ବାଲୁକାକଳାରେ ନେତାଜୀଙ୍କ ପ୍ରତିଛବି ଆଙ୍କିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପୁରୀ : ନେତାଜୀ ଜୟନ୍ତୀ ଅବସରରେ ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବାଲୁକା କଳାରେ ନେତାଜୀଙ୍କ ପ୍ରତିଛବି ଆଙ୍କିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳଭୂମିରେ ପ୍ରସ୍ତୁତ ହୋଇଥିବା ଏହି ବାଲୁକା କଳାରେ ୪୫୦ଟି ଷ୍ଟିଲ ଗିନା ଇନଷ୍ଟଲ ହୋଇଥିବାବେଳେ ଜୈ ହିନ୍ଦ!-->…
Read More...
Read More...