ପାରଳାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିସଦ ପକ୍ଷରୁ ଆଜି ଶ୍ରମିକ କଲ୍ୟାଣ ଯୋଜନାରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ହିତାଧିକାରୀଙ୍କୁ 1500 ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ପାରଳା ପୌରପରିସଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ
Read More...

ପୋଲିସ ଡ଼ିଜିପିଙ୍କ ଭଦ୍ରକ ଗସ୍ତ

ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ ରେ ଭଦ୍ରକ ସହର କୁ ଗତ 3 ତାରିଖ ରାତି 8 ରୁ ଆଜି ରାତି 8 ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି. ତେବେ ଭଦ୍ରକ ସହରରେ ସଟ ଡାଉନ ସ୍ଥିତି ର ସମୀକ୍ଷା ପାଇଁ ଭଦ୍ରକ ରେ ପହଞ୍ଚିଛନ୍ତି ଡ଼ିଜିପି ଅଭୟ. ସେ ପ୍ରଥମେ ଭଦ୍ରକ ରେ ପହଞ୍ଚି ଜ଼ିଲ୍ଲା ପୋଲିସ
Read More...

ବୌଦ୍ଧରେ ଚାଞ୍ଚଲ୍ୟ : କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କୁସଙ୍ଗ ରେଞ୍ଜ ନିକଟରେ ନୟାଗଡ ମହାନଦୀ ବନ୍ୟପ୍ରାଣୀ ସଂରକ୍ଷଣ ଜଙ୍ଗଲରେ ଆଜି ଏକ କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ନୂଆପଡା ଗ୍ରାମ ନିକଟସ୍ଥ ଲେଦେରାକେନ୍ଦୁ ବିଟ୍ ଜଙ୍ଗଲରେ ଏହି ବାଘର ମୃତ୍ୟୁ ଘଟିଛି । ଆଜି
Read More...

ଦିବ୍ୟାଙ୍କୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରି ହୋଇଯାଇଥିଲା ନିସ୍ତବ୍ଧ

୧୯୯୩ ମସିହା ଅପ୍ରେଲ୍ ମାସ ୫ ତାରିଖ । ହଠାତ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୁଭିଲା ଶୋକର ପଦଧ୍ୱନୀ । ବୁଝୁବୁଝୁ କଣ ନା ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଦାଡ଼ିର ଚୁଲବୁଲି ହିରୋଇନ୍ ଦିବ୍ୟା ଭାରତୀ ତାଙ୍କ ବାସଭବନର ୫ମ ମହଲାରୁ ପଡ଼ି ପ୍ରାଣ ହରାଇଛନ୍ତି । ଏହା ଶୁଣି ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରି ତାଜୁବ୍
Read More...

ଲକ୍‌ଡାଉନ୍ ସମ୍ପର୍କିତ ଆଲୋଚନା କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳ ଅନୁପମ ଶାହା ଆଜି ଗୁମ୍ମା ବ୍ଲକ ଅଚାନକ ଗ୍ରସ୍ତ କରି ବ୍ଲକରେ କରୋନା ଭାଇରସର କଡ଼ା ମୁକାବିଲା କରାଯିବା ନେଇ ଲକ୍‌ଡାଉନ୍ କିଭଳି କାର୍ଯ୍ୟକାରୀ କରାଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେଠାରେ ଜିଲ୍ଲାପାଳ ଅନୁପମ ଶାହା, ବିଡ଼ିଓ ନଟବର ଗରଡ଼ାଙ୍କ
Read More...

ଗୋଷ୍ଠୀ ସଂକ୍ରମଣ ଡର ହଟିଛି : ସରକାରୀ କଟକଣା ନମାନିଲେ ଆହୁରି ଅଧିକ କଠୋର ନିଷ୍ପତ୍ତି ନିଆଯାଇପାରେ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୪୮ ଘଣ୍ଟିଆ ସଟ୍‌ଡାଉନ୍ ଆଜି ରାତି ୮ଟାରେ ଶେଷ ହେବ । ରାଜ୍ୟର ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରର ଲୋକମାନେ ସଟ୍‌ଡାଉନକୁ ଯେଭଳି ସଫଳ କଲେ ତାହାକୁ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଛନ୍ତି । ଧନ୍ୟବାଦ ଛଳରେ ମୁଖ୍ୟ
Read More...

ସାହାଯ୍ୟ ଅପେକ୍ଷାରେ ପଥରିଆ ପରିବାର

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ମରୁଆ ପଂଚାୟତ ପାଢେଲ ଠାରେ ସବୁ ବର୍ଷ ପରି ଶିଳ ଶିଳପୁଆ ଇତ୍ୟାଦି ତିଆରି ଓ ବୁଲି ବୁଲି ବିକିବା ପାଇଁ ନୂଆପଡା କୋମନା ସିଆଲଲତି ଓ ଛତିଶଗଡ ବସ୍ତର ଅଂଚଳର 4ଟି ପରିବାର ର 3ଛୋଟଛୁଆ 5ମହିଳା ସମେତ 14 ଜଣ କରୋନା କଟକଣା ହେତୁ ଅସୁବିଧାରେ ଅଛନ୍ତି I ବେପାର
Read More...

ମହିଳାଙ୍କ ସାହାଯ୍ୟ ରେ ପରିବା ଯୋଗାଣ

ସମ୍ବଲପୁର : କରୋନା କଟକଣା ପାଇଁ ଅନେକ ସ୍ଥାନରେ ଖାଦ୍ୟ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ମହିଲା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ନିୟୋଜିତ କରି ସକ୍ରିୟତା ଦର୍ଶାଇଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ତାଜାତଟକା ପନିପରିବା ଯୋଗାଇ ଦିଆ ଯାଉଛି ଓ
Read More...

୨୪ ଘଣ୍ଟାରେ ମଲେଣି ୯ ସନ୍ତ୍ରାସବାଦୀ

ନୂଆଦିଲ୍ଲୀ :ଜମ୍ମୁ-କାଶ୍ମୀରର ସୀମାନ୍ତରେ ୨୪ ଘଣ୍ଟାରେ ୯ ସନ୍ତ୍ରାସବାଦୀ ନିହତ ହେଲେଣି ବୋଲି ଆଜି ଭାରତୀୟ ପଦାତିକ ବାହିନୀ ପକ୍ଷରୁ ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ଏହି ସନ୍ତ୍ରାସବାଦୀମାନେ ଦୁଇଟି ପୃଥକ ପୃଥକ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଯେଉଁଥିରେକି ସନ୍ତ୍ରାସବାଦୀଙ୍କ
Read More...