୨୫ରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, ଚାଲିଛି ପ୍ରସ୍ତୁତି
ପୁରୀ : ଆସନ୍ତା ୨୫ରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତମାନେ ବେଶ୍ ନିଷ୍ଠାର ସହ ଏହି ବେଶ ନିର୍ମାଣରେ ଲାଗିଛନ୍ତି । ୨୫ ତାରିଖ ବୁଧବାର ରାତିରେ ବଡସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ!-->…
Read More...
Read More...