ବାଇକ୍କୁ ଧକ୍କା ଦେଲା କାର, ୩ ଗୁରୁତର
ପୁରୀ : ଆଜି ଦିନ ୪:୩୦ ସମୟରେ ପୁରୀ କୋଣାର୍କ ମେରେନ ଡ୍ରାଇଭ୍ ରାସ୍ତାରେ ଏକ ବାଇକକୁ ଏକ ଧକ୍କା ଦେବା ଫଳରେ ତିନିଜଣ ଗୁରୁତର ହୋଇଥିବା ଜଣାପଡିଛି । କାର ଡ୍ରାଇଭର ଜଣକ ମଦ୍ୟପାନ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଓଡି ୦୨ ବିବି ୬୯୮୫ ନମ୍ବର ବିଶିଷ୍ଟ ଏକ କାର ୧୩ ଏଲ୫୮୦୩ ନମ୍ବର!-->…
Read More...
Read More...