ପଞ୍ଚମ ଖଲିଆପାଲି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୌଦ୍ଧ,୨୬/୧୨ - ଜୟ ବଜରଙ୍ଗବାଲି କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ପଞ୍ଚମ ଖଲିଆପାଲି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଉଦଯାପନୀ ଦିବସରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ପୁରୁଣାପାଣି ଓ କିରାସିରା କ୍ରିକେଟ୍ ଟିମ ମଧ୍ୟରେ
Read More...

ଋଷିବନ୍ଧ ଗ୍ରାମରେ ପାରମ୍ପରିକ ଚୁଡା ଖାଇ ଯାତ୍ରା ପାଳିତ

ବୌଦ୍ଧ,୨୬/୧୨ - ବୌଦ୍ଧ ବ୍ଲକ୍ ମନୁପାଲି ଗ୍ରାମ ପଞ୍ଚାୟତ ଋଷିବନ୍ଧ ଗ୍ରାମରେ ପବିତ୍ର ଚୁଡାଖାଇ ଯାତ୍ରା ପାରମ୍ପରିକ ରୀତି ନୀତି ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି l ଗତ ଗୁରୁବାର ଦିନ ପୂଜାର୍ଚ୍ଚନା ପରେ ମା ମହେଶ୍ୱରୀ ଓ ଖମ୍ବେଶ୍ବରୀଙ୍କ ଛାତ୍ରକୁ ପୂଜାର୍ଚ୍ଚନା ପରେ ଚୁଡା ଖାଇ ଡଙ୍ଗରକୁ ନିଆ
Read More...

ଦୁଇ ଟ୍ରକ ମଧ୍ୟରେ ଧକ୍କା, 2 ଗୁରୁତର

ବୌଦ୍ଧ,୨୫/୧୨- ଆଜି ସନ୍ଧ୍ୟା ପ୍ରାୟ 5 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ମନମୁଣ୍ଡା ଥାନା ନୂଆପାଲି ନିକଟରେ ଗୋଟିଏ ଟ୍ରକ ପଛରେ ଆଉ ଗୋଟିଏ ଟ୍ରକ ଧକ୍କା ଦେବାରୁ 2 ଜଣ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ସୋନପୁର ପଟରୁ ବୌଦ୍ଧ ଆଡକୁ ପାଖାପାଖି
Read More...

ଦିଲ୍ଲୀରେ ଭୂମିକମ୍ପ

ନୂଆଦିଲ୍ଲୀ: ଶୁକ୍ରବାର ପ୍ରତ୍ୟୁଷରେ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରେ ନିମ୍ନ-ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସ୍‌ନାଲ୍ ସେଣ୍ଟର୍ ଫର୍ ସିସ୍‌ମୋଲୋଜି କହିବା ଅନୁସାରେ,ଭୋର୍ ୫.୦୨ରେ ସଙ୍ଘଠିତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୨.୩ ବୋଲି ରିକ୍ଟର୍ ସ୍କେଲ୍‌ରୁ ଜଣାପଡିଛି ।
Read More...

ଭାରତରେ ନୂଆ କରୋନା ଭାଇରସ୍ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ନୂଆ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଭାରତରେ ଠାବ ହୋଇଛି । ପ୍ରଥମେ ଏହା ବ୍ରିଟେନ୍‌ରେ ଠାବ ହୋଇଥିଲା ଏବଂ ଏବେ ପ୍ରାୟ ୧୨ଟି ଦେଶକୁ ବ୍ୟାପିଗଲାଣି । ଭାରତରେ ଆଜି ନୂଆ ଭାଇରସ୍ ଚିହ୍ନଟ ହେବାପରେ କେତେକ ଜରୁରୀ ସତର୍କତା ପଦକ୍ଷେପ
Read More...

ପିଏମ୍‌-କିଷାନ୍ ଯୋଜନା : ୯କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮,୦୦୦ କୋଟି

ନୂଆଦିଲ୍ଲୀ: ‘ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି’ ଯୋଜନାର ପରବର୍ତ୍ତୀ କିସ୍ତି ଭାବେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ କୋଟି କୃଷକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୧୮,୦୦୦ କୋଟି ଟଙ୍କା ରିଲିଜ୍ କରିଛନ୍ତି । ଗତ ପ୍ରାୟ ଏକ ମାସ ହେବ କୃଷକମାନେ କୃଷି ଆଇନ ବିରୋଧରେ
Read More...

୮୪୧ବ୍ରିଟେନ ଫେରନ୍ତାଙ୍କ ପତ୍ତା ମିଳୁନି

ଅମୃତସର: ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ଭାରତ ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଚଳାଚଳକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି । ହେଲେ ବିମାନ ଉଡାଣ ଉପରେ ରୋକ ଲାଗିବା ପୂର୍ବରୁ ବ୍ରିଟେନରୁ ଭାରତ ଆସିଥିବା ସମସ୍ତ ଯାତ୍ରୀଙ୍କୁ
Read More...

୨୭ରୁ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ : ଆଇପିଏସ୍‌ଙ୍କ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ବିପିନ ରାୱତ ସମ୍ବୋଧିତ କରିବେ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ୬୨ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଭାରତର ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ଜେନେରାଲ ବିପିନ୍ ରାୱତ ଆଇପିଏସ୍‌ମାନଙ୍କୁ ସମ୍ବୋଧିତ କରିବେ । ଏହା ବ୍ୟତୀତ ଇଣ୍ଟରପୋଲର
Read More...

ବିଜେଡିର ନୂଆ ମିଡିଆ ଟିମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଡ. ଅଚ୍ୟୁତ ସାମନ୍ତ ହେଲେ ଜାତୀୟ ମୁଖପାତ୍ର

ଭୁବନେଶ୍ୱର: ବିଜୁଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ନୂଆ ମିଡିଆ ଟିମ୍‌କୁ ଅନୁମୋଦନ ଦେଇଛନ୍ତି । ଦଳୀୟ ପ୍ୟାଡରେ ଗଣମାଧ୍ୟମ ବ୍ୟାପାର ବୁଝୁଥିବା ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଜାତୀୟ ମୁଖପାତ୍ର ଭାବେ
Read More...

ସୁରେଶ ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ, ଅସିତ ଓ ପ୍ରଦୀପଙ୍କୁ ମିଳିଲା ଏହି ଦାୟିତ୍ୱ

ଭୁବନେଶ୍ୱର: ବଡଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସେହିଭଳି ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପଦରେ ଥିବା ଅସିତ୍ ତ୍ରିପାଠୀଙ୍କୁ ପଶ୍ଚିମ
Read More...