ଭକ୍ତି ଓ ନିଷ୍ଠାର ସହ ପୁଅ ଜୀଉନ୍ତିଆ ଓଷା ପାଳିତ

ବୌଦ୍ଧ,୧୧/୯ - ବୌଦ୍ଧ ସହର ସମେତ ଜିଲ୍ଲାର ପୁରପଲ୍ଲୀରେ ପୁଅ ଜୀଉନ୍ତିଆ ଓଷା ପାଳିତ ହୋଇଯାଇଛି । ପୁଅ ମାନଙ୍କର ମଙ୍ଗଳ କାମନା କରି ମା’ ମାନେ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରେ ନିର୍ଜଳା ଉପବାସ କରି ଏ ବ୍ରତ ପାଳନ କରିଥାଆନ୍ତି । ୧୦୮ ଚାଉଳ, ଦୁବ ସହ ବିଭିନ୍ନ ପ୍ରକାର ଫଳ ଓ ଜୁଗାର ଭୋଗ
Read More...

ବିଭିନ୍ନ ଶକ୍ତିପୀଠରେ ଷୋହଳ ପୂଜା ଆରମ୍ଭ

ବୌଦ୍ଧ,୧୧/୯ - ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରେ ଶାରଦୀୟ ଷୋହଳ ପୂଜା ଗତକାଲିର ମୂଳାଷ୍ଟମୀ ରାତିରୁ ଆରମ୍ଭ ହୋଇ ଯାଇଛି । ପୁରୁଣା କଟକ ଠାରେ ବିରାଜିତ ଶ୍ରୀ ଶ୍ରୀ ମା ଭୈରବୀ ଦେବୀଙ୍କ ପୀଠ ସମେତ ଜିଲ୍ଲାର କୋଣେ ଅନୁକୋଣେ ଥିବା ବିଭିନ୍ନ ଖମ୍ବେଶ୍ୱରୀ ଓ ମାହେଶ୍ୱରୀଙ୍କ ପୀଠରେ
Read More...

ସଡକ ଦୁର୍ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ

ବୌଦ୍ଧ,୧୦/୯ - ଆଜି ସନ୍ଧ୍ୟାରେ ଚାରିଛକ - କୁଶଙ୍ଗ ରାସ୍ତାର ବାଇଶି ପଡା ନିକଟରେ ବାଇକ ଦୁର୍ଘଟଣା ଘଟି ମହାଲିକ ପଡା ପଂଚାୟତ ନିର୍ବାହୀ ଅଧିକାରୀ ପ୍ରଦତ୍ତ ଭୋକ୍ତା (48)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମହାଲିକ ପଡା ପଂଚାୟତ କାର୍ଯ୍ୟାଳୟରୁ ନିଜ କାମ ସାରି ସେ
Read More...

ବୌଦ୍ଧ : ନିର୍ମାଣ ହେବ 300 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା

ବୌଦ୍ଧ,୧୦/୯- ମୋ ସରକାର ଯୋଜନାରେ ବୌଦ୍ଧ ସହର ପୁରୁଣା ଜେଲ୍ କୋଠା ପରିସରରେ ଗୋଟିଏ 300 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓ ରୋଗୀଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ବିଶ୍ରାମ କକ୍ଷ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି l ଏଥିପାଇଁ ଗତ 4 ତାରିଖ ଦିନ ଅପରାନ୍ହ 5 ଘଣ୍ଟା ସମୟରେ
Read More...

