ଗଜପତିରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ
ପାରାଳଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ଚାରି ଜଣ,ଆର ଉଦୟଗିରି ବ୍ଳକରୁ ଜଣେ,ମୋହନା ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି ।ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ କିଛି ଜଣଙ୍କୁ ହୋମ!-->…
Read More...
Read More...