କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ଅଲିମ୍ପିକ୍ସରେ ସାମିଲ ହେଲା ଏହି ସବୁ ଖେଳ
ଦିନିକିଆ ବିଶ୍ୱକପ୍, ଟି-20 ବିଶ୍ୱକପ୍, ଆଇପିଏଲ୍ ପରେ ଏବେ ଅଲମ୍ପିକ୍ସରେ ବି ଦେଖିବାକୁ ମିଳିବ କ୍ରିକେଟ୍ ଖେଳ । ଖେଳ ପ୍ରେମୀ ଅଲମ୍ପିକ୍ସରେ କ୍ରିକେଟ୍ ର ମଜା ନେଇପାରିବେ । ୧୨୮ ବର୍ଷ ପରେ ଅଲମ୍ପିକ୍ସରେ କ୍ରିକେଟ୍ କୁ ସାମିଲ କରାଯାଇଛି । ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ୍ ।!-->…
Read More...
Read More...