କୋଟଗଡରେ ହନୁମାନ ପାହାଡ଼କୁ ଖୋଳି ଘର କରିବାକୁ ପ୍ରୟାସ : ବଜରଙ୍ଗ ଦଳର ବିରୋଧ ପରେ,ଗୋଟିଏ ଜେସିବି ଓ ଟ୍ରାକ୍ଟରକୁ ଜବତ…

କନ୍ଧମାଳ/କୋଟଗଡ:-କୋଟଗଡ ଭହା ବଜାର ନିକଟରେ ଏକ ପାହାଡ଼ ରେ ବହୁ ବର୍ଷ ଧରି ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇ ହନୁମାନ ବାଟିକା କମିଟି ତତ୍ୱବଧାନରେ ଉକ୍ତ ପାହାଡ଼ର ରକ୍ଷଣାବେକ୍ଷଣ ଚାଲିଛି ଏବଂ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ନିମନ୍ତେ ସରକାରୀ ସାହାଯ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟ କ୍ରମେ
Read More...

ବିଶ୍ୱକର୍ମା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବୌଦ୍ଧ /ବାଉଁଶୁଣୀ,୧୦/୯- ଆସନ୍ତା ସଂକ୍ରାନ୍ତି ଦିନ ବାଉଁଶୁଣୀଠାରେ ମା ମାହେଶ୍ୱରୀ ଗାଡିଚାଳକ ସଂଘ ତରଫରୁ ବିଶ୍ୱକର୍ମା ପୂଜା ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପାଳିତ ହେବ ସେଥିପାଇଁ ଆଜି ସକାଳେ ଶୁଭ ଖମ୍ବ ସ୍ଥାପନ କରାଯାଇଛି । ଆୟୋଜିତ ସ୍ୱତନ୍ତ୍ର ପୂଜାରେ ମା ମାହେଶ୍ୱରୀ ଗାଡି ଚାଳକ ସଂଘ
Read More...

ବୌଦ୍ଧ : ନିର୍ମାଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା

ବୌଦ୍ଧ,୧୦/୯ - ମୋ ସରକାର ଯୋଜନାରେ ବୌଦ୍ଧ ନିକଟ ଲାଣ୍ଡିବନ୍ଧ ନିକଟରେ ଗୋଟିଏ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓ ରୋଗୀଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ବିଶ୍ରାମ କକ୍ଷ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ଏଥିପାଇଁ ଗତ ୪ ତାରିଖ ଦିନ ଅପରାହ୍ନ ୫ ଘଣ୍ଟା ସମୟରେ ବୌଦ୍ଧ
Read More...

ସମ୍ବଲପୁର ଜିଲ୍ଲାରେ ନୂଆ ୧୦୪ ପଜିଟିଭ ଚିହ୍ନଟ : କରୋନା ସଂକ୍ରମଣ ପୁନଶ୍ଚ ବୃଦ୍ଧି ଚିନ୍ତା ବଢାଉଛି

ସମ୍ବଲପୁର : ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ନୂଆ କରୋନା ପଜିଟିଭ ଭାବରେ ୧୦୪ ଜଣଙ୍କୁ ଚିହ୍ନଟ କରାଯାଇଛି, ଯାହାକି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ବିଗତ ପ୍ରାୟ ସପ୍ତାହେରୁ ଅଧିକ ଦିନ ହେଲା ଏହି ସଂଖ୍ୟା ୧୦୦ ତଳେ ରହି ଆସୁଥିଲା, କିନ୍ତୁ ଆଜି ଏହା ହଠାତ ଶତାଧିକ ହୋଇଥିବାରୁ
Read More...

ରାଜ୍ୟରେ ପୁଣି ୩୯୯୧ ପଜିଟିଭ ଚିହ୍ନଟ, ଆଉ ୧୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୩୯୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୯୧୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ବୌଦ୍ଧ : ଥମିବାର୍ ନା ଧରୁନାହିଁ କରୋନା, ଆଜି ୪୧ ପଜିଟିଭ ଚିହ୍ନଟ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପ୍ରତିଦିନ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିନ୍‌ହଟ ହେବା ଚିନ୍ତାର ବିଷୟ ପାଲଟିଛି । କରୋନା ଥମିବାର୍ ନାମ ଧରୁନାହିଁ । ଆଜି ପୁଣି ଜିଲ୍ଲାର ବିଭିନ୍ନ ଅଂଚଳରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା
Read More...