ରକ୍ତହୀନତା ପରୀକ୍ଷା ଶିବିର
ଚମ୍ପୁଆ: ଚମ୍ପୁଆ ସ୍ୱସ୍ଥ୍ୟ ବିଭାଗ ଓ ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରିମୁଳି ପଂଚାୟତର ଟଡୁଆବାହାଳ ଠାରେ ଏକ ରକ୍ତହୀନତା ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସିଏଚ୍ଓ ଲିଲିଲତା ବେହେରା, ଏଏନ୍ଏମ ପଦ୍ମିନୀ ମହାନ୍ତ, ଆଶା ଦିଦି ପ୍ରମିଳା ମହାନ୍ତ, ଅଙ୍ଗନୱାଡି ଶେବିକା!-->…
Read More...
Read More...