରୀ ଅଫିସର ମଧ୍ୟ ଏହାର ଧଜ୍ଜିଆ ଉଡ଼ାଉଛନ୍ତି । କରୋନାକୁ ନେଇ ଅନ୍ୟମାନେ ବିବ୍ରତ ଥିବା ବେଳେ ଏଭଳି କିଛି ଲୋକ ପାର୍ଟି,ମଉଜମସ୍ତି ଓ
Read More...

ସୁପ୍ରିମକୋର୍ଟର ବିଚାରପତିଙ୍କ ପରଲୋକ

ନୂଆଦିଲ୍ଲୀ : ଶନିବାର ଦିନ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ମୋହନ ଏମ ଶାନ୍ତନାଗୌଡାରଙ୍କ ପରଲୋକ ହୋଇଯାଇଛି । ହରିୟାଣାର ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ୬୨ ବର୍ଷିୟ ଶାନ୍ତନାଗୌଡାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଫୁସ୍‌ଫୁସ ରୋଗରେ ପୀଡିତ ଥିଲେ ଏବଂ ନିମୋନିଆରେ ସଂକ୍ରମିତ
Read More...

ଲଙ୍କା ମିନାର : ଯେଉଁଠିକୁ ଭାଇଭଉଣୀ ଏକାଠି ଯାଇପାରିବେନି, ଜାଣନ୍ତୁ ଏହାର କାରଣ

ଉତ୍ତରପ୍ରଦେଶର ଜାଲାଉନ୍ ଜିଲ୍ଲାର କଲପି ନାମକ ଏକ ସ୍ଥାନ ଅଛି ଯେଉଁଠାରେ ଲଙ୍କା ମିନାର ନାମକ ଏକ ଟାୱାର ଅଛି ଯାହା ମଥୁରା ପ୍ରସାଦ ଦ୍ୱାରା ନିର୍ମିତ ହୋଇଥିଲା । ପ୍ରାୟ ୨୧୦ ଫୁଟ ଉଚ୍ଚରେ ଥିବା ଏହି ଟାୱାରକୁ ଯାଇ ଆପଣ ଦେଖିପାରିବେ ଯେ ରାବଣ ଏବଂ ତାଙ୍କ ପରିବାରର ପ୍ରତିମୂର୍ତ୍ତି ସ୍ଥାପିତ
Read More...