ଆସନ୍ତାକାଲି ୮ଟା ରୁ ୫ଟା ଯାଏଁ ସମ୍ବଲପୁରରେ ପାୱାର କଟ ଘୋଷଣା
ସମ୍ବଲପୁର : ବିଦ୍ୟୁତ ବିତରଣକାରୀ ସଂସ୍ଥା ଓପିଟିସିଏଲ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ ଆସନ୍ତା କାଲି ବୁଧବାର ଦିନ ପୂର୍ବାହ୍ନ ୮ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମ୍ବଲପୁର ନଗର ଓ ଏହାର ଆଖପାଖ ଅଞ୍ଚଳରେ ପାୱାର କଟ ରହିବ । କମ୍ପାନୀ ଦ୍ୱାରା ଜାରି ଏହି ବିଜ୍ଞପ୍ତି ଅନୁସାରେ!-->…
Read More...
Read More...