ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ, ୪୨ଟି ପ୍ରକଳ୍ପ ପ୍ରଦର୍ଶିତ

ବୌଦ୍ଧ,୧୫/୧୨– ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧରେ ଆଜି ଦୁଇଦିନିଆ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରି କହିଥିଲେ ଯେ ସମସ୍ତ ପିଲାଙ୍କ ଭିତରେ ବୈ…
Read More...

ଡାହାଣି ସନ୍ଦେହରେ ତଣ୍ଟି କାଟି ହତ୍ୟା

ଚୌଦ୍ଵାର: ମହିଳାଙ୍କ ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା। ଏପରି ଅମାନବୀୟ ଘଟଣା କଟକ ଜିଲ୍ଲା ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ମୀନା ଚାତର । ଚନ୍ଦନପୁର ଗାଁର ବାଗୁନ ପୂର୍ତ୍ତି ନାମକ ବ୍ୟକ୍ତିଙ୍କ ପିଲା ଓ ସ୍ତ୍ରୀର ଦେହ ଅନେକ…
Read More...

ଯିଏ ପିଇବ, ସେ ମରିବ: ନୀତୀଶ, ବିହାରରେ ୩୯ ଲୋକଙ୍କ ଜୀବନ ନେଲାଣି ନକଲି ମଦ

ପାଟନା : ବିହାରର ଛପରାରେ ନକଲି ମଦ ପିଇ ୩୯ ଲୋକଙ୍କ ଜୀବନ ଯାଇଛି । ଆଉ କେତେକ ଲୋକଙ୍କ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଯଦି ଯିଏ ମଦ ପିଇବ, ସେ ନିଶ୍ଚୟ ମରିବ । ଆମ ରାଜ୍ୟରେ ମଦ ବନ୍ଦ କରିଛୁ…
Read More...

ତୁରନ୍ତ ଧାନ ମଣ୍ଡି ଖୋଲିବା ଦାବୀରେ ଗଜପତି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଜପତି ଜିଲ୍ଲାର ବିଭିନ୍ନ ସମବାୟ ସମିତିର ସଭାପତିମାନେ ଉପସ୍ଥିତ ରହି ତୁରନ୍ତ ଧାନ ମଣ୍ଡି ଖୋଲିବା ସକାଶେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ…
Read More...

ମା’ ସୁଲୁକୁଟୀଙ୍କ ପୀଠରେ ମହାଯଜ୍ଞ

ଦଶପଲ୍ଲା : ଦଶପଲ୍ଲା ଦୁର୍ଗା ବଜାର କଲୋନୀ ପରିସରରେ ଥିବା ଆରାଧ୍ୟ ଦେବୀ ମା ସୁଲୁକୁଟୀଙ୍କ ପୀଠରେ ବାର୍ଷିକ ବିଶ୍ୱ ଶାନ୍ତି ଦେବୀ ମହାଯଜ୍ଞ ମଂଗଳବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଅଙ୍କୁରାରୋପଣ ଅଧିବାସ ହେବାପରେ ବୁଧବାର ଜଳ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ ମହିଳା ଏବଂ…
Read More...

ଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଅଭିମନ୍ୟୁ ଭୁବନେଶ୍ୱରରେ ଥିବା ଘର ଓ ନୟାଗଡ଼ର ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଭୁବନେଶ୍ୱର ସ୍ଥିତ ପାଇକନଗରରେ ଥିବା ୪…
Read More...

ଖପ୍ରାଖୋଲରେ ରବିଚାଷ ପ୍ରସ୍ତୁତି ସମ୍ପର୍କିତ ତାଲିମ ଶିବିର : ପାଞ୍ଚଶହ ହେକ୍ଟର ଜମିରେ ହେବ ମୁଗ ଚାଷ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ କୃଷିକାର୍ଯ୍ୟାଳୟ ତାଲିମ ଗୃହ ଠାରେ ଏଫ୍‌ଇଏସ ଭୁବନେଶ୍ୱର ଓ କୃଷି ବିଭାଗ ର ମିଳିତ ଆନୁକୁଲ୍ୟରେ ରବି ଚାଷ ପ୍ରସ୍ତୁତି ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲିମ ଶିବିରରେ ଏଫ୍‌ଇଏସ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ…
Read More...

କାର୍ଯ୍ୟରେ ଯୋଗଦେଲେ କନ୍ଧମାଳ ଜିଲ୍ଲା ନବ ନିଯୁକ୍ତ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଓ ୪ ସଦସ୍ୟ

ଫୁଲବାଣୀ :- ରାଜ୍ୟ ସରକାରଙ୍କ ଦ୍ୱାରା ନବ ନିଯୁକ୍ତ କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି କାର୍ଯ୍ୟରେ ଯୋଗ ଦେଇଛନ୍ତି । ସିଡବ୍ଲୁସିର ଅଧ୍ୟକ୍ଷ ଓ ଅନ୍ୟ ୪ ସଦସ୍ୟ କାର୍ଯ୍ୟରେ ଯୋଗଦାନ ପରେ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ ସାକ୍ଷାତ କରି ପ୍ରାରମ୍ଭିକ ଆଲୋଚନା କରିଛନ୍ତି । ଜିଲ୍ଲାର…
Read More...

ହରିଶଙ୍କର ବନବିଭାଗ ଦ୍ୱାରା କୁଟୁରା ଛୁଆ ଉଦ୍ଧାର

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ୍‌ ମହରାପଦର୍‌ ଗାଁ ନିକଟରୁ ବନବିଭାଗ ଏକ କୁଟୁରା ଛୁଆକୁ ବୁଧବାର ଉଦ୍ଧାର କରିଛି । ସୂଚନା ଅନୁସାରେ ମହରାପଦର ଗାଁ ନିକଟରେ ଗ୍ରାମବାସୀମାନେ ଏକ କୁଟୁରା ଛୁଆ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ହରିଶଙ୍କର ବନପାଳ ସନ୍ଧ୍ୟା ରାଣୀ ସେଠ୍‌ଙ୍କ ନେତୃତ୍ୱରେ ଏକ…
Read More...

ପିକ୍‌ଅପ୍‌ ସହ କାର୍‌ ମୁହାଁମୁହିଁ ଧକ୍କା; ଜଣେ ମୃତ, ୪ ଗୁରୁତର

ପୁରୀ : ଗୋପ-କୋଣାର୍କ ରାସ୍ତାର ପାଟେଳିଆ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାମ୍ପଡା ଗ୍ରାମର ସୁକାନ୍ତ ମଲ୍ଲିକ । ଗୁରୁତର ଆହତ ବ୍ୟକ୍ତି ହେଲେ ଗୋକୁଳ…
Read More...