ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ : ୨୦୨୩ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ । ୩ଟି ଟ୍ରକ୍‌ରେ ପ୍ରଥମ ପର୍ଯ୍ୟାୟ ଆସିଛି ୧୦୪ ଟି ରଥ କାଠ ଆସିଛି । ୧୨ ଫୁଟିଆ ଓ ୨୦ ଫୁଟିଆ ଅସନ ଧଉରା କାଠ ଆସିଛି । ଏଥିରୁ ୩ ଟି ଧଉରା କାଠ ଆସନ୍ତା ସରସ୍ୱତୀ…
Read More...

ବୌଦ୍ଧ ଏବିଭିପି ତରଫରୁ ବିଶାଳ ଛାତ୍ର ସମାବେଶ

ବୌଦ୍ଧ,୨୧/୧- ବୌଦ୍ଧ ଜିଲ୍ଲା ଏବିଭିପି ତରଫରୁ ଏକ ବିଶାଳ ଛାତ୍ର ସମାବେଶ ଜିଲ୍ଲା ସଂଯୋଜକ ଦେବାଶିଷ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ପଡିଆରେ ସମଗ୍ର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରୁ ଶହଶହ ବିଦ୍ୟାର୍ଥୀ ସମାଗମ ହୋଇଥିଲେ । ସେଠାରୁ ଏକ ବିଶାଳ…
Read More...

ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା :ତାଳବାହାଲ ସେମିଫାଇନାଲ୍‌ରେ

ଜହ୍ନ ।ପଙ୍କ,୨୧/୧: ବୌଦ୍ଧ ବ୍ଳକ ବଢିଗାଁ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା ବଢ଼ିଗାଁ ଖେଳପଡିଆରେ ଆଜି ଦ୍ୱିତୀୟ ଦିନର ମ୍ୟାଚ ତାଳବାହାଲ ଓ ମୁଣ୍ଡାପଡ଼ା ମଧ୍ୟରେ ହୋଇଥିଲା । ଏଥିରେ ତାଳବାହାଲ ୧-୦ ଗୋଲରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ସେମି ଫାଇନାଲକୁ…
Read More...

କନ୍ଧମାଳ ଜିଲ୍ଲା ୬୬୨ ମହାବିଦ୍ୟାଳୟ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ,୨୧/୧ :- କନ୍ଧମାଳ ଜିଲ୍ଲା ବେସରକାରୀ କଲେଜ କର୍ମଚାରୀ ସଂଘ '୪୮୮ ଓ ୬୬୨ ‘ କର୍ମଚାରୀ ମଧ୍ୟରେ ପରିଶ୍ରମିକକୁ ନେଇ ଓଡିଶା ସରକାର ଯେଉଁଭଳି ଅମାନବିକ ପକ୍ଷପାତି ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ବିରୋଧ କରି ସମଗ୍ର କନ୍ଧମାଳର ୬୬୨ କଲେଜ କର୍ମଚାରୀ ସମନ୍ୱୟ ସମିତି ତୀବ୍ର…
Read More...

ପୁଇଁତଳା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ବୈଠକ

ବଲାଙ୍ଗୀର ,୨୧/୧ - ପୁଇଁତଳା ବ୍ଳକ ଛତାପିପଲ ପଞ୍ଚାୟତର କୁଣ୍ଡାମାଳ ଠାରେ ପୁଇଁତଲା ପ୍ରଗତି ଫାରମର ପ୍ରଡ୍ୟୁସର କମ୍ପାନୀର ବୈଠକ ଅନୁଷ୍ଠିତ ହୋଇଥିଲା । ଏମ୍‌ ଡି ପ୍ରଦୀପ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନାବାର୍ଡ ଡିଡିଏମ୍‌ ଲକ୍ଷ୍ମଣ ସା ଓ ମହାଶକ୍ତି ଫାଉଣ୍ଡେସନ କୋର୍ଡିନେଟର…
Read More...

୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥଦିନ
୪-୩ ଗୋଲରେ ସୁନ୍ଦରଗଡ଼ ବିଜୟୀ

ହରଭଙ୍ଗା ,୨୧/୧- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆ ଠାରେ ବୁଦ୍ଧଦେବ କ୍ଳବ ଆୟୋଜକରେ ଅନୁଷ୍ଠିତ ହୋଇଥିବା ୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ଦିନର ଖେଳରେ କରମଚାନ୍ଦ ଫୁଟବଲ କ୍ଳବ ସୁନ୍ଦରଗଡ଼ ସହ ଏମବିବି…
Read More...

ନିର୍ମାଣ ଶ୍ରମିକ ଜିଲ୍ଲା ତଥା ରାଜ୍ୟ ନିର୍ମାଣର ପ୍ରମୁଖ ବିନ୍ଧାଣୀ: ମୁଖ୍ୟ ଅତିଥି
ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର
…

ସୁବର୍ଣ୍ଣପୁର,୨୧/୦୧ - ଆଜି ସୋନପୁରସ୍ଥିତ ନୂଆ ଟାଉନହଲ ଠାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼, ଭୁବନେଶ୍ୱର ତରଫରୁ ନିର୍ମାଣ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ ସହାୟତା ବଣ୍ଟନ…
Read More...

ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାର ତୃତୀୟ ସନ୍ଧ୍ୟା

ପାରଳାଖେମୁଣ୍ଡି,୨୧/୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୨ ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ନିର୍ଦ୍ଦେଶକ ଆଦର୍ଶ…
Read More...

ଘାଟିରେ ଯାତ୍ରୀବାହୀ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ପାତ୍ରପୁର: ଘାଟିରେ ଯାତ୍ରୀବାହୀ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ୨୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଛି।…
Read More...

ବୌଦ୍ଧକୁ ହରାଇ ଫାଇନାଲରେ ଝାରସୁଗୁଡା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆଠାରେ ବୁଦ୍ଧଦେବ କ୍ଳବ ଆୟୋଜକରେ ଅନୁଷ୍ଠିତ ହୋଇଥିବା ୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଦିନ ତୃତୀୟ ଦିବସରେ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିନର ଖେଳରେ ଜୟ ଦୁର୍ଗା କ୍ଳବ…
Read More...