କଲେଜ ସୁବର୍ଣ୍ଣ ଜୟନ୍ତୀରେ ଗଣଦୌଡ

ନବରଙ୍ଗପୁର:- ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ମାରାଥନ୍‌ (ଗଣଦୌଡ) ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ମାରାଥନ ବାହାରି ମାଝିଗୁଡ଼ା ପର୍ଯ୍ୟନ୍ତ ପହଞ୍ଚି ପୁଣି ଜଗନ୍ନାଥ ମନ୍ଦିର ଛକକୁ ଫେରିଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ…
Read More...

ଧାନ ଖରୀରେ ନିଆଁ ଲଗାଇଲେ ଦୁର୍ବୃତ୍ତ : ଜଳିଗଲା ଚାଷୀଙ୍କ ଅମଳ ଧାନ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଂଚାୟତ କଟାପାଲି ଗାଁରେ ସୋମବାର ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ଧାନ ଖାରିରେ ନିଆଁ ଲଗାଇ ଦେବା ଫଳରେ ଚାଷୀ ଥବିର ପୁଟେଲଙ୍କ ଅମଳ ହୋଇ ଖଳାରେ ଗଛିତ ଧାନ ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ନଷ୍ଟ ହୋଇଥିବା ଧାନ ଆନୁମାନିକ…
Read More...

ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା। ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ। ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ତଦନ୍ତରେ ସହଯୋଗ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ…
Read More...

୧୨୭ ବାଟାଲିୟନ୍‌ ସିଆରପିଏଫ୍‌ ପକ୍ଷରୁ ନିଆରା ପ୍ରୟାସ

ବାଲିଗୁଡ଼ା: ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ୱାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୨୭ ବାଟାଲିୟନ୍‌ ସିଆରପିଏଫ୍‌ ଏବଂ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ପକ୍ଷରୁ ଭୋପାଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ପୁଣି ନଷ୍ଟ ହେଲା ୧୪କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ

ବାଲିଗୁଡ଼ା: ଜୋର୍‌ ଧରିଲା ଅପରେସନ୍‌ ନୀଳ ଜହର । ଗଞ୍ଜେଇ ଚାଷର ମୂଳ ପୋଛ କରିବାକୁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ୍‌ । ପୁଣି ନଷ୍ଟ ହେଲା ୧୪ କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ବାଲିଗୁଡ଼ା ଥାନା ଅଧିନସ୍ଥ ମହାସିଙ୍ଗି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୧୪୫ ଏକର ଜଙ୍ଗଲ ଜମିରେ…
Read More...

ବାଣୀଗୋଛା ଅଂଚଳରୁ ଘନଘନ ଚୋରି

ଦଶପଲ୍ଲା : ବାଣିଗୋଛା କଲେଜରେ ବାଇକ ଚୋରି । ଲୋକଙ୍କ ପାଟି ଶୁଣି ଚୋରମାନେ ଧରି ଆସିଥିବା ବାଇକ, ଓଡି ୨୭ବି ୨୪୪୦ ପଲସର ଛାଡି ଚମ୍ପଟ୍‌ ମାରିଛନ୍ତି । ଆଜି ଭୋର ସାଢେ ୪ଟା ବେଳେ ବାଣୀଗୋଛା କଲେଜର ସାଇଟଗେଟ ଭାଂଗି ଦୁର୍ବୃତ୍ତ ମାନେ କଲେଜ ପ୍ରିନ୍ସପାଲଙ୍କ ଓଡି ୦୨ ୮୮୫୭ ଆପାଚୀ ଗାଡି ଧରି…
Read More...

୩ବନ କର୍ମଚାରୀ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ହାତୀକୁ ପୋଡ଼ି ଦେବା ଘଟଣାରେ ନିଲମ୍ବିତ ବନ କର୍ମଚାରୀଙ୍କୁ ଆଜି ଗିରଫ କରିଛି ବନ ବିଭାଗ। ସେମାନେ ହେଲେ ଜେନାବିଲ ରେଞ୍ଜର ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସ। ଏହି ୩ଜଣଙ୍କୁ ପୂର୍ବରୁ ନିଲମ୍ବିତ…
Read More...

ବାଂଲାଦେଶ-ଭାରତ ପ୍ରଥମ ଟେଷ୍ଟ, ଲଞ୍ଚ୍‌ ସୁଦ୍ଧା ଭାରତ ୮୫/୩

ଢାକା : ଆଜିଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟିକିଆ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚର ପ୍ରଥମ ଅଧିବେଶନ ସମାପ୍ତ ହୋଇଛି । ଭାରତର ସ୍କୋର ୮୫ ରନ୍‌ରେ ୩ ୱିକେଟ୍‌ ହରାଇଛି । ରାହୁଲ ୨୨ ରନ୍‌, ଗିଲ ୨୦ ରନ୍‌ ସ୍କୋର କରିଥିଲେ । ଯେଉଁଠାରେ…
Read More...

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଠାରେ ବିଶ୍ୱ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ଦିବସ ପାଳିତ

ସୁବର୍ଣ୍ଣପୁର: ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହରଡ଼ଖୋଲ ଓ ଭ୍ରାମ୍ୟମାଣ ଟିମ ସହିତ ସୁବର୍ଣ୍ଣପୁର ସଦର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଠାରେ ବିଶ୍ୱ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ଦିବସ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷା ଡା…
Read More...

ଆଣ୍ଟୀ ରାଗିଂ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ : ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଆଣ୍ଟୀ ରାଗିଂ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସପି କେ. ବିଶାଲ ସିଂ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଗିଂରେ ଛାତ୍ର ଛାତ୍ରୀ ଲିପ୍ତ ନ ରହିବା ପାଇଁ ସଚେତନ କରାଇଥିଲେ । କଲେଜ୍‌କୁ ପଢିବାକୁ ଆସୁଥିବା ନୂତନ…
Read More...