ଇସ୍କାନ ପକ୍ଷରୁ ଅଦିନିଆ ରଥଯାତ୍ରା, ପୁରୀରେ ତୀବ୍ର ବିରୋଧ
ପୁରୀ : ପଞ୍ଜାବର ଅମୃତସରରେ ଗତ ୧୦ ତାରିଖରେ ରଥଯାତ୍ରା ଆୟୋଜନ କରାଯାଇଥିବାରୁ ଏହାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପରମ୍ପରାକୁ ଭଙ୍ଗ କରି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ଉତ୍କଳ ବିଦ୍ୟୋତ ପରିଷଦ ବିରୋଧ କରିଛି । ଏ ନେଇ ପରିଷଦ ପକ୍ଷରୁ ଶ୍ରୀମନ୍ଦିର!-->…
Read More...
Read More